Odisha Link
Bridging the Missing Links in Odisha
Browsing Tag

Malkanigiri

ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲି ବାହାଘର

ମାଲକାନଗିରି: ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲିର ବାହାଘର। କଥାଟି ଅବିଶ୍ବାସ ଲାଗୁଥିଲେ ବି ସତ। ଏଭଳି ଏକ ନିଆରା ପରମ୍ପରାର ଝଲକ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସେରପାଲି ଗାଁରେ। ବର୍ଷା ଅଭାବ ଯୋଗୁ ବେଙ୍ଗ ବେଙ୍ଗୁଲିର ବାହାଘର କରାଇଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ। ଜିଲାରେ ବର୍ଷା ଅଭାବ…

ଓଡ଼ିଶାର ସୀମାନ୍ତ ଗାଁ ଆନ୍ଧ୍ର କବ୍‌ଜାରେ

ମାଲକାନଗିରି: ରାଜ୍ୟ ଓଡ଼ିଶା। ଗାଁ ବି ଓଡ଼ିଶାର। ହେଲେ ଚାଲିଛି ଆନ୍ଧ୍ରପ୍ରଦେଶ ସରକାର ରାଜୁତି। ଏପରିକି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି ଆନ୍ଧ୍ର ସରକାର। ପଡ଼ୋଶୀ ରାଜ୍ୟ ସୀମାନ୍ତ ଗାଁ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିନଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ…

ଡାକ୍ତର ହେବ ତ ଏମିତି, ରୋଗୀକୁ କାନ୍ଧରେ…

ମାଲକାନଗିରି: କଥାରେ ଅଛି ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ। ଆଉ ଯେତେବେଳେ ଦେବଦୂତ ହୋଇ ଆସନ୍ତି ଡାକ୍ତର ସେତେବେଳେ ଭଗବାନଙ୍କ ସ୍ବରୂପ ମନାଯାଇଥାଏ। ଏଭଳି ଦେବଦୂତ ହୋଇ ଆସିଛନ୍ତି ଜଣେ ଡାକ୍ତର। ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ନୂଆଗୁଡ଼ାରେ ଏପରି ଜଣେ ଡାକ୍ତରଙ୍କ ମହନୀୟତା ଦେଖିବାକୁ ମିଳିଛି।…

ଖଟିଆରେ ବୁହାହେଲେ ପ୍ରସୂତୀ

ମାଲକାନଗିରି: ରାଜ୍ୟରେ ପ୍ରସୂତୀ ମହିଳା ଖଟିଆରେ ବୁହା ହେବା ଏକ ନିତି ଦିନିଆ ଘଟଣା ହୋଇଗଲାଣି। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ପୁଣି ଖଟିଆରେ ବୁହା ହେଲେ ପ୍ରସୂତି ମହିଳା। ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୋହିକି ନେଲେ ଲୋକେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍…

ସ୍କୁଲ ଯିବାକୁ ନାହିଁ ଉତ୍ତମ ରାସ୍ତା,…

ମାଲକାନଗିରି: ଉତ୍ତମ ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ମାନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ସ୍କୁଲ ଯିବା ରାସ୍ତାରେ ଧାନ ଗଛ ରୋପଣ କରି ଏଭଳି ପ୍ରତିବାଦ କରିଛନ୍ତି ମାଲକାନଗିରି ଜିଲ୍ଲାର ମାଡକାପଦର ସ୍କୁଲର ଛାତ୍ରଛାତ୍ରୀ। ପ୍ରତିଦିନ ଚାଲି ଚାଲି ସ୍କୁଲ କୁ ନୀତିଦିନ ଯାତାୟତ କରନ୍ତି…

ସମସ୍ୟା ଘେରରେ ଆଦିବାସୀ ଗ୍ରାମ

ମାଲକାନିଗିରି: ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ପରାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି ଜନତା। ଏମିତି ଏକ ଗାଁ ଅଛି ଯେଉଁ ଗ୍ରାମର ନାମ ମଧ୍ୟ ସରକାରୀ ବାବୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ରାଜନେତା ମାନେ ଅଗଚୋର। ସମସ୍ୟାର କବର ଭିତରେ ଦଶନ୍ଧି ପରେ ଦଶନ୍ଧି ଜୀବନ ଅତିବାହିତ କରୁଛନ୍ତି…