Odisha Link
Bridging the Missing Links in Odisha
Browsing Tag

Kashmir

ଅଶାନ୍ତ କାଶ୍ମୀର: ଭିଟାମାଟି ଛାଡ଼ିଲେ…

ଓଏଲ୍‌ ବ୍ୟୁରୋ: ଅଶାନ୍ତ କାଶ୍ମୀର। ବିଗତ କିଛିଦିନ ମଧ୍ୟରେ ପୁଣିଥରେ ଖବରର ଶିରୋନାମା ପାଲଟିଛି କାଶ୍ମୀର। କାରଣ ପୁଣିଥରେ କାଶ୍ମୀରରେ ବଢ଼ିବାରେ ଲାଗିଛି ଟାର୍ଗେଟ କିଲିଂ। ଆତଙ୍କବାଦୀମାନେ ପୁଣିଥରେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବାରୁ ଭୟର ବାତାବରଣ ଲାଗି ରହିଛି। ବ୍ୟାପକ…

ପରମାଣୁ ବୋମା ମ୍ୟୁଜିୟମରେ ରଖିବାକୁ…

ନୂଆଦିଲ୍ଲୀ: ଦିନ ପରେ ଦିନ ଗଡ଼ିବା ସହ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ସଂଘର୍ଷ ବଢ଼ିବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଏବେ ଯୁଦ୍ଧର ରୂପ ନେବାରେ ଲାଗିିଛି। ଯାହାକୁ ନେଇ ଚିନ୍ତାରେ ବିଶ୍ବ ସମୂହ। ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଇସ୍ରାଏଲ ସେନା ଓ ପାଲେଷ୍ଟାଇନର ଆତଙ୍କୀ ସଙ୍ଗଠନ…

ଭାରତ-ପାକ୍‌ ସୀମାରେ ଗୁପ୍ତ ସୁଡ଼ଙ୍ଗ ଠାବ

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାନ୍ତରେ ଠାବ ହୋଇଛି ଏକ ଗୁପ୍ତ ସୁଡଙ୍ଗ। ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଯବାନମାନେ ପାକିସ୍ତାନ ଦ୍ୱାରା ନିର୍ମିିତ ହୋଇଥିବା ଏକ ଗୁପ୍ତ ସୁଡ଼ଙ୍ଗକୁ ଠାବ କରିଛନ୍ତି। ଗୁପ୍ତ ସୁଡ଼ଙ୍ଗ ଠାବ ପରେ ପାକିସ୍ଥାନର ଅସଲ ମୁଖା ସାମ୍ନାକୁ ଆସିଛି। ପାକ୍‌ ଆଇଏସ୍‌ଆଇ ଏହି…

ମନ୍ଦିର ଓ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ…

ନୂଆଦିଲ୍ଲୀ: ଭବ୍ୟ ରାମମନ୍ଦିର ଭୂମି ପୂଜନ ଉତ୍ସବକୁ ନେଇ ପାକିସ୍ତାନ ଉଠାଇଲା ପ୍ରଶ୍ନ। ଏହାର ଜବାବ ରଖିଛି ଭାରତୀୟ ବୈଦଶିକ ମନ୍ତ୍ରଣାଳୟ। ରାମ ମନ୍ଦିର ଭୂମି ପୂଜନ ଉତ୍ସବକୁ କେନ୍ଦ୍ର କରି ଇମ୍ରାନ ଖାନଙ୍କ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ହିନ୍ଦୁବାଦୀ ଶକ୍ତି ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର…

ଭାରତୀୟ ସହର ହେଲା ପାକିସ୍ତାନର ମିରପୁର,…

ପାକ୍‌ ଅଧିକୃତ କଶ୍ମୀରର ଗିଲଗିଟ୍‌ ବାଲଟିସ୍ତାନ ଅଞ୍ଚଳରେ ନିର୍ବାଚନ କରାଇବାକୁ ପାକିସ୍ତାନ ସରକାର ମସୁଧା ଚଳାଇଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର। ଦୁଇଦିନ ତଳେ ଭାରତୀୟ ପାଣିପାଗ ପୋର୍ଟାଲରେ ଏହି ଅଞ୍ଚଳକୁ ସ୍ଥାନ ଦିଆଯାଇଥିବା ବେଳେ ଆଜି ଠାରୁ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡିଓ ମଧ୍ୟ ନିଜର…

କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ…

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣରେ ଏକ ଅର୍ଧସାମରିକ ବାହିନୀ କ୍ୟାମ୍ପରେ ୩ ଜଣ ଯବାନଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶନିବାର ସଂଧ୍ୟାରେ ସୋପର ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଏକ ବାଇକ୍‌ରେ ଦୁଇ ବନ୍ଧୁକଧାରୀ ଆତଙ୍କବାଦୀ ଆସି କ୍ୟାମ୍ପ ଉପରକୁ ଆଖିବୁଜା ଗୁଳି…

ଇସ୍‌ଲାମୀୟ ସଭାରୁ ଫେରିବା ପରେ କରୋନାରେ…

କଶ୍ମୀର: ଜମ୍ମୁ ଓ କଶ୍ମୀରରେ ଆଜି ପ୍ରଥମ କରୋନା ମୃତ୍ୟୁ ଦେଖବାକୁ ମିଳିଛି। ୬୫ ବର୍ଷିୟ ଏହି ବ୍ୟକ୍ତି ଜଣକ ନିକଟରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏକ ଇସ୍‌ଲାମୀୟ ଧର୍ମସଭା ତାବ୍‌ଲିଘି ଜମାତ୍‌ରେ ଯୋଗ ଦେଇ ଫେରିଥିଲେ। କଶ୍ମୀର ଆସିବା ପୂର୍ବରୁ ସେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ଜମ୍ମୁ ମଧ୍ୟ ଯାଇଥିଲେ। ଏହା…

କାଶ୍ମୀରରେ କମିଛି ଆତଙ୍କୀ ହମ୍‌ଲା :…

ନୂଆଦିଲ୍ଲୀ: କାଶ୍ମୀର ଉପତ୍ୟକାରେ ଗତ ୬ ମାସରେ ଆତଙ୍କବାଦୀ ଆକ୍ରମଣ କମିଛି। ଏନେଇ ସୂଚନା ଦେଇଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରଭାଶେ। ମନୋଜ ମୁକୁନ୍ଦ ନରଭାଶେ କହିଛନ୍ତି ଯେ, କାଶ୍ମୀର ଉପତ୍ୟକାରେ ଗ୍ରେନେଡ ଓ ଆଇଡିରେ ଆକ୍ରମଣ କିମ୍ବା ଗୁଳିମାଡ ଜନିତ ଘଟଣା ହ୍ରାସ ପାଇଛି। ପାକି୍ସ୍ତାନ…

ସିନେମା ପରଦାରେ କଶ୍ମୀର ପଣ୍ଡିତଙ୍କ…

ଭୁବନେଶ୍ବର: ଜମ୍ମୁ ଓ କଶ୍ମୀର ଉପତ୍ୟକାରୁ ବିତାଡ଼ିତ କଶ୍ମୀର ପଣ୍ଡିତଙ୍କ ଦୀର୍ଘ ୩୦ ବର୍ଷର ସଂଘର୍ଷ ଆଉ ଯାତନାଜର୍ଜର ଯାତ୍ରାକୁ ନେଇ ଆସୁଛି ବଲିଉଡ୍‌ ସିନେମା 'ଶିକର'। ବିଧୁବିନୋଦ ଚୋପ୍ରାଙ୍କ ଏହି ସିନେମାର ଟ୍ରେଲର୍‌ ଆଜି ମୁକ୍ତିଲାଭ କରିଛି। ନିଜ ଦେଶରେ ଶରଣାର୍ଥୀ ପାଲଟିଯାଇଥିବା କଶ୍ମୀର…

ଦୀପାବଳି ପୂର୍ବରୁ ବଢ଼ିଲା ଡିଏ, କଶ୍ମୀର…

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଉପହାର ଦେଲେ ସରକାର। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ିଛି। ଏ ନେଇ ସରକାରଙ୍କ ତରଫରୁ ଆଜି ଘୋଷଣା କରାଯାଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଉପକୃତ ହେବେ। ତା ସହିତ ୬୨ ଲକ୍ଷ…