Odisha Link
Bridging the Missing Links in Odisha
Browsing Tag

Kerala

ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁପାରେ…

ଓଏଲ୍‌ ବ୍ୟୁରୋ: ଆଗାମୀ ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି। ପୁର୍ବରୁ, ଜୁନ୍‌ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି କୁହାଯାଉଥିଲା। ମୌସୁମୀ ସବଳ ହେଲେ ୪ ସୁଦ୍ଧା କେରଳ…

କେରଳ ଗସ୍ତ ପୂର୍ବରୁ ପିଏମ୍‌ ମୋଦିଙ୍କୁ…

ଓଏଲ୍‌ ବ୍ୟୁରୋ: ସୋମବାରରୁ ଦୁଇ ଦିନିଆ କେରଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏସବୁ ମଧ୍ୟରେ ପିଏମ୍‌ ମୋଦିଙ୍କ କେରଳ ଗସ୍ତ ପୂର୍ବରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଯାହାରିଫଳରେ କେରଳରେ ହାଇଆର୍ଲଟ ଜାରି କରାଯାଇଛି।…

ଅନ୍‌ଲାଇନ୍‌ରେ ମଗାଇଥିବା ବିରିୟାନୀ ଖାଇ…

ଓଏଲ୍‌ ବ୍ୟୁରୋ : ଅନ୍‌ଲାଇନ୍‌ ବିରିୟାନି ହେଲା କାଳ। ଅନଲାଇନ୍‌ରେ ବିରିୟାନି ମଗାଇ ଖାଇ ଅସୁସ୍ଥତା ଅନୁଭୂତ ହେବା ପରେ ମେଡିକାଲରେ ଚିକିତ୍ସିତ ହେଉଥିଲେ ଯୁବତୀ ଏବଂ ତାଙ୍କର ଆଜି ମୃତ୍ୟୁ ଘଟିଛି। ତେବେ ଅନଲାଇନ୍‌ ବିରିୟାନି ଖାଇ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୃତ୍ୟୁ ହୋଇଥିବା…

କୋଭିଡ୍‌ ନିୟମ ଭାଙ୍ଗି କରୁଥିଲେ…

ମୁନ୍ନାର: କେରଳରେ ଚର୍ଚ ଅଫ୍‌ ସାଉଥ୍‌ ଇଣ୍ଡିଆ (ସିଏସ୍‌ଆଇ)ର ୪୮୦ ଜଣ ପ୍ରମୁଖ ପୂଜକଙ୍କ ନାମରେ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ସେମାନେ କୋଭିଡ୍‌ କଟକଣାକୁ ଅମାନ୍ୟ କରି ମୁନ୍ନାରରେ ଏକ ଖ୍ରୀଷ୍ଟିଆନ ଧର୍ମସଭାରେ ଏକତ୍ରିତ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।…

ଆସାମରେ ପୁଣି ବିଜେପି, କେରଳରେ ଖାତା…

ଓଏଲ୍‌ ବ୍ୟୁରୋ: ପାଞ୍ଚଟି ରାଜ୍ୟର ବିଧାନସଭା ପାଇଁ ଆଜି ଭୋଟଗଣତି ହୋଇଥିବା ବେଳେ ଗୋଟିଏ ମାତ୍ର ରାଜ୍ୟରେ ବିଜେପି ବାଜିମାତ କରିଛି। ଆସାମରେ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିଛି ବିଜେପି। ଅନ୍ୟପଟେ ବହୁ କସରତ ସତ୍ତ୍ବେ କେରଳରେ ଗୋଟିଏ ବି ଆସନ ହାତେଇ ପାରିନି ଏହି ଜାତୀୟ ଦଳ। ଆସାମ,…

କେରଳ: ବିଜେପିରେ ସାମିଲ ହେଲେ ହାଇକୋର୍ଟର…

ଥିରୁଅନନ୍ତପୁରମ୍: ବାଜିଲାଣି ନିର୍ବାଚନୀ ବିଗୁଲ। ଆଉ ମାସକ ପରେ ଅନୁଷ୍ଠିତ ହେବ କେରଳ ବିଧାନସଭା ନିର୍ବାଚନ। ଏହାପୂର୍ବରୁ କେରଳ ହାଇକୋର୍ଟର ପୂର୍ବତନ ବିଚାରପତି ପିଏନ୍‌ ରବିଚନ୍ଦ୍ରନ, ବି ଚିତାମ୍ବେରେଶ ରବିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ରବିବାର ଦିନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା…

ଆରମ୍ଭ ହେଲା ଓ୍ବାଟର ଟ୍ୟାକ୍ସି ସେବା,…

ଥିରୁବନନ୍ତପୁରମ୍: ଦେଶରେ ଆରମ୍ଭ ହେଲା ଓ୍ବାଟର ଟ୍ୟାକ୍ସି ସେବା। ଏହି ସେବା ପ୍ରଥମେ କେରଳରୁ ଆରମ୍ଭ ହୋଇଛି। କେରଳର ଜଳ ପରିବହନ ବିଭାଗ ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । କେରଳର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଲ୍‌ପାଝୁଆ ଅଞ୍ଚଳରେ ଏହି ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ଏହି ‌ସେବାକୁ ଆରମ୍ଭ କରିବା…

କେରଳ ବିମାନ ଦୁର୍ଘଟଣା: ମୃତ୍ୟୁସଂଖ୍ୟା…

ଆଜି ସଂଧ୍ୟାରେ କୋଝିକୋଡ୍‌ ବିମାନ ବନ୍ଦରରେ ଘଟିଥିବା ଏୟାର୍‌ ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାବତ୍‌ ଜଣେ ପାଇଲଟ୍‌ଙ୍କ ସମେତ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁବାଇରୁ କେରଳ ଆସୁଥିବା ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ…

ଏୟାର ଇଣ୍ଡିଆ ଦୁର୍ଘଟଣା: ବିମାନ ଦୁଇଫାଳ,…

କୋଝିକୋଡ୍: ଦୁବାଇରୁ କେରଳ ଆସୁଥିବା ଏକ ଏୟାର ଇଣ୍ଡିଆ ବିମାନ କୋଝିକୋଡ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ବିମାନଟି ମଝିରୁ ଦୁଇଫାଳ ହୋଇଯାଇଛି। ଏଥିରେ ଜଣେ ପାଇଲଟ୍‌ଙ୍କ ସମେତ ଏଯାବତ୍‌ ୫ ଜଣଙ୍କର ମୃତ୍ୟୁ…

ଦେଶରେ ପ୍ରଥମ, ୨୦୨୧ ଯାଏଁ ଏହି ରାଜ୍ୟରେ…

କେରଳ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦେଶରେ ଦିନକୁ ଦିନ ବଢ଼ି ଚାଲିଛି। ଏସବୁ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସର୍ବାଧିକ କୋରନା ଆକ୍ରାନ୍ତ ଭାରତରୁ ଚିହ୍ନଟ ହୋଇଛନ୍ତି। ଏହାକୁ ନଜରରେ ରଖି କେରଳ ସରକାର ବଡ଼ ଘୋଷଣା କରିଛନ୍ତି। କେରଳରେ ଜୁଲାଇ ୨୦୨୧ ଯାଏଁ ଲାଗୁ ରହିବ କୋଭିଡ…