ଇଣ୍ଡିଆନ୍ ଆଇଡଲ୍୧୧ରେ ଓଡ଼ିଆ ଝିଅ…
ମୁମ୍ବାଇ: ଓଡ଼ିଆ ଝିଅ ପୁଣି ଥରେ ନ୍ୟାସ୍ନାଲ୍ ସିଙ୍ଗିଙ୍ଗ୍ ପ୍ଲାଟ୍ଫର୍ମରେ ଧମାଲ କରିବାକୁ ଯାଉଛନ୍ତି । ତାଙ୍କ ନାମ ହେଉଛି ଚେଲ୍ସି ବେଉରା ,ସେ ଓଡିଶାର କଟକରେ ରୁହନ୍ତି । ଅକ୍ଟୋବର୍ ୧୨ରେ ସୋନି ଟିଭିରେ ଇଣ୍ଡିଆନ୍ ଆଇଡଲ୍-୧୧ ଶୋ’ ଆରମ୍ଭ ହେବାକୁ ଯାଉଛି। ନେହା କକ୍କର, ବିଶାଲ୍ ଦଦ୍ଲାନୀ ଓ ଅନୁ…