Odisha Link
Bridging the Missing Links in Odisha
Browsing Tag

INDIAN ARMY

ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଭୁବନେଶ୍ବର: ଗୁରୁବାର ଅପରାହ୍ନରେ ଜମ୍ମୁ-କଶ୍ମୀର ପୁଞ୍ଛ ଜିଲ୍ଲାରେ ସେନା ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୫ ଜଣ ଯବାନ ସହିଦ ହୋଇଥିଲେ। ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଛନ୍ତି। ସହିଦ ଯବାନଙ୍କ ନାଁ ଦେବାଶିଷ ବିଶ୍ୱାଳ ଓ ତାଙ୍କ ଘର ପୁରୀ ଜିଲ୍ଲା ସତ୍ୟବାଦୀ…

ବଦଳିଲା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା;…

ଓଏଲ୍‌ ବ୍ୟୁରୋ : ଅଗ୍ନିବୀର ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତୀୟ ସେନା ପକ୍ଷରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଘୋଷଣା କରାଯାଇଛି। ସେନାରେ ସାମିଲ ହେବା ପାଇଁ ପାର୍ଥୀଙ୍କୁ ୩ଟି ପର୍ଯ୍ୟାୟରେ ପରୀକ୍ଷା ଦେବାକୁ…

ସିକିମରେ ସଡକ ଦୁର୍ଘଟଣା, ୧୬ ଯବାନ ସହିଦ

ଓଏଲ୍‌ ବ୍ୟୁରୋ : ସିକିମରେ ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଏକ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଦୁର୍ଘଟଣାରେ ୧୬ଯବାନ ସହିଦ ହୋଇଥିବା ଜଣା ପଡିଛି। ଘଟଣାଟି ଭାରତ-ଚୀନ ସୀମାରେ ହୋଇଥିବାବେଳେ ସେନାର ଗାଡି…

ସେନାରେ ସାମିଲ୍ ହେଲେ ପୁଲଓ୍ୱାମା…

ନୂଆଦିଲ୍ଲୀ: ସେନାରେ ସାମିଲ୍ ହେଲେ ପୁଲଓ୍ୱାମା ଶହୀଦଙ୍କ ପତ୍ନୀ। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ କରିଥିବା ମେଜର ବିଭୂତି ଶଙ୍କର ଧୌଣ୍ଡିଆଲଙ୍କ ସ୍ତ୍ରୀ ନିତିକା କୌଲ ସେନାରେ ସାମିଲ୍ ହୋଇଛନ୍ତି। ଆର୍ମିରେ ଯୋଗ ଦେବା ପରେ ସେ ଲେଫ୍ଟନେଣ୍ଟ ନିତିକା କୌଲ ଧୌଣ୍ଡିଆଲ ହୋଇଛନ୍ତି। ଆଜି…

ସେନା ଦିବସରେ ଯବାନଙ୍କୁ ନିଆରା ଢ଼ଙ୍ଗରେ…

ପୁରୀ: ଜାତୀୟ ସେନା ଦିବସରେ ଯବାନକୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁରୀ କୁମ୍ଭାର ପଡ଼ାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ଦାସ। ଦିଆସିଲ କାଠିରେ ତିଆରି କରିଛନ୍ତି ଭାରତୀୟ ସେନାର ଯୁଦ୍ଧ ଟ୍ୟାଙ୍କ। ଏଭଳି ଅଭିନବ ପ୍ରୟାସ କରି ସେ ସମସ୍ତଙ୍କୁ ଚକିତ କରିଛନ୍ତି। ତାଙ୍କର ଏଭଳି ବିରଳ କଳାକୃତି ପାଇଁ…

ଭାରତୀୟ ଯବାନଙ୍କ କବଜାରେ ଚୀନ୍ ଯବାନ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ଼ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛନ୍ତି ଭାରତୀୟ ସେନା। ବାଟ ଭୁଲିଯାଇ ପିପୁଲ ଲିବରେସନ ପାର୍ଟିର ସୈନିକ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିିଥିବା ଜଣା ପଡ଼ିଛି। ଅଟକ ଚୀନ ସେନାକୁ ଜେରା…

ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ, ୨୮…

ନୂଆଦିଲ୍ଲୀ: ଭାରତୀୟ ସେନା ଏବେ ହେବ ଆହୁରି ଶକ୍ତିଶାଳୀ। କାରଣ ପ୍ରତିରକ୍ଷା ମନ୍ତ୍ରଣାଳୟ ନୂତନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସୈନ୍ୟ ଉପକରଣ ପାଇ ୨୮ ହଜାର କୋଟି ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିିଛି। ଏନେଇ ଗୁରୁବାର ଦିନ ସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ ଲଦାଖରେ ଭାରତ-ଚୀନ…

ମାନବିକତା ଦେଖାଇ ଚୀନ ନାଗରିକଙ୍କ ଜୀବନ…

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ମଧ୍ୟ ମାନବିକତା ଦେଖାଇଛି ଭାରତୀୟ ସେନା। ଉତ୍ତର ସିକ୍କିମରେ ଫସି ରହିଥିବା ଚୀନ ନାଗରିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ସେନା। ଜଣେ ମହିଳା ନାଗରିକଙ୍କ ସମେତ ମୋଟ ୩ ଚୀନ ନାଗରିକ ଉତ୍ତର ସିକ୍କିମରେ ‘ଜିରୋ ଡିଗ୍ରି’ରେ…

ଏଲଏସିରେ ମୁକାବିଲା ପାଇଁ ଯବାନ ପ୍ରସ୍ତୁତ…

ଲେହ: ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ସ୍ଥଳ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଆଜି ବିଭିନ୍ନ ଫରଓ୍ଵାର୍ଡ ପୋଷ୍ଟ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ଏବଂ ଅଫିସର ଓ ଜେସିଓମାନଙ୍କ ସହ ଆଲୋଚନା କରି ପ୍ରସ୍ତୁତିର…

ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ;…

ଜାମ୍ମୁ: ପୁଣି ଥରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ରଜୌରୀର କେରୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଥିବା ଜଣା ପଡ଼ିଛି। ଫଳରେ ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଛନ୍ତି। ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ…