Odisha Link
Bridging the Missing Links in Odisha
Browsing Tag

Khordha

ଖୋର୍ଧା DRMଙ୍କ ସନ୍ଦେହ, ଜାଣିଶୁଣି କେହି…

ଭୁବନେଶ୍ବର: ଜୁନ୍‌ ୨ ଶୁକ୍ରବାର ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୭୫ ଜଣ ପ୍ରାଣ ହରାଇଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣାର କାରଣ ଖୋଜା ଚାଲିଥିବା ବେଳେ ଖୋର୍ଧା ଡିଆରଏମ ରିଙ୍କେଶ…

ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ, ୪…

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁର ଗାଁରେ ଅଘଟଣ। ବାଣ ପ୍ରସ୍ତୁତ ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତମାନଙ୍କ ପରିଚୟ ମିଳିପାରିନାହିଁ। ସୂଚନା ମୁତାବିକ, ଦୋଳ ପୂର୍ଣ୍ଣିମା ପାଇଁ…

ନିର୍ମମ ହତ୍ୟାକାଣ୍ଡ : ଛୁରାମାଡ଼ରେ ବାପା…

ଓଏଲ୍ ବ୍ୟୁରୋ : ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ଟଙ୍କା ନଦେବାରୁ ନିର୍ମମ ହତ୍ୟାକାଣ୍ଡ। ଛୁରା ମାଡ଼ରେ ବାପା ମୃତ ଏବଂ ପୁଅ ଗୁରୁତର ଭାବେ ଆହତ।  ଘଟଣାଟି ଖୋର୍ଦ୍ଧା ଚିଲିକା ବ୍ଲକର ନଈରୀ ଗ୍ରାମରେ ଘଟିଛି। ଖବର ଅନୁସାରେ ମୃତ ବ୍ୟକ୍ତି ହେଉଛନ୍ତି ନଈରୀ ଗ୍ରାମର ସାରଥୀ ନାୟକ ଓ ଛୁରାମାଡ଼ରେ ଆହତ ହୋଇଥିବା…

ଶ୍ରୀକ୍ଷେତ୍ର ଯାତ୍ରା ହେଲା ଶେଷ ଯାତ୍ରା,…

ଓଏଲ୍ ବ୍ୟୁରୋ : ସକାଳୁ ସକାଳୁ ଏକ ମର୍ମତୁନ୍ତ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଟ୍ରକକୁ କାରଟି ପଛରୁ ପିଟିଥିବାବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି। ଅଧା ରହିଯାଇଛି ଜଗା ଦର୍ଶନ। ଆଜି ଘଟଣାଟି ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ବଡ଼ପୋଖରିଆ ନିକଟରେ ଦୁର୍ଘଟଣା ହୋଇଥିବାବେଳେ ଘଟଣା ସ୍ଥଳରେ ୪ଜଣ ବ୍ୟକ୍ତିଙ୍କର…

ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ନନ୍ଦଙ୍କ…

ବୋଲଗଡ : ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ନନ୍ଦଙ୍କ ପରଲୋକ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅଞ୍ଚଳରେ ଶୋକାକୁଳ ଛାଇ ଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ହୋଇଥିଲା। ଶେଷ ସମୟରେ ସେ ଭୁବନେଶ୍ୱରରେ ପୁଅ ଅଶୋକ କୁମାର ନନ୍ଦ ପାଖରେ ରହୁଥିଲେ, ବାର୍ଦ୍ଧକ୍ୟ ଜନିତ କାରଣରୁ ପରଲୋକ ହେବାପରେ,…

ଗ୍ରାହକ ବେଶରେ ଆସି ଲୁଟିଲେ ସୁନା ଚେନ

ଖୋର୍ଦ୍ଧା: ଗ୍ରାହକ ବେଶରେ ଆସି ମହିଳା କର୍ମଚାରୀଙ୍କ ବେକରୁ ସୁନା ଚେନ୍ ଲୁଟିଛି ଲୁଟେରା। ଲୁଟର ଲାଇଭ୍ ଭିଜୁଆଲ୍ସ ଦେଖିବାକୁ ମିଳିଛି। ଘଟଣା ଘଟିଛି ଜଟଣୀ ବଜାରରେ ଥିବା ମା କମ୍ୟୁନିକେସନ ସେଣ୍ଟରରେ। ଜଣେ ବ୍ୟକ୍ତି ମୁହଁରେ ମାସ୍କ ଏବଂ ହେଲମେଟ୍ ପିନ୍ଧି ନିଜକୁ କ୍ୟାମେରାରୁ ଲୁଚାଇବାକୁ ଉଦ୍ୟମ କରିଛି।…

କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଓ କଟକ ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କରିଛନ୍ତି। ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା…

ଆରମ୍ଭ ହେଲା ୧୪ ଦିନିଆ ଲକ୍‌ଡାଉନ୍‌

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ କ୍ରମାଗତ ଭାବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି କିଛିଦିନର ଅନ୍ତର ପରରେ ପୁଣି ଫେରିଲା ଲକ୍‌ଡାଉନ୍‌ କଟକଣା। ଜୁନ୍ ମାସରେ ସଂକ୍ରମଣ ବଢିଲା ଏବଂ ଏବେ ଜୁଲାଇ ମାସରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । କିନ୍ତୁ…

ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ଓ…

ବୋଲଗଡ଼: ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନାଉପଡା ଅଂଚଳରେ ନାଉପଡା youth social organization ସଦସ୍ୟ ମାନଙ୍କ ତରଫରୁ ତାଲାବନ୍ଦ ସମୟରେ ବିଜୁଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନର ଅରୂପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାରା ବିକାଶ ନିମନ୍ତେ ସମସ୍ତ…

କରୋନା ମୁକାବିଲା: ଦେଶର ୧୭୦ ଜିଲ୍ଲା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ବିଶ୍ବ ଚିନ୍ତିତ। ଭାରତରେ ମଧ୍ୟ କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ଅବଧିକୁ ୩ ମେ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଅପରପକ୍ଷେ କରୋନା ମୁକାବିଲା ପାଇଁ କେନ୍ଦ୍ର…