Odisha Link
Bridging the Missing Links in Odisha
Browsing Tag

Imran Khan

ଆଜି ବି ଇମ୍ରାନ୍‌ ଖାନଙ୍କୁ ଗିରଫ…

ଓଏଲ୍‌ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଗିରଫକୁ ନେଇ ଚାଲିଛି ଛକପଞ୍ଝା। କୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘର ଆଗରେ ଡେରା ଜମାଇଛି। ଏହାରି ଭିତରେ ଇମ୍ରାନଙ୍କ ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରୋନାରେ ସଂକ୍ରମିତ। ଇମ୍ରାନ୍ ଖାନଙ୍କ ଡାକ୍ତର ଫୈଜଲ ସୁଲତାନ ଏହି ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୯ରେ ଇମ୍ରାନ କୋଭିଡର ପ୍ରଥମ ଡୋଜ ଟିକା ନେଇଥିଲେ। ଏହାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।…

ଭାରତୀୟ ବାୟୁସୀମାରେ ଉଡ଼ିବ ଇମ୍ରାନଙ୍କ…

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ଉଡ଼ିବ ପାକିସ୍ତାନ ବିମାନ। ଉଡ଼ାଣ ଲାଗି ଅନୁମତି ଦେଲେ କେନ୍ଦ୍ର ସରକାର। ଭାରତକୁ ଦିନେ ଅନୁମତି ଦେଇନଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଭାରତ ଅନୁମତି ଦେଇଥିବାରୁ ଚାରିଆଡ଼ୁ ପ୍ରଶଂସାର ପାତ୍ର ହୋଇଛନ୍ତି ଭାରତ ସରକାର। ସୂଚନାଯୋଗ୍ୟ, ଭାରତୀୟ…

ମୋଦି ସରକାରଙ୍କୁ ଫାଶୀବାଦୀ ସରକାର…

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ନୂଆ ଚାଲ ଆରମ୍ଭ କଲା ପାକିସ୍ତାନ। ଜାତିସଂଘରୁ କଶ୍ମୀର ପ୍ରସଙ୍ଗରେ ନିରାଶ ହୋଇଥିବା ପାକିସ୍ତାନ ଆରମ୍ଭ କରି ନୂଆ ଚାଲ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ପୁଣି ଥରେ କଶ୍ମୀରବାସୀଙ୍କ ପାଇଁ ଏକଜୁଟ ହେବା ପାଇଁ…

ଚର୍ଚ୍ଚାରେ ଇମ୍ରାନ, କହିଲେ ପାକିସ୍ତାନରେ…

ଇସଲାମାବାଦ୍: ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଠିକ୍‌ ପୂର୍ବଭଳି ଏଥର ମଧ୍ୟ ଭାରତକୁ ଦାୟୀ କରିଛନ୍ତି ଇମ୍ରାନ ଖାନ। ସେ ୟୁଟ୍ୟୁବ୍‌ ଜରିଆରେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ତାଙ୍କ ଦେଶରେ ବଢ଼ୁଥିବା ଯୌନ ଅପରାଧ ପାଇଁ ବଲିଉଡ୍‌ ଫିଲ୍ମ ସବୁ ଦାୟୀ। ସେ କହିଛନ୍ତି ମୋବାଇଲ…

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସହୟତା…

ଡାଭୋସ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ-କାଶ୍ମୀର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଅଧୀନକୁ ଆସିଛି। ଯାହା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଭାରତର ଏଭଳି ଶକ୍ତ ପଦକ୍ଷେପ ପରେ କାଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକା…

ଭାରତ ଆସି ପାରନ୍ତି ପାକ୍‌…

ନୂଆଦିଲ୍ଲୀ: ଭାରତ ଆସିପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। 'ସାଙ୍ଘାଇ କୋଅପରସନ ଅର୍ଗାନାଇଜେଶନ' ବୈଠକରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିପାରନ୍ତି ଇମ୍ରାନ। ଏହି ବୈଠକରେ ଯୋଗ ଦେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଅନ୍ୟ ନେତାଙ୍କୁ ମଧ୍ୟ ଆମନ୍ତ୍ରିତ…

‘ରାବଣ’ ବେଶରେ ଇମ୍ରାନ ଖାନ୍‌ଙ୍କ…

ଭୋପାଲ: ଗତକାଲି ସାରା ଦେଶରେ ଖୁବ୍‌ ଧୁମଧାମରେ ପାଳିତ ହୋଇଥିଲା ବିଜୟା ଦଶମୀ। ଏହି ଅବସରରେ ଦେଶର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ମଧ୍ୟପ୍ରଦେଶର ଖାରଖେଡି ବାସୀ ଚିରାଚରିତ ପରମ୍ପରାରୁ ହଟି ଟିକିଏ ନିଆରା ଭାବରେ ରାବଣ ପୋଡ଼ି କରିଛନ୍ତି। କାରଣ…

ଆଜି ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

ନ୍ୟୁୟର୍କ: ଆଜି ଜାତିସଂଘ ସାଧାରଣ ପରିଷଦରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ। ଆଜି ପ୍ରଥମ ଥର ପାଇଁ ଗୋଟିିଏ ବୈଠକରେ ମୋଦି-ଇମ୍ରାନ୍‌ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଯାହାକୁ ଦୁଇ ଦେଶର ଲୋକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଦେଖିବା ପାଇଁ। ଭାରତୀୟ ସମୟ ଅନୁସାରେ ରାତି ୮ଟା ୧୫ ମିନିଟରେ…

ମୋର ଭାରତ ସହ ଭଲ ସମ୍ପର୍କ

ନ୍ୟୁୟର୍କ: ରବିବାର ଦିନ ମୋଦି-ଟ୍ରମ୍ପଙ୍କ ଦୋସ୍ତି ସାରା ବିଶ୍ବ ଦେଖିଥିଲା। ପରେ ଗତକାଲି(ସୋମବାର) ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ହୋଇଥିଲା। ଆସନ୍ତାକାଲି ଜାତିସଂଘ ସାଧାରଣ ପରିଷଦର ବୈଠକ ପୂର୍ବରୁ ଗତକାଲି…