Odisha Link
Bridging the Missing Links in Odisha
Browsing Tag

Kashmir Issue

ମୋଦି ସରକାରଙ୍କୁ ଫାଶୀବାଦୀ ସରକାର…

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ନୂଆ ଚାଲ ଆରମ୍ଭ କଲା ପାକିସ୍ତାନ। ଜାତିସଂଘରୁ କଶ୍ମୀର ପ୍ରସଙ୍ଗରେ ନିରାଶ ହୋଇଥିବା ପାକିସ୍ତାନ ଆରମ୍ଭ କରି ନୂଆ ଚାଲ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ପୁଣି ଥରେ କଶ୍ମୀରବାସୀଙ୍କ ପାଇଁ ଏକଜୁଟ ହେବା ପାଇଁ…

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସହୟତା…

ଡାଭୋସ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ-କାଶ୍ମୀର କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ଅଧୀନକୁ ଆସିଛି। ଯାହା ପାକିସ୍ତାନ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଭାରତର ଏଭଳି ଶକ୍ତ ପଦକ୍ଷେପ ପରେ କାଶ୍ମୀରକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଆମେରିକା…

କଶ୍ମୀର ପ୍ରସଙ୍ଗ: ସତ ମାନିଲା…

ନୂଆଦିଲ୍ଲୀ: ବିଳମ୍ବରେ ହେଉ ପଛେ ଶେଷରେ ସତ ମାନିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ନିଜର ପରାଜୟ ସ୍ବୀକାର କରିଛି ପାକିସ୍ତାନ। କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ଇମ୍ରାନ୍‌ ଖାନ୍‌ ସରକାର ନିଜର ପରାଜୟ ସ୍ୱୀକାର କରିଛନ୍ତି। କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ କୌଣସି ବି…

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ମାମଲାରେ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ କଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା। ଏଣୁ ଏହା ଭିତରେ ଆମେରିକା ମୁଣ୍ଡ ପୁରାଇବନି ବୋଲି ସେ ସଫା ସଫା କହିଛନ୍ତି। ଆମେରିକାରେ ଅବସ୍ଥାପିତ…

କଶ୍ମୀର ପାଇଁ ଜୀବନ ଦେବାକୁ ପଛେଇବୁ…

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି ।ଏହି ବିଲ୍‌କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି। ଏହି ବିଲ୍‌ରେ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ କରିବାର ପ୍ରାବଧାନ ରହିଛି। ବିରୋଧଙ୍କ ହଟ୍ଟଗୋଳ…

ପାକିସ୍ତାନ ସଂସଦରେ ମୁଖ୍ୟ ପ୍ରସଙ୍ଗ…

ଇସ୍‌ଲାମାବାଦ୍‌: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଛନ୍ତି। ଅପରପକ୍ଷେ ଭାରତର ନିଷ୍ପତ୍ତିରେ ପାକିସ୍ତାନ ଛାନିଆ ହୋଇଯାଇଛି। ସେଥିପାଇଁ ଭାରତର ଏଭଳି ନିଷ୍ପତ୍ତିକୁ ଗତକାଲି ବିରୋଧ କରୁଥିବା ପାକିସ୍ତାନ ଆଜି ଏହାକୁ ଦେଶର ସଂସଦରେ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରିଛି। ଭାରତ ସରକାର…