Odisha Link
Bridging the Missing Links in Odisha
Browsing Tag

Kartika Month

ଆଜିଠୁ ପଞ୍ଚୁକ ଆରମ୍ଭ; ମନ୍ଦିରରେ ପ୍ରବଳ…

ଓଏଲ୍‌ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଲା କାର୍ତ୍ତିକ ମାସ। ଆଜିଠୁ ଆରମ୍ଭ ହେଲା ପଞ୍ଚୁକ। ଏଥିପାଇଁ ବିଭିନ୍ନ ଦେବାଳୟରେ ଭିଡ଼ ଲାଗି ରହିଛି। ପଞ୍ଚୁକ ପାଞ୍ଚ ଦିନରେ ଦାରୁ ଦେବତାଙ୍କର ୫ଟି ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ୍ ଆଜି ବଡ଼ଏକାଦଶୀ ତିଥିରେ…

କାର୍ତ୍ତିକ ମାସ ଆଜିଠୁ

ପୁରୀ: ଆଜିଠୁ ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ। ଏଥିପାଇଁ ପୁରପଲ୍ଲୀ ଚଳଚଞ୍ଚଳ। ଏଥିସହିତ ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳିଙ୍କ ଭିଡ଼। ହବିଷ୍ୟାଳିମାନେ ଆଜି ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିବା ସହ ମାସେ ଧରି ବ୍ରତ ପାଳନ କରିବେ। ଏହାପରେ ରାଇଦାମୋଦର ପୂଜା କରିବେ ଏବଂ ଶ୍ରୀଜୀଉଙ୍କ ଆଶିଷ…

ଶ୍ରୀମନ୍ଦିରରେ ଆଜିଠୁ କାର୍ତ୍ତିକ ନୀତି…

ପୁରୀ: ସରିଲା ଦଶହରା। ପବିତ୍ର କାର୍ତ୍ତିକ ନୀତି ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି। ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବାଳଭୋଗ ବି ହେବ। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ…