Odisha Link
Bridging the Missing Links in Odisha
Browsing Tag

Independence Day

ଆଗ ପଛ ହୋଇ ଭାରତ-ପାକିସ୍ତାନ କାହିଁକି…

ଓଏଲ୍‌ ବ୍ୟୁରୋ: ସାରା ଭାରତ ପାଳନ କରୁଛି ୭୬ ତମ ସ୍ବାଧୀନତା ଦିବସ। ଭାରତରେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ୧୯୪୭ ଅଗଷ୍ଟ ୧୫ ତାରିଖରୁ ପ୍ରତିବର୍ଷ ସ୍ବାଧୀନତା ଦିବସ ପାଳନ କରି ଆସୁଛି ଭାରତ। ଅଗଷ୍ଟ ୧୪ରେ ପାକିସ୍ତାନ ତାର ସ୍ବାଧୀନତା ଦିବସ ପାଳନ କରୁଛି। ହେଲେ ଦୁଇ ଦେଶ ଗୋଟିଏ ଦିନ…

ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ…

ନୂଆଦିଲ୍ଲୀ: ଆଜି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ ନୂଆଦିଲ୍ଲୀ ଲାଲକିଲ୍ଲା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲାଲକିଲ୍ଲାରେ…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ; ଜାତୀୟ…

ଭୁବନେଶ୍ବର: ଆଜି ୭୪ତମ ସ୍ବାଧୀନତା ଦିବସ। ଏହି ଅବସରରେ ରାଜ୍ୟର ରାଜଧାନୀ ଭୁବନେଶ୍ବରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। କରୋନା ମହାମାରୀ ପାଇଁ କଟକଣା ମଧ୍ୟରେ ପାଳିତ…

ଆଜି ସ୍ବାଧୀନତା ଦିବସ ପାଳୁଛି…

୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନ ହୋଇଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ପାକିସ୍ତାନ ସ୍ବାଧୀନ ହୋଇଥିବାରୁ ସେଠାରେ ଅଗଷ୍ଟ ୧୪କୁ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଏ। ତେବେ ଏହାର ୩ ଦିନ ପୂର୍ବରୁ ୧୯୪୭ ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ବିବାଦୀୟ ଅଞ୍ଚଳ ବଲୋଚିସ୍ତାନ ସ୍ବାଧୀନ ହୋଇଥିଲା ବୋଲି…

କରୋନା କଟକଣାରେ ହେବ ସ୍ବାଧୀନତା ଦିବସ,…

ଭୁବନେଶ୍ବର: ଅଗଷ୍ଟ ୧୫ ତାରିଖରେ ସଗମ୍ର ଦେଶ ପାଲନ କରିବ ସ୍ବାଧୀନତା ଦିବସ। କରୋନା କାଳରେ ସ୍ବାଧୀନତା ଦିବସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ନିକଟକୁ ଚିଠି ଲେଖିଛି ଗୃହ ବିଭାଗ। ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ। କୌଣସି…

ସାଧାରଣତନ୍ତ୍ର ଦିବସ: କେଉଁଠି କିଏ କରିବେ…

ଭୁବନେଶ୍ବର: ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ୨୦ଟି ସ୍ଥାନରେ ମନ୍ତ୍ରୀମାନେ କରିବେ ପାତାକା ଉତ୍ତୋଳନ କରିବା ବେଳେ…

ଜାତୀୟ ସଂଗୀତ ବଦଳରେ ବିଜୁ ବନ୍ଦନା,…

ଭୁବନେଶ୍ବର: ଅଗଷ୍ଟ ୧୫ରେ ସାରା ଦେଶ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଗତକାଲି ସକାଳେ ଭୁବନେଶ୍ବର ସ୍ଥିତ ବିଜୁ ଜନତା ଦଳ (ବିଜେଡି) ମୁଖ୍ୟାଳୟରେ ମଧ୍ୟ ଏହି ଦିବସ ପାଳିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ତାଙ୍କ ତରଫରୁ ପତାତା ଉତ୍ତୋଳନ କରିଥିଲେ…

ଆସନ୍ତାକାଲି ସ୍ୱାଧୀନତା ଦିବସ:…

ଭୁବନେଶ୍ବର : ଏଥର ସ୍ବାଧୀନତା ଦିବସ ପାଳନ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ମାର୍ଚ୍ଚ ପାଷ୍ଟ କରାଯିବ ନାହିଁ। ଚଳିତ ବର୍ଷ ସ୍ବାଧୀନତା ଦିବସରେ ରାଷ୍ଟ୍ରୀୟ ସାଲ୍ୟୁଟ୍ ପ୍ରଦାନ କରାଯିବ। ଏଥର ରାଜ୍ୟସ୍ତରୀୟ ପରେଡରେ ଭାଗନେବେ ମୋଟ ୪ଟି ଗ୍ରୁପ୍।…

ସ୍ବାଧୀନତା ଦିବସରେ ପରେଡ୍ ସ୍ଥାନ…

ଭୁବନେଶ୍ୱର: ରାଜ୍ୟସରକାର ସ୍ୱାଧୀନତା ଦିବସ ପାଳନ ପାଇଁ ସ୍ଥାନ ପରିବର୍ତନ କରିବା ଏବଂ ବିନା କାରଣରେ ଗଣପ୍ୟାରେଡ ବନ୍ଦ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ହରିଚନ୍ଦନ…

ସ୍ବାଧୀନତା ଦିବସ: ଲଦାଖରେ ଜାତୀୟ ପତାକା…

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ଭାରତ ପାଳନ କରିବ ୭୩ତମ ସ୍ବାଧୀନତା ଦିବସ। ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ଭାରତୀୟ ସ୍ଥଳସେନାର ଅବୈତନିକ ଲେଫ୍ଟନାଣ୍ଟ୍ କର୍ଣ୍ଣଲ୍ ମହେନ୍ଦ୍ର ସିଂହ ଧୋନି ଏବେ କଶ୍ମୀରରେ ସେନା କ୍ୟାମ୍ପରେ ରହି ଟ୍ରେନିଂରେ ବ୍ୟସ୍ତ ଅଛନ୍ତି। ଦକ୍ଷିଣ…