କେରଳ ଗସ୍ତ ପୂର୍ବରୁ ପିଏମ୍ ମୋଦିଙ୍କୁ…
ଓଏଲ୍ ବ୍ୟୁରୋ: ସୋମବାରରୁ ଦୁଇ ଦିନିଆ କେରଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏସବୁ ମଧ୍ୟରେ ପିଏମ୍ ମୋଦିଙ୍କ କେରଳ ଗସ୍ତ ପୂର୍ବରୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଯାହାରିଫଳରେ କେରଳରେ ହାଇଆର୍ଲଟ ଜାରି କରାଯାଇଛି।…