Odisha Link
Bridging the Missing Links in Odisha
Browsing Tag

Mamata Banerjee

ପୁଣିଥରେ ଓଡ଼ିଶା ଆସୁଛନ୍ତି ମମତା,…

ଓଏଲ ବ୍ୟୁରୋ: ବାହାନଗା ରେଳ ଟ୍ରାଜେଡି ପରେ ଦ୍ବିତୀୟ ଥର ପାଇଁ ଆଜି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପଶ୍ଚିମବଙ୍ଗର ଆହତ ଯାତ୍ରୀଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ନେବାକୁ ସେ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ କଟକ ବଡ଼ ମେଡିକାଲରେ…

ଶୁଭେନ୍ଦୁଙ୍କୁ ନିମନ୍ତ୍ରଣ ନେଇ ରାଗିଲେ…

କୋଲକାତା: ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଅଧଘଣ୍ଟା ଅପେକ୍ଷା କରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମିଟିଂ ଶେଷ ଆଡକୁ ଦିଦି ଆସି କିଛି କାଗଜଡପତ୍ର ଦେଇ ଚାଲିଗଲେ। ବାତ୍ୟା ୟାସରେ ପ୍ରଭାବିତ କ୍ଷୟକ୍ଷତି ସମୀକ୍ଷା କରିବାକୁ ସକାଳେ ଓଡ଼ିଶା ପରେ ପଶ୍ଚିମବଙ୍ଗ ଯାଇଥିଲେ ପ୍ରଧାନମନ୍ତ୍ରୀ…

ଇସ୍ତଫା ଦେଲେ ଶୋଭନ ଦେବ, ଭବାନୀପୁରରୁ…

ପଶ୍ଚିମବଙ୍ଗ: ଭବାନୀପୁରରୁ ଲଢିପାରନ୍ତି ମମତା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ବିଧାୟକ ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରାଜିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହୋଇଥିବାରୁ ନିୟମ ମୁତାବକ ୬ ମାସ ମଧ୍ୟରେ ତାଙ୍କୁ ନିର୍ବାଚନ ଜିତି ବିଧାନସଭା ସଦସ୍ୟ ହେବାକୁ ପଡିବ। ଏହାରି…

ବୈଠକକୁ ଡାକି କହିବା ପାଇଁ ସୁଯୋଗ…

କୋଲକାତା: ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥା ନହେବା ଅତି ଦୁଃଖଦାୟକ। ଯେଉଁଥି ପାଇଁ ମୋତେ ଅପମାନ ଲାଗିଲା। ବୈଠକକୁ ଡାକି କହିବା ପାଇଁ ସୁଯୋଗ ଦେଲେନି। ତାହଲେ ବୈଠକକୁ ଡାକୁଥିଲେ କାହିଁକି? ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ପଶ୍ଚିମବଙ୍ଗ ହିଂସା: ପୁଲିସ୍‌ ଡିଜି ଓ…

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାବତ୍‌ ୧୪ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଛି। ଆଜି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମମତା। ସେ ବର୍ତ୍ତମାନର ପୁଲିସ ଡିଜି ଓ ଏଡିଜିଙ୍କୁ ହଟାଇ ଦେଇଛନ୍ତି।…

ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଥରେ ତୃଣମୂଳ କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦଳ ମୁଖ୍ୟ ମମତା ବାନାର୍ଜୀ। ମମତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ସରକାରଙ୍କ ଯଥାସମ୍ଭବ କେନ୍ଦ୍ର ସହଯୋଗ…

କାମଦେଲାନି ମୋଦିଙ୍କ ମ୍ୟାଜିକ୍,…

ଓଏଲ୍‌ ବ୍ୟୁରୋ: ବେଙ୍ଗଲରେ ବାଜି ମାରିଛନ୍ତି ବାନାର୍ଜୀ ଦିଦି। ବହୁ ପ୍ରଚେଷ୍ଟା ସତ୍ବେ ମଉଳିଯାଇଛି ମୋଦି ମ୍ୟାଜିକ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଜେପିର ବହୁ ତୁଙ୍ଗ ନେତାଙ୍କ ଘନଘନ ପ୍ରଚାର ସଭା ଓ ଶୋଭାଯାତ୍ରା ସତ୍ତ୍ବେ ପଶ୍ଚିମବଙ୍ଗରେ ଆଣ୍ଠେଇଛି ଦେଶର…

ପଶ୍ଚିମବଙ୍ଗରେ ପୁଣି ମମତା

କୋଲକାତା: କାମ ଦେଲାନି କୋବ୍ରା ବିଷ। ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦଳକୁ ରାଜ୍ୟରେ ବିଜୟୀ କରିବାର ଯେଉଁ ବିଷାକ୍ତ ବୟାନ ଦେଇଥିଲେ ତାହା ଫିକା ପଡ଼ିଛି। ୨୯୪ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଭୋଟ ଗଣତି ଆଗେଇ ଚାଲିଥିବା ବେଳେ ମମତା…

ମମତା ବାନାର୍ଜୀଙ୍କ ମୁଖ୍ୟ ସହଯୋଗୀ ଗିରଫ

କୋଲକାତା : ଭୁବନେଶ୍ବର ରାଜଧାନୀ ଏକ୍ପପ୍ରେସକୁ ହାଇଜାକ୍ କରିବା ଉଦ୍ୟମରେ ଏନଆଇଏ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ସହଯୋଗୀ ଛତ୍ରଧର ମହତୋଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଗତ ୨୦୦୯ରେ ଟିଏମସି ନେତା ଛତ୍ରଧର ମହତୋ ଏବଂ ତାଙ୍କ ସହଯୋଗୀ ମାନେ ଗୁଳିଚାଳନା କରି ରାଜଧାନୀ…

ମମତାଙ୍କ ଉପରକୁ ଆକ୍ରମଣ ଘଟଣାର ପ୍ରମାଣ…

କୋଲକତା: ମମତା ବାନାର୍ଜୀଙ୍କ ଉପରକୁ ଆକ୍ରମଣ ନେଇ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି। ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ ପରେ ପ୍ରଚାର ସାରି ଫେରିବା ସମୟରେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା। ସେନେଇ କୌଣସି ପ୍ରକାର ପ୍ରମାଣ ନାହିଁ। ଏନେଇ ସୂଚନା ଦେଇଛନ୍ତି…