Odisha Link
Bridging the Missing Links in Odisha
Browsing Tag

Nandankanan

କଲବଲ କରୁଛି ତାତି; ନନ୍ଦନକାନନରେ…

ଓଏଲ୍‌ ବ୍ୟୁରୋ: ଉପରମୁହାଁ ପାରଦ। କଲବଲ କରୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି।…

ଶନି, ରବି ନନ୍ଦନକାନନ ବନ୍ଦ

ଭୁବନେଶ୍ବର: ଅଗଷ୍ଟ ମାସର କୋଭିଡ ଗାଇଡଲାଇନ୍‌ ପରେ କୋହଳ ହୋଇଛି କିଛି କଟକଣା। ହେଲେ ଏସବୁ ମଧ୍ୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୋମବାରରୁ ଶୁକ୍ରବାର ଖୋଲା…

ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ…

ଭୁବନେଶ୍ବର: ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ। ସମ୍ପୂର୍ଣ୍ଣ କୋଭିଡ ଗାଇଡ଼ଲାଇନ ନିୟମ ସହ ନନ୍ଦନକାନନ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।। ଜର, ଥଣ୍ଡା କାଶ ଥିଲେ ପର୍ଯ୍ୟଟକଙ୍କୁ ନନ୍ଦନକାନନ ବାରଣ କରାଯାଇଥିବା ବେଳେ। ମାସ୍କ, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଂର…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି ଜନ୍ମ ନେଇଛି। ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା। ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ବାଘୁଣୀ ମେଘା ତିନୋଟି ଶାବକ ଜନ୍ମ ଦେଇଛି। ଗତ ତିନି ମାସ ତଳେ ଜଙ୍ଗଲି ମହାବଳ ବାଘ ନନ୍ଦନ…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ଦୋଳ ପୂର୍ଣ୍ଣିମାରେ ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ୨୧ (ଗ) ଖୁଆଡ ମଧ୍ୟରେ ଧଳା ରଙ୍ଗର ବାଘୁଣୀ ବିଜୟାର ତୃତୀୟ ଗର୍ଭରୁ ଜନ୍ମ ନେଇଛନ୍ତି ୩ଟି ଶାବକ। ଏନେଇ ବିଜୟା ଖୁଆଡରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି କର୍ତୁପକ୍ଷ ସୂଚନା ଦେଇଛନ୍ତି। ସାଧାରଣ ନାଲି ରଙ୍ଗର ମହାବଳ ବାଘ…

୬୧ତମ ପ୍ରତିଷ୍ଠା ଦିବସ ପାଳୁଛି…

ଭୁବନେଶ୍ୱର: ଆଜି ୬୧ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏହି ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗଦେବେ ଅତିଥି ଭାବେ ଯୋଗ ଦେବେ ବୋଲି…

କରୋନା: ଘରେ ବସି ନନ୍ଦନକାନନର…

ଭୁବନେଶ୍ୱର: କରୋନା କଟକଣା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସି ପାରୁନଥିବା ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର। ଯଦି କେହି ପର୍ଯ୍ୟଟକ ନନ୍ଦନକାନନ ଆସି ପାରୁନଥିବେ, ତାହେଲେ ସେମାନେ ଘରେ ବସି ନନ୍ଦନକାନନର ସମସ୍ତ ଜୀବଜନ୍ତଙ୍କୁ ଦେଖିବାର ସମସ୍ତ ଯୋଜନା କରିଛନ୍ତି ନନ୍ଦନକାନ କର୍ତ୍ତୃପକ୍ଷ।।…

ସାତ ମାସ ପରେ ଖୋଲିଲା ନନ୍ଦନକାନନ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ। କରୋନା ପାଇଁ ଦୀର୍ଘ ସାତମାସ ଧରି ବନ୍ଦ ରହିଥିବା ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଆଜି ଖୋଲିଛି। ପୂର୍ବ ପରି ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ବନ୍ୟପ୍ରାଣୀ ବିଭାଗ ତରଫରୁ କୋଭିଡ୍-୧୯ ପାଇଁ ଜାରି ହୋଇ ଥିବା…

ଆଜିଠାରୁ ଖୋଲିବ ନନ୍ଦନକାନନ ପ୍ରାଣୀ…

ଭୁବନେଶ୍ୱର: ଦୀର୍ଘ ସାତ ମାସ ପରେ ଆଜିଠୁ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ବନ୍ଦ କରାଯାଇଥିଲା। ତେବେ ଏବେ ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ଅନେକ କଟକଣା ରଖାଯାଇଛି। ପର୍ଯ୍ୟଟକଙ୍କ ପାଇଁ ପାଇଁ ମାସ୍କ ବାଧ୍ୟତାମୂଳକ…

ନନ୍ଦନକାନନରେ ସିଂହୀ ‘ସୁପ୍ରିୟା’ ମୃତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ କିଛି ଦିନ ଧରି ଅସୁସ୍ଥ ଥିବା ସିଂହୀ ‘ସୁପ୍ରିୟା’ର ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରକାଶ ଯେ, କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ହେଲା…