Odisha Link
Bridging the Missing Links in Odisha
Browsing Tag

Government Of Odisha

୨୦୨୪ରେ ମୋଟ ୯୯ଟି ଛୁଟିଦିନ

ଓଏଲ୍‌ ବ୍ୟୁରୋ: ଜାରି ହେଲା ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ଛୁଟି ତାଲିକା। ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨୦୨୪ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି। ୨୦୨୪ ବର୍ଷରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି। ଏଥିସହିତ ୬ଟି…

ବିଦ୍ୟାଳୟ ପାଠାଗାର ବହିକିଣା ଦୁର୍ନୀତି:…

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବାର୍ଷିକ ବହିକିଣା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ନେଇ ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ଏ ମାମଲା ରୋଚକ ମୋଡ଼ ନେଇଛି। ଓସେପାର ପୁସ୍ତକ ଚୟନ ପ୍ରକ୍ରିୟାକୁ…

ଓଡ଼ିଶାରେ ୧୫୪୭ ଶଯ୍ୟା ବିଶିଷ୍ଟ ୭…

ଭୁବନେଶ୍ବର: ଆଜି ସୁଦ୍ଧା ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି; ଏହି ୭ଟି ଡାକ୍ତରଖାନାର ସମୁଦାୟ ଶଯ୍ୟା ସଂଖ୍ୟା ୧୫୪୭। ଭୁବନେଶ୍ବର ସମ୍‌ ହସ୍ପିଟାଲରେ ସର୍ବାଧିକ ୫୦୦ ଶଯ୍ୟାର ସୁବିଧା ଥିବା ବେଳେ ଏଠାରେ ୨୫ଟି ଆଇସିୟୁ ଶଯ୍ୟା ମଧ୍ୟ ରହିଛି। ଅନୁରୂପ ଭାବେ ଭୁବନେଶ୍ବର…

ଡିସେମ୍ବରରୁ ଆଉ ୬ ବିଭାଗରେ ଲାଗୁ ହେବ…

ଭୁବନେଶ୍ବର: ସାଧାରଣ ଜନତାଙ୍କୁ ପ୍ରଶାସନର ନିକଟତର କରିବା ସହ ସେବା ପ୍ରଦାନ କରିବା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ନିମନ୍ତେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ହସ୍ପିଟାଲ ଓ ଥାନାରେ ଲାଗୁ ହେବା ପରେ ଏହି ଧାରା ଡିସେମ୍ବର ପହିଲାରୁ ରାଜ୍ୟର ଅନ୍ୟ ୬ ଗୋଟି ବିଭାଗରେ ଲାଗୁ କରିବା ନିମନ୍ତେ ରାଜ୍ୟ…

ଅଧସ୍ତନଙ୍କୁ ସରକାରୀ ଛାଟ: ଏଣିକି…

ଭୁବନେଶ୍ବର: ଓଡ଼ିଶା ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧସ୍ତନ କର୍ମଚାରୀମାନେ ନିଜ ଠାରୁ ବରିଷ୍ଠ ଅଧିକାରୀଙ୍କୁ ଭାଇ ନ ଡାକିବା ଲାଗି ଏଥିରେ ନିର୍ଦ୍ଦେଶ ଦିଆଯାଇଛି। ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶ ଜାରି କରାଯାଇଛି। ନଭେମ୍ବର ୧୬ ତାରିଖରେ…

ଦାୟିତ୍ବ ନେଲେ ମାନସ ମଙ୍ଗରାଜ, ମିଳିଲା…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପରାମର୍ଶ ଦାତା(ଗଣମାଧ୍ୟମ ଓ ଲୋକସଂପର୍କ) ରୂପେ ଦାୟିତ୍ବ ନେଇଛନ୍ତି ମାନସ ମଙ୍ଗରାଜ। ଏଥିସହ ମାନସଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ଆସନ୍ତା ସପ୍ତାହରେ ସେ କାର୍ଯ୍ୟରେ ଯୋଗଦେବେ। ସେ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇବେ।…

ସରକାରୀ ସାହିତ୍ୟ ସଭା: ଉପରେ ୪ ତଳେ ୧୪

ଭୁବନେଶ୍ବର: ୨୦୧୭ ଡିସେମ୍ବର ମାସରେ ସରକାର ଭାଷା, ସାହିତ୍ୟ, ସଂସ୍କୃତି ନାମରେ ଏକ ନୂଆ ବିଭାଗ ସ୍ଥାପନ କଲେ ହେଁ ବିଭାଗୀୟ ମନ୍ତ୍ରୀ ଅଧିକାରୀଙ୍କର ଭାଷା-ସାହିତ୍ୟ ପ୍ରତି କାଣିଚାଏ ଶ୍ରଦ୍ଧା ଥିବା ଭଳି ମନେ ହୁଏନାହିଁ। କାମଚଳା ସଭାସମିତି ନାମରେ ବିଲ୍‌ କରି ସରକାରୀ ତହବିଲରୁ ଟଙ୍କା ଖର୍ଚ୍ଚ ଦେଖାିବା…