Odisha Link
Bridging the Missing Links in Odisha
Browsing Tag

JAGANNATH TEMPLE

କେତେ ସୁରକ୍ଷିତ ରତ୍ନଭଣ୍ଡାର? ପ୍ରଥମ ଦିନ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ। ପ୍ରଥମ ଦିନରେ ଅମୁହାଁ ଦେଉଳର ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଛି। କାଲି ବାହାର କାନ୍ଥର ଲେଜର ସ୍କାନିଂ ହେବ। ଲେଜର ସ୍କାନିଂ କ୍ୟାମେରା ୩୬୦ ଡିଗ୍ରୀରେ ୩ଡି ଫଟୋ…

ଶ୍ରୀମନ୍ଦିର: ଏଣିକି ଶାଳୀନତା ପୋଷାକ…

ଓଏଲ୍‌ ବ୍ୟୁରୋ: ଏଣିକି ଶାଳୀନତାର ପୋଷାକ ପିନ୍ଧିବେ ଶ୍ରଦ୍ଧାଳୁ। ନଚେତ ଜଗା ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ। ଏଭଳି କିଛି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ।…

ଜଗା ଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସିଂହଦ୍ବାର ସାମ୍ନାରେ ମୁଣ୍ଡିଆ ମାରିଥିଲେ ନିର୍ମଳା। କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ। କୌଳିକ ପଣ୍ଡା ଅର୍ଥମନ୍ତ୍ରୀଙ୍କୁ…

ମହାବାହୁଙ୍କ ଆର୍ଶୀବାଦ ନେଲେ ମହାମହିମ

ଓଏଲ୍‌ ବ୍ୟୁରୋ: ମହାବାହୁଙ୍କୁ ଦର୍ଶନ କଲେ ମହାମହିମ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଦାମୂର୍ତ୍ତୀଙ୍କ ଆଶୀର୍ବାଦ ନେଇଛନ୍ତି। ସପରିବାର ସହ ମହାବାହୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମିଳିଥିବା ସୂଚନା ମୁତାବିକ,…

ଶ୍ରୀମନ୍ଦିରରେ ରକ୍ତର ଛିଟା,…

ପୁରୀ: ପୁଣି ଶ୍ରୀମନ୍ଦିରରେ ପଡ଼ିଛି ରକ୍ତ ଛିଟା। ସୂଚନା ମୁତାବକ ମନ୍ଦିର ପରିସରରେ କାର୍ଯ୍ୟରତ ଦୁଇ ଜେଟିପି ପୋଲିସଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଭଉୟଙ୍କ ମଧ୍ୟରେ ଗଣ୍ଡଗୋଳ ମାରପିଟ ପର୍ଯ୍ୟନ୍ତ ଯାଇଥିଲା। ଜଣେ ପୋଲିସ କର୍ମଚାରୀଙ୍କ ମାଡରେ ଅନ୍ୟ ଜଣଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଫଳରେ…

ବିଶୋଧନ ହେଲା ପୁରୀ ଶ୍ରୀମନ୍ଦିର

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଉଛି। ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ…

ନୂଆ ଏସଓପି; ସକାଳ ୬ରୁ ଜଗା ଦର୍ଶନ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ପାଇଁ ଗାଇଡଲାଇନ ଜାରି କରିଛି ମନ୍ଦିର ପ୍ରଶାସନ। ଗତ କିଛି ଦିନ ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଆସନ୍ତାକାଲିଠାରୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବା ସହ ସଂକ୍ରମଣକୁ ଏଡାଇବା ପାଇଁ ଏସଓପି ଜାରି…

ଆଜି ପବିତ୍ର ଦୋଳ ପୂର୍ଣ୍ଣମା, ସୁନା…

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସୁନାବେଶ। ରତ୍ନ ସିଂହାସନରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ପ୍ରମୁଖ ଯାତ୍ରା ହେଉଛି ଦୋଳଯାତ୍ରା ବା ଦୋଳପୂର୍ଣ୍ଣିମା। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ…

ଏପ୍ରିଲ ମାସରୁ ସବୁ ରବିବାର ବନ୍ଦ ରହିବ…

ପୁରୀ: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏପ୍ରିଲ ମାସରୁ ସବୁ ରବିବାର ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସେଦିନ ଶ୍ରୀମନ୍ଦିର ପରିସର ଏବଂ ବ୍ୟାରିକେଡ ବିଶୋଧନ କରାଯିବ। ଏ ସମ୍ପର୍କରେ ଶୀଘ୍ର ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ପ୍ରକାଶ କରିଛନ୍ତି।…

କରୋନା ସଂକ୍ରମଣର ଦ୍ୱିତୀୟ ଲହରି:…

ପୁରୀ: ଦୀର୍ଘ ଏଗାର ମାସ ହେବ କଲବଲ କଲାଣି କରୋନା ସଂକ୍ରମଣ। ହେଲେ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବାରୁ ସ୍କୁଲ କଲେଜ ଖୋଲିବା ସହିତ ଧର୍ମାନୁଷ୍ଠାନ ଖୋଲିଛି। ହେଲେ ଏବେ ପୁଣି ଘାରିଛି କରୋନାର ଦ୍ବିତୀୟ ଲହରି ଭୟ। ନିକଟରେ ମହାରାଷ୍ଟ୍ର ସମେତ ଅନ୍ୟ ୫ ରାଜ୍ୟରେ ଏହା ବ୍ୟାପିବାରେ ଲାଗିଛି।…