Odisha Link
Bridging the Missing Links in Odisha
Browsing Tag

Husband Killed Wife

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା…

ରେଢ଼ାଖୋଲ : ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଏହି ଅଭାବନୀୟ ଘଟଣାଟି ସମ୍ବଲପୁର ଯୁଯୁମୁରା ଥାନା ଅଞ୍ଚଳର ଘୁସୁରିଆବାହାଲ ଗାଁରେ ଘଟିଛି। ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ସୂଚନା ଅନୁସାରେ, କୌଣସି ଏକ କାରଣରୁ ସ୍ୱାମୀ ପ୍ରମୋଦ ଭଏସା ଓ ତାଙ୍କ ସ୍ତ୍ରୀ ପାର୍ବତୀଙ୍କ…

ସ୍ତ୍ରୀକୁ ହତ୍ୟା କରି ଘରେ ପୋତିଦେଲା…

ସମ୍ବଲପୁର : ଆଠ ଦିନ ହେଲା ନିଖୋଜ ଥିବା ମହିଳାଙ୍କୁ ହତ୍ୟା କରାଯାଇ ଘର ଭିତରେ ପୋତିଦେଇଥିବା ଅଭିଯୋଗ ହୋଇଛି । ଥାନରେ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟ ଖୋଲାଯାଇ ମାଟି ଖୋଳା ଚାଲିଛି । ସୂଚନା ଅନୁସାରେ, ସମ୍ବଲପୁର ସାକ୍ଷୀପଡା ଅନ୍ତର୍ଗତ ବାହାଲପଡା ଅଞ୍ଚଳର କୁନାଲ ସିଂଙ୍କୁ…

ସ୍ତ୍ରୀକୁ ସ୍ମଶାନରେ ପୋତିଦେଲା ସ୍ୱାମୀ

ଜୟପୁର: ଜୟପୁର ନିକଟସ୍ଥ ବ୍ରାହ୍ମଣୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପତ୍ନୀଙ୍କୁ ହତ୍ୟା କରି ସ୍ମଶାନରେ ପୋତିଦେଲା ସ୍ବାମୀ । ଖବର ପାଇ ସ୍ମଶାନରୁ ଶବ ଉଦ୍ଧାର କଲା ଜୟପୁର ପୋଲିସଘଟଣାସ୍ଥଳରେ ପହଞ୍ଚି ଏସ୍‌ଡିପିଓ ଓ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ତଦନ୍ତ ଆରମ୍ଭ କରିଛନ୍ତି । ମ୍ୟାଜିଷ୍ଟ୍ରେଟଙ୍କ…

ସ୍ତ୍ରୀକୁ ପନିକିରେ ହାଣିଲା ସ୍ବାମୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା। ମୃତ ମହିଳା ୩୬ ବର୍ଷ ବୟସ୍କା ରୀନା ସାହୁ। ହତ୍ୟା ପରେ ସ୍ବାମୀ ଗୋଦାବରୀ ସାହୁ ଥାନାରେ ଆତ୍ମସମର୍ପଣ କରିଛି। ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ୩ ଝିଅ ଗୋଟିଏ…

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ମିଳିଥିବା ସୂଚନା ଅନୁସାରେ, ବଣମହୁଲଡିହା ଗ୍ରାମର ସୁନିଆ ମୁଣ୍ଡା ଓ…

ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା…

ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେର ବଲଣ୍ଡା ଗୁରୁଦ୍ବାରରେ ମଦ୍ୟପ ସ୍ବାମୀର ଉନ୍ନତ୍ତ କାଣ୍ଡ ଦେଖିବାକୁ ମିଳିଛି। ସାମାନ୍ୟ ବଚସାକୁ ନେଇ ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ସ୍ବାମୀ। ହତ୍ୟା ପରେ ପାଖରେ ଏକ ସିମେଣ୍ଟ ଦୋକାନ ଆଗରେ ପକାଇ ଦେଇ ଚାଲିଯାଇଛି। ମିଳିଥିବା ସୂଚନା ଅନୁସାରେ,…

ସ୍ତ୍ରୀର କଟାମୁଣ୍ଡ ଆଣି ଥାନାରେ…

ପୁରୀ : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁହାଁ ଗ୍ରାମରେ ଅଭାବନୀୟ କାଣ୍ଡ ଘଟିଛି। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଛି ସ୍ବାମୀ। କଟାମୁଣ୍ଡକୁ ବ୍ୟାଗରେ ଧରି ଆଠ କିଲୋମିଟର ସାଇକେଲ ଯୋଗେ ଅସ୍ତରଙ୍ଗ ଥାନାରେ ସ୍ବାମୀ ପହଞ୍ଚିଛି ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ସ୍ବାମୀର ନାଁ…

ସ୍ତ୍ରୀକୁ ପିଟି ମାରିଦେଲା ସ୍ବାମୀ

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁବୁଳିଆ ଗାଁରେ ଘଟିଛି ଅଘଟଣ ।ଖରାପ ରୋଷେଇକୁ କେନ୍ଦ୍ର କରି ଗତକାଲି ସନ୍ଧ୍ୟାରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା। ବଚସା ଚାଲିଥିବାବେଳେ ସ୍ବାମୀ ଉଦିତ ବାଗ ହଠାତ୍ ଏକ ଠେଙ୍ଗାରେ ସ୍ତ୍ରୀ ସୁଶୀଲା ବାଗକୁ…