Odisha Link
Bridging the Missing Links in Odisha
Browsing Tag

Loot

କ୍ୟାପିଟାଲ ହସ୍ପିଟାଲରୁ ୬୦ ଲକ୍ଷ ଟଙ୍କାର…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ଥିବା କ୍ୟାପିଟାଲ ହସ୍ପିଟାଲରୁ ବଡ଼ ଧରଣର ଚୋରି। ପାଖାପାଖୀ ୫୦ରୁ ୬୦ ଲକ୍ଷ ଙ୍କାର ଲାବ୍‌ ଯନ୍ତ୍ରାଂଶ ଚୋରି ହୋଇଥିବା ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ବେଶରେ ଆସି କ୍ୟାପିଟାଲ ହସ୍ପିଟାଲରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି।…

ରାଜଧାନୀରେ ମାତିଛନ୍ତି ଲୁଟେରା, ଏଥିରୁ…

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଲୁଟର ଶିକାର ହୋଇଛନ୍ତି…

ଭୁଜାଲି ଦେଖାଇ ବ୍ୟାଙ୍କ ସମ୍ମୁଖରୁ…

ଓଏଲ୍‌ ବ୍ୟୁରୋ : ବ୍ୟାଙ୍କ ସମ୍ମୁଖରୁ ହେଲା ଲୁଟ୍। ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କୁନ୍ଦନଦେଇପୁର ଗାଁର ଜୟନ୍ତ କୁମାର ଆଚାର୍ଯ୍ୟ। ସେ ଏକ ଡିଷ୍ଟ୍ରିବ୍ୟୁଟର କମ୍ପାନୀରେ ମ୍ୟାନେଜର ଭାବେ କାମ କରନ୍ତି। ବ୍ୟାଙ୍କ ସମ୍ମୁଖରୁ ଭୁଜାଲି ଦେଖାଇ ଏକ ବାଇକରେ ୩ ଦୁର୍ବୃତ୍ତ ଲୁଟି ନେଲେ…

ଆଖଣ୍ଡଳ ମହାଦେବ ମନ୍ଦିରରୁ ଚୋରି

କୋଣାର୍କ: ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଶନିବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ନିକଟରେ ଥିବା ଆଖଣ୍ଡଳ ମହାଦେବ ମନ୍ଦିରରୁ ଚୋରି। ମିଳିଥିବା ସୂଚନା ମୁତାବିକ, ଶନିବାର ରାତିରେ କିଛି ଦୁର୍ବୃତ୍ତ ମହାଦେବ ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ବହୁ ପୁରାତନ ମୂର୍ତ୍ତି ତଥା…

ପାଟିରେ ଫେବିକ୍ୱିକ୍ ଲଗାଇ ତିନିଲକ୍ଷ…

ଗାଜିଆବାଦ : ନୂଆ ନୂଆ ଉପାୟ ଲମ୍ବନ କରି ଲୁଟୁଛନ୍ତି ଲୁଟେରା। ଗାଜିଆବାଦର ଜଣେ ଇଲେକ୍ଟ୍ରିକ ବ୍ୟବସାୟୀଙ୍କ ଘରେ ହୋଇଛି ଲୁଟ। ଘର ଭିତରେ ଲୁଟେରା ମାନେ ପ୍ରଥମେ ମହିଳାଙ୍କୁ ବନ୍ଧକ କରି ୧୨ ବର୍ଷର ପୁଅ ପାଟିରେ ଫେବିକ୍ୱିକ୍ ଲଗାଇ ଦେଇଥିଲେ। ପ୍ରକାଶ ଯେ, ଶାସ୍ତ୍ରୀନଗର ବି ବ୍ଲକର ୧୭୪ ନମ୍ବର ଘରେ…

ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ…

ରାଇରଙ୍ଗପୁର : ଛେଳି ଚୋରି କରିବାକୁ ଆସି ବୋଲେରୋ ନେଇ ପଳାଇଲେ ଲୁଟେରା। ବୋଲେରୋକୁ ମୟୂରଭଞ୍ଜ ରାଇରଙ୍ଗପୁର ସହରରୁ ଜବତ କରାଯାଇଛି। ଏହି ଘଟଣାଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଚୋରି ହୋଇଥିବା ଦୁଇଟି ବୋଲେରୋ ଜବତ ହୋଇଛି। ପ୍ରକାଶ ଯେ, ଏକ ଗ୍ୟାରେଜରେ ରଙ୍ଗ ପାଇଁ ଥିବାବେଳେ ବୋଲେରୋ ଦୁଇଟିକୁ…

ଜାଗର ରାତିରେ କଳାକନା ବୁଲାଇଲେ…

କେନ୍ଦୁଝର: ଗତକାଲି ଥିଲା ମହାଶିବ ରାତ୍ରି। ମହାଶିବ ରାତ୍ରି ପାଇଁ ମନ୍ଦିରରେ ସପରିବାର ଜାଗର ଜାଳୁଥିବା ବେଳେ ଘରେ କଳାକନା ବୁଲାଇ ଦେଇଛନ୍ତି ଦୁବୃର୍ତ୍ତ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କଂସରା ଗାଁରେ। ଗତକାଲି ରାତିରେ ଜାଗର ଥିବାରୁ କଂସରା ଗାଁର ନନ୍ଦନ ବାରିକଙ୍କ…

ବ୍ୟବସାୟୀଙ୍କଠୁ ଝାମ୍ପିନେଲେ ୧୫ଲକ୍ଷ…

କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ ଲୁଟେରା ମାନଙ୍କ ଦୁର୍ବୃତ୍ତ ବଢିବାରେ ଲାଗିଛି। ଆଜି ଜଣେ ବ୍ୟବସାୟୀଙ୍କଠୁ ୧୫ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଅଭିଯୋଗ ସାମ୍ନା ଆସିଛି। ଏହି କୁଟ ଘଟଣାଟି ଜୁନାଗଡ଼ ଥାନା କଲମପୁର ଛକ କାଞ୍ଚନ ଜୁଏଲାରୀରେ ଘଟିଛି। ତେବେ ଲୁଟର ଭିିଜୁଆଲ ସିସିଟିଭିରେ କଏଦ ହୋଇଛି ।…

ମହିଳାଙ୍କଠୁ ସୁନା ଚେନ ଝାମ୍ପିନେଲେ…

ଭୁବନେଶ୍ୱର: ଆଜି ସକାଳେ ଫୁଲ ତୋଳିବାକୁ ଆସିଥିବା ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଛନ୍ତି ସୁନା ଚେନ। କିଛିଦିନ ତଳେ ନିଳାଦ୍ରୀ ବିହାରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣାଟି ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ,…

ଘର ମାଲିକକୁ ନିଶା ଦେଇ ଲୁଟିନେଲେ…

ମାଲକାନଗିରି: ମିଠାରେ ନିଶାଦେଇ ଘରମାଲିକଙ୍କ ଘରୁ ଲୁଟିଲେ ଭଡ଼ାଟିଆ। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ସଦର ମହକୁମାରେ। ସହରର ଡିଏନକେ ସ୍ଥିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡ଼ାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଙ୍ଗୁଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚନା। ଗତକାଲି ଲୁଟ କରିବା…