Odisha Link
Bridging the Missing Links in Odisha
Browsing Tag

Literature

ନାରାୟଣ, ସୂର୍ଯ୍ୟ ଓ ଡିଲେଶ୍ବର ପାଇବେ…

ଭୁବନେଶ୍ୱର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୧୯ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକ, ସମୀକ୍ଷକ ଓ ଗାଳ୍ପିକ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା…

ଅଗଷ୍ଟ ୨୫ରେ ଶରତ ସଂଧ୍ୟା: ଅତିଥି ଭାବେ…

ଭୁବନେଶ୍ବର: ଚଳିତ ମାସ ୨୫ ତାରିଖରେ ଆୟୋଜିତ ହେବାକୁ ଯାଉଛି କଥା, କବିତା ଓ ସଂଗୀତର ଏକ ନିଆରା ଉତ୍ସବ ‘ଶରତ ସଂଧ୍ୟା’। ଉତ୍ସବରେ ବରିଷ୍ଠ କବି ଓ କଥାଶିଳ୍ପୀ ଶରତ କୁମାର ଦାଶଙ୍କ ଅଷ୍ଟମ କବିତା ସଂକଳନ ‘ଆରୋହଣ’, ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଓ ଅଷ୍ଟମ ସଂଗୀତ ଆଲବମ୍‌ ‘ଆରୋହଣ’ ଉନ୍ମୋଚିତ ହେବ। ଏହି…

ଓଡ଼ିଶା ସାହିତ୍ୟ ଏକାଡେମି ସଭାପତିଙ୍କୁ…

ଭୁବନେଶ୍ବର: ଓଡ଼ିଶା ସାହିତ୍ୟ ଏକାଡେମି ସ୍ବନକ୍ଷତ୍ର ସଭାରେ ସଭାପତି ଓ ବରିଷ୍ଠ କବି ହରିହର ମିଶ୍ରଙ୍କ ବକ୍ତବ୍ୟର ପ୍ରତିବାଦରେ ସୋସିଆଲ ମିଡିଆରେ ତାଙ୍କୁ ଏକ ପତ୍ର ଲେଖିଛନ୍ତି ଅନ୍ୟତମ ବରିଷ୍ଠ କବି ରାଜେଂଦ୍ର କିଶୋର ପଂଡା। ସାହିତ୍ୟ ଏକାଡେମି ପୁରସ୍କୃତ ଲେଖକମାନେ ଏକାଡେମିକୁ ଭଲ ପାଉନାହାନ୍ତି ଓ…

ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲରେ…

ଭୁବନେଶ୍ବର: ଜୁନ ୨୧ ତାରିଖ ବିଶ୍ବ କବିତା ଦିବସ ଅବସରରେ ସ୍ଥାନୀୟ ଦ ଓ୍ବିଜଡମ୍‌ ଟ୍ରୀ ଗ୍ଲୋବାଲ ସ୍କୁଲ ପରିସରରେ ଏକ ସାହିତ୍ୟିକ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ବର, କଟକ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୦ରୁ ଅଧିକ କବି ଯୋଗଦେଇ କବିତା ପାଠ କରିଥିଲେ। ବିଶ୍ବ କବିତା ଉତ୍ସବ ତରଫରୁ…

କୁଲି ନଂ ୮୮

ଅନିଲ୍ କୁମାର ପଣ୍ଡାଙ୍କ ଗଳ୍ପ କୁଲି ନଂ ୮୮ ଚଳଚଞ୍ଚଳ ରାଜଧାନୀ ଷ୍ଟେସନ। କାହାରି ପାଖରେ ସମୟ ନାହିଁ ଦୁଇ ପଦ କଥା ହେବାକୁ। ଟ୍ରେନ ଲାଗୁଛି, ଟ୍ରେନ ଛାଡ଼ୁଛି। ଲୋକେ ଗାଡ଼ିରେ ଚଢୁଛନ୍ତି, ଓହ୍ଲାଉଛନ୍ତି। ଯିଏ ଯା’ ବାଟରେ ଚାଲି ଯାଉଛନ୍ତି। ଟିକେଟ କାଉଣ୍ଟର ଆଗରେ ଲାଗିଛି ଲମ୍ବା ଧାଡ଼ି। କୁକୁରଟା ସେଇ…