Odisha Link
Bridging the Missing Links in Odisha
Browsing Tag

Jagannath

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ଆଜି ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ।ବନକଲାଗି ନୀତି ପରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୋଭା ବର୍ଦ୍ଧନ ହୋଇଥାଏ। ସୂଚନା…

ଆସନ୍ତାକାଲି ପବିତ୍ର ଦେବସ୍ନାନ…

ପୁରୀ: ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ହେବ ମହାସ୍ନାନ। ମହାମାରୀ କରୋନା ଯୋଗୁ ପୂର୍ବ ବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ତେବେ ରଥଯାତ୍ରା ଲାଗି ଗତକାଲି ରାତିରୁ ଶ୍ରୀମନ୍ଦିରକୁ ଆରମ୍ଭ ହୋଇଛି ଦଇତା…

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରିକୁ ନେଇ…

ପୁରୀ: ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ଖବରକୁ ଖଣ୍ଡନ କରିବା ସହ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଓଡ଼ିଶା ସମେତ ୬ ରାଜ୍ୟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ୨୭୨ ଏକର ଜମି ବିକ୍ରି ପ୍ରସଙ୍ଗକୁ ନେଇ ସ୍ପଷ୍ଟୀକରଣ ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ। ଜମି ବିକ୍ରି ଯୋଜନା ଖବର…

ପୋଢ଼ୁଆଁ ହେବେ ବଡ଼ଠାକୁର, ମାମୁଁ ଘରୁ ଯିବ…

ପୁରୀ: ଆସନ୍ତା ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀରେ ପ୍ରଥମାଅଷ୍ଟମୀ। ଏହି ଦିନ ପୋଢ଼ୁଆଁ ହେବେ ବଡ଼ଠାକୁର। ଏନେଇ ବଡ଼ଠାକୁରଙ୍କ ମାମୁଁଘର ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜାଙ୍କ ପାଇଁ ଅଷ୍ଟମୀ ଭାର ସହ ନବବସ୍ତ୍ର ପଠାଯିବ। ପୋଢ଼ୁଆଁ ଅଷ୍ଟମୀରେ ଅବସରରେ ମହାପ୍ରଭୁ ନୂଆ ବସ୍ତ୍ର ପରିଧାନ କରିବେ। ଲାଗି ହେବ…

ପୁରୀରେ ୧୪୪ ଧାରା ଜାରି

ପୁରୀ: ପୁରୀରେ ଜାରି ହେଲା ୧୪୪ ଧାରା। ନାଗାର୍ଜୁନ ବେଶ ଲାଗି ପାଇଁ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ତଥା ବିଶେଷ କରି ପୁରୀର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ…

ନୀଳାଦ୍ରି ବିଜେ: ଆଜି ରସଗୋଲା ଦେଇ…

ପୁରୀ: ହିନ୍ଦୁ ପରମ୍ପରାର ଅନ୍ୟତମ ମହାପର୍ବ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଜି ଅନ୍ତିମ ଦିନ। ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ରଥ ଛାଡ଼ି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିବେ ଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡ଼ଭାଇ ବଳଭଦ୍ର ଓ ଚକ୍ର ସୁଦର୍ଶନ। ପରମ୍ପରା ଅନୁସାରେ ୧୨ଦିନ ବିଚ୍ଛେଦ କାରଣରୁ ଅଭିମାନ…

ଜଗନ୍ନାଥଙ୍କ ଅର୍ଥ ୮ ପ୍ରତିଶତରୁ ୨.୧୧…

ଭୁବନେଶ୍ୱର : ରାଜ୍ୟ ସରକାର କିଛି ଅଧିକା ସୁଧ ଆଶାରେ ଶ୍ରୀମନ୍ଦିର ଜମା ଅର୍ଥକୁ ରାଷ୍ଟ୍ରାୟତ ବ୍ୟାଙ୍କରେ ନରଖି ୟେସ୍ ବ୍ୟାଙ୍କ ଭଳି ଏକ ଘରୋଇ ବ୍ୟାଙ୍କରେ ରଖିଥିଲେ । ଆକଳନ କରିଥିବା ୮ ପ୍ରତିଶତ ସୁଧରୁ ମାତ୍ର ୨.୧୧ ସୁଧ ହାରରେ ପଇସା ଫେରସ୍ତ ହୋଇଛି । ଅଧିକା ସୁଧ ଲାଭରେ ଘରୋଇ ବ୍ୟାଙ୍କରେ ଜଗନ୍ନାଥଙ୍କ…

ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ…

ପୁରୀ: ଆଜି ପୌଷ ପୂର୍ଣ୍ଣମା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ। ଏହି ଅବସରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ। ରତ୍ନସିଂହାସନରେ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ…

ଦାଶ ବେନହୁରଙ୍କ ଦଶଟି ପୁରୀ ପ୍ରସଙ୍ଗ

ଦାଶ ବେନହୁର ଦଶଟି ପୁରୀ ପ୍ରସଙ୍ଗ (ସାମାଜିକ ଗଣମାଧ୍ୟମରେ ବରିଷ୍ଠ କଥାଶିଳ୍ପୀ, ଶିଶୁ ସାହିତ୍ୟିକ ଓ ଶିକ୍ଷାବିତ୍ ଶ୍ରୀ ଦାଶ ବେନହୁର ପୁରୀ ସହର ଓ ଜଗନ୍ନାଥଙ୍କୁ ନେଇ ଲେଖିଥିବା ୧୦ଟି ଭାବାବେଗ ଭରା, ଯୁକ୍ତିନିଷ୍ଟ ତଥା ଚିନ୍ତାଦ୍ୟୋତକ କ୍ଷୁଦ୍ର ଆଲେଖ) ୧ ଓଡ଼ିଶା ମଥାର ତିଳକ ପୁରୀ। ତା'ର ଧୂଳି…

ଶ୍ରୀମନ୍ଦିରରେ ଚଢ଼ିଲେ ଅଜଣା ଯୁବକ:…

ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆଜି ସକାଳ ପ୍ରାୟ ୮.୩୦ ସମୟରେ ଜଣେ ବ୍ୟକ୍ତି ମନ୍ଦିର ଉପରକୁ ଚଢ଼ି ମହାପ୍ରଭୁଙ୍କ ବାନା ଖୋଲି ଆଣିଥିବା ଅଭିଯୋଗ ହୋଇଛି। ବ୍ୟକ୍ତି ଜଣକ ସକାଳୁ ସକାଳୁ ନୀଳଚକ୍ର ଉପରକୁ ଚଢ଼ି ମନ୍ଦିର ଉପରେ ଲାଗିଥିବା ବାନାକୁ ଖୋଲି ଆଣିବା ସହ ନିଜ…