Odisha Link
Bridging the Missing Links in Odisha
Browsing Tag

Kalia Yojana

କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର…

କାଳିଆ ଯୋଜନା: ଚାଷୀଙ୍କ ଖାତାକୁ ଗଲା ୨…

ଭୁବନେଶ୍ୱର: ଚାଷୀଙ୍କୁ ମିଳିଲା ତୃତୀୟ କିସ୍ତି କାଳିଆ ଟଙ୍କା। ୫୩ ଲକ୍ଷ ଚାଷୀଙ୍କୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ୫୩ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୧୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା କ୍ଷୁଦ୍ରଚାଷୀ,…

ଅଯୋଗ୍ୟ ହିତାଧିକାରୀଙ୍କଠୁ କାଳିଆ ଟଙ୍କା…

ଭୁବନେଶ୍ବର: କରୋନା କାଳରେ ଅଯୋଗ୍ୟ ହିତାଧିକାରୀ ଫେରସ୍ତ କରିବେନି କାଳିଆ ଟଙ୍କା। ଅଯୋଗ୍ୟ ହିତାଧିକାରୀଙ୍କଠୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ସମ୍ପର୍କରେ ସବୁ ଜିଲ୍ଲାର ମୁଖ୍ୟ…

କାଳିଆ ଯୋଜନାରେ ଦୁର୍ନୀତି ଜିଲ୍ଲାପାଳଙ୍କ…

ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାପାଳ ବଡ ପଦକ୍ଷେପ ନେଇଛନ୍ତି । କାଳିଆ ଟଙ୍କା ଆତ୍ମସାତ୍ ଘଟଣାକୁ ନେଇ ଜଣଙ୍କୁ ସସପେଣ୍ଡ ଓ ମାମଲା ରୁଜୁ କରାଯାଇଛି । ଧବଳେଶ୍ବର ସେବା ସମବାୟ ସମିତି ସଂପାଦଙ୍କୁ ସସପେଣ୍ଡ ପାଇଁ ନିର୍ଦ୍ଦେଶ । ସଂପାଦକ ଜଣକ ହେଲେ କୈଳାସ ଚନ୍ଦ୍ର ମଲ୍ଲିକ । ଟାଟା ଏଣ୍ଟ୍ରି ଅପରେଟର ବାସଦେବ…

ସୁର କହିଲେ ଭୋଟ ପାଇଁ କାଳିଆ ଟଙ୍କା,…

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କାଳିଆ ଟଙ୍କା କେବଳ ଭୋଟକୁ ନଜରରେ ରଖି ବଣ୍ଟା ଯାଇଥିଲା। ଏଥିରୁ ୯୦ଭାଗ ବିଜେଡି କର୍ମୀ କାଳିଆ ଟଙ୍କା ପାଇଛନ୍ତି। ପ୍ରକୃତ…

‘କାଳିଆ-କିଷାନ’ ଏକାଠି,…

ଭୁବନେଶ୍ବର: କୃଷକଙ୍କ ପାଇ ମିଳିମିଶି ଏକାଠି ହେଲେ କେନ୍ଦ୍ର ଓ ରାଜ୍ୟ ସରକାର। କୃଷକଙ୍କୁ ସୁବିଧା ଦେବା ପାଇଁ କାଳିଆ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର। କୃଷି ବିଭାଗ ବୈଠକରେ ଗାଇଡଲାଇନ ପରିବର୍ତ୍ତନ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ତେବେ ଚାଷୀଙ୍କୁ…

ମିଶି ପାରିବେନି କାଳିଆ-କିଷାନ: ବିଜେପି

ଭୁବନେଶ୍ୱର: କାଳିଆ-କିଷାନ ଯୋଜନାକୁ ନେଇ ବଢ଼ିଲା ରାଜନୀତି। ଗତକାଲି କାଳିଅେ-କିଷାନ ଯୋଜନା ମିଶ୍ରିତ ହେବ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏହି ଉଭୟ ଯୋଜନା ମିଶି ପାରିବ ନାହିଁ ବୋଲି କହିଛି ଭାରତୀୟ ଜନତା ପାର୍ଟି। କେନ୍ଦ୍ର ସରକାରଙ୍କ ପିଏମ କିଷାନ ଯୋଜନା ସହ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶି…

ଚାଷୀଙ୍କ ପାଇଁ ଖୁସି ଖବର, ନଭେମ୍ବରରେ…

ଭୁବନେଶ୍ବର: ନଭେମ୍ବରରେ ପୁଣି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ଦ୍ୱିତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ। ସଚିବଙ୍କ କହିବା ମୁତାବକ କେବଳ ‘କାଳିଆ’ ଯୋଜନାରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତିରେ ‘କାଳିଆ’ ଦିଆଯିବ। କେତେ…

‘କାଳିଆ’: ଅଯୋଗ୍ୟ…

ଭୁବନେଶ୍ୱର: ଚର୍ଚ୍ଚାରେ କଳିଆ ଯୋଜନା। କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ଶାସକ ଦଳକୁ ଘେରିଛି ଭାରତୀୟ ଜନତା ପାର୍ଟି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସ୍ଥାନୀୟ ବିଜେଡି ନେତାଙ୍କ ସୁପାରିସ ଅନୁସାରେ ଏହି ତାଲିକା ପ୍ରସ୍ତୁତ…

ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧% ରୁ…

ଭୁବନେଶ୍ବର: କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟକୁ ନେଇ ହଟଚମଟ ଚାଲିଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍‌ ରହିଛି। ରାଜ୍ୟ ସରକାରଙ୍କ ଏହି ବହୁ ଆଙ୍କାକ୍ଷିତ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିବାବେଳେ ଏମାନଙ୍କ ମଧ୍ୟରେ ବଡ଼ଚାଷୀ,…