Odisha Link
Bridging the Missing Links in Odisha
Browsing Tag

ICC

ଜସପ୍ରୀତ ବୁମରାହ ରଚିଲେ ଇତିହାସ, ପ୍ରଥମ…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜସପ୍ରୀତ ବୁମରାହ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ରଚିଲେ ଇତିହାସ। ଟେଷ୍ଟ ବୋଲିଂ ର‍୍ୟାଙ୍କିଙ୍ଗରେ ଶୀର୍ଷରେ ଭାରତର ଚତୁର୍ଥ ଓ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ଖ୍ୟାତି ଅର୍ଜନ କରିଛନ୍ତି ବୁମରାହ। ତାଙ୍କ ପୂର୍ବରୁ ଟେଷ୍ଟ କ୍ରିକେଟରେ ବିିଶନ ବେଦି,…

କୋହଲିଙ୍କ ଆଉ ଏକ ବିରାଟ ରେକର୍ଡ; ପ୍ରଥମ…

ଓଏଲ୍‌ ବ୍ୟୁରୋ: ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଦିନିକିଆ କ୍ରିକେଟରେ ୫୦ଟି ଶତକ ହାସଲ କରିଥିବା ରନ୍‌ ମେସିନ୍‌ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ୪ର୍ଥ ଥର ପାଇଁ ଜିତିଲେ ଆଇସିସି ଶ୍ରେଷ୍ଠ ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ଜିତିଲେ ବିରାଟ। ୨୦୨୩ ବର୍ଷ ପାଇଁ ଏହି ପୁରସ୍କାର ଜିତିଛନ୍ତି କୋହଲି।…

ଟେଷ୍ଟରେ ନମ୍ବର-୧ ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: କ୍ରିକେଟର ସବୁଠୁ ବଡ଼ ବା ଶ୍ରେଷ୍ଠ ଫର୍ମାଟ ଟେଷ୍ଟ କ୍ରିକେଟରେ ଏକ ନମ୍ବର ହେଲା ଭାରତୀୟ ଦଳ। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ ମଙ୍ଗଳବାର ଜାରି କରିଥିବା ଟେଷ୍ଟ ଟିମ୍‌ ତାଲିକାର ଶୀର୍ଷରେ ଟିମ୍‌ ଇଣ୍ଡିଆ ରହିଛି। ଅଷ୍ଟ୍ରେଲିଆକୁ ପଛରେ ପକାଇ ନମ୍ବର ୧ ସିଂହାସନରେ ବସିଛି ଭାରତ।…

ଶୃଙ୍ଖଳା ମୂଳପୋଛ କଲା ଭାରତ, ଦିନିକିଆରେ…

ଓଏଲ୍‌ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚକୁ ଜିତିବା ସହିତ ଶୃଙ୍ଖଳା ମୂଳପୋଛ କଲା ଭାରତ। ୩ଟି ଯାକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ କ୍ଲିନ୍‌ ସୁଇପ୍‌ କରିଛି ଭାରତ। ଶେଷ ଦିନିକିଆରେ ୩୮୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ନିର୍ଦ୍ଧାରିତ…

ମନ୍ଧାନାଙ୍କୁ ICCର ସର୍ବଶ୍ରେଷ୍ଠ…

ଓଏଲ୍‌ ବ୍ୟୁରୋ: ଭାରତୀୟ ମହିଳା କ୍ରିକେଟରଙ୍କୁ ଆଇସିସିର ସର୍ବଶ୍ରେଷ୍ଠ ପୁରସ୍କାର। ୨୦୨୧ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ କ୍ରିକେଟର ଭାବେ ବିବେଚିତ ହୋଇଛନ୍ତି ଭାରତୀୟ ମହିଳା ଦଳର ଷ୍ଟାର କ୍ରିକେଟର ସ୍ମୃତି ମନ୍ଧନା। ଭାରତର ଏକମାତ୍ର ଖେଳାଳି ଭାବେ ମାନ୍ଧନା ୨୦୨୧ ବର୍ଷ ପାଇଁ ପୁରସ୍କାର ଜିତିଛନ୍ତି।…

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି…

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ପାକିସ୍ତାନର ଷ୍ଟାର କ୍ରିକେଟରା ମହମ୍ମଦ ହାଫିଜ। ଏନେଇ ଆଜି ମହମ୍ମଦ ହାଫିଜ କରିଛନ୍ତି ଘୋଷଣା। ହେଲେ ସେ ପୂର୍ବପରି କ୍ରିକେଟ ଖେଳିବା ଜାରି ରଖିବେ। ଅର୍ଥାତ୍‌ ସେ ଟି-୨୦ ଫ୍ରାଞ୍ଚାଇଜ୍ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ମହମ୍ମଦ ହାଫିଜ କହିଛନ୍ତି।…

ଟେଷ୍ଟ କ୍ରିକେଟକୁ ବାଏ ବାଏ କଲେ ଡିକକ୍‌

ନୂଆଦିଲ୍ଲୀ: ବକ୍ସିଂ ଡେ ଟେଷ୍ଟରେ ଟିମ୍‌ ଇଣ୍ଡିଆ ନିକଟରୁ ପରାଜିତ ହେବା ପରେ ଦକ୍ଷିଣ ଆଫ୍ରିକାର ଦଳର ଷ୍ଟାର ଖେଳାଳି ନେଲେ ବଡ଼ ନିଷ୍ପତ୍ତି। ଦକ୍ଷିଣଆଫ୍ରିକା ଦଳର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ କ୍ବିଣ୍ଟନ୍‌ ଡିକକ୍‌ ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି। ବକ୍ସିଂ ଡେ ଟେଷ୍ଟ ସରିବାର କିଛି ସମୟ ପରେ…

କ୍ରିକେଟରୁ ସନ୍ନ୍ୟାସ ନେଲେ ମାଲିଙ୍ଗା

ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କଲେ ଆଉ ଜଣେ ଷ୍ଟାର ଖେଳାଳି। ଶ୍ରୀଲଙ୍କାର କିମ୍ବଦନ୍ତ୍ରୀ ପେସ୍‌ ବୋଲର ଲାସିଥ ମାଲିଙ୍ଗା କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହିତ ୧୭ ବର୍ଷର କ୍ରିକେଟ କ୍ୟାରିୟରରେ ବିରାମ ଲଗାଇଛନ୍ତି ମାଲିଙ୍ଗା। ପୂର୍ବରୁ ଦିନିକିଆ ଓ ଟେଷ୍ଟ କ୍ରିକେଟକୁ…

ବିରାଟ ଖସିଲେ, ବୁମରାହ ଉଠିଲେ

ନୂଆଦିଲ୍ଲୀ: ଗୁରୁବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ଆଜି ଆଇସିସି ଜାରି କରିଛି ସଦ୍ୟତମ ଟେଷ୍ଟ ମାନ୍ୟତା। ଇଂଲଣ୍ଡ ଟିମର ଅଧିନାୟକ ଜୋ ରୁଟ୍ ବ୍ୟାଟିଂ ମାନ୍ୟତାରେ ବିରାଟ କୋହଲିଙ୍କୁ ପଛରେ ପକାଇ ଚତୁର୍ଥ ସ୍ଥାନକୁ…

କରୋନା ଭୟ, ଭାରତରେ ଟି-୨୦ ବିଶ୍ଵ କପ୍‌…

ନୂଆଦିଲ୍ଲୀ: ବିଗତ କିଛି ଦିନ ହେବ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ଦେଶବାସୀ। ପ୍ରତିଦିନ ଦେଶରେ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କେତେକ ସ୍ଥାନରେ ସଟ୍‌ ଡାଉନ୍‌ ମଧ୍ୟ ଲାଗୁ କରିଛନ୍ତି ସରକାର। ଦେଶରେ କରୋନା ମାମଲା ବଢ଼ିବାରେ…