Odisha Link
Bridging the Missing Links in Odisha
Browsing Tag

Media

କରୋନା ସମୟରେ ଗଣମାଧ୍ୟମ ପରିଚାଳନା

ଅନ୍ୟ ବ୍ୟାବସାୟିକ କ୍ଷେତ୍ର ଭଳି କରୋନା ମହାମାରୀ ଦ୍ବାରା ଗଣମାଧ୍ୟମ ଶିଳ୍ପ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି। ଓଡ଼ିଶାରେ ପୋର୍ଟାଲଗୁଡ଼ିକ ସମ୍ପୂର୍ଣ୍ଣ ଧରାଶୟୀ ହୋଇପଡ଼ିଥିବା ବେଳେ ଖବରକାଗଜଗୁଡ଼ିକ ଆର୍ଥିକ ଓ ବ୍ୟାବସାୟିକ ସଂକଟ ଦେଇ ଗତି କରୁଛନ୍ତି। ଟିଭି ଚ୍ୟାନେଲରେ ମଧ୍ୟ ବିଜ୍ଞାପନ ଆଧାର କମିଯାଇଛି।…

ଓଡ଼ିଶା ଗଣମାଧ୍ୟମ ମୁଖ୍ୟମାନଙ୍କ ସହ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଗଣମାଧ୍ୟମ ଓ ଖବର ସରବରାହ ସଂସ୍ଥା ମୁଖ୍ୟମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥାନୀୟ ଏନ୍‌ଆଇସି କାର୍ଯ୍ୟାଳୟରେ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ମୁଖ୍ୟମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସହ ମତ…

ଗଣମାଧ୍ୟମ ଦାୟିତ୍ବସଂପନ୍ନ ଭାବେ ଖବର…

ଭୁବନେଶ୍ବର: ଓଡିଶାରେ ଜଣେ ଯୁବକ କରୋନା ଆକ୍ରାନ୍ତ ବୋଲି ପ୍ରେସ୍‌ ମିଟ୍‌ରେ ସ୍ପଷ୍ଟ କଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଇଟାଲୀରୁ ଫେରିଥିବା ୩୩ ବର୍ଷୀୟ ଯୁବକ କରେନା ଆକ୍ରାନ୍ତ ହୋଇ ଏବେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସୋଲେସନ୍‌ ଓ୍ବାର୍ଡରେରେ ଅଛନ୍ତି ବୋଲି ବାଗଚୀ…

ମାନସ ମଙ୍ଗରାଜଙ୍କୁ ସାମ୍ବାଦିକଙ୍କ…

ଭୁବନେଶ୍ୱର: ଜାତୀୟ ପ୍ରେସ୍‌ ଦିବସ ଅବସରରେ ରାଜ୍ୟର ସାମ୍ବାଦିକମାନଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଟା ମାନସ ରଂଜନ ମଙ୍ଗରାଜଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମିଳିଥିବା ଖବର ମୁତାବିକ…

ଗଣମାଧ୍ୟମରେ ସରକାରୀ ବିରୋଧୀ ମନ୍ତବ୍ୟ…

ଭୁବନେଶ୍ୱର: ଗଣମାଧ୍ୟମରେ ନିଜ ଇଚ୍ଛାରେ କୌଣସି ମନ୍ତବ୍ୟ ଦେଇପାରିବେନି ସରକାରୀ ବାବୁ। କୌଣସି ପ୍ରସଙ୍ଗରେ ନିଜର ମତ ବି ଲେଖିପାରିବେନି। ଏ ନେଇ ସରକାର କଟକଣା ଜାରି କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବ, ସ୍ୱତନ୍ତ୍ର ସଚିବ, ସବୁ ଆରଡିସି ଓ ଜିଲ୍ଲାପାଳଙ୍କୁ ଏହି ପ୍ରସଙ୍ଗରେ…

ଦାୟିତ୍ବ ନେଲେ ମାନସ ମଙ୍ଗରାଜ, ମିଳିଲା…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପରାମର୍ଶ ଦାତା(ଗଣମାଧ୍ୟମ ଓ ଲୋକସଂପର୍କ) ରୂପେ ଦାୟିତ୍ବ ନେଇଛନ୍ତି ମାନସ ମଙ୍ଗରାଜ। ଏଥିସହ ମାନସଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ପାହ୍ୟା। ଆସନ୍ତା ସପ୍ତାହରେ ସେ କାର୍ଯ୍ୟରେ ଯୋଗଦେବେ। ସେ ରାଷ୍ଟ୍ରମନ୍ତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ପାଇବେ।…

ଶ୍ରୀକ୍ଷେତ୍ର ନୁହେଁ କୁରୁକ୍ଷେତ୍ର: ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ ବିଷୋଦଗାର କରି କହିଛନ୍ତି ଯେ, ଶ୍ରୀକ୍ଷେତ୍ର ଏବେ ପାଲଟିଛି କୁରୁକ୍ଷେତ୍ର। ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉଚ୍ଛେଦ ହେଉଛି ସରକାରଙ୍କ ଏକ…