Odisha Link
Bridging the Missing Links in Odisha
Browsing Tag

Naveen Patnaik

କ୍ରୀଡ଼ାର ବିକାଶ ପାଇଁ ଆଉ ପାଦେ, ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଉଦଘାଟନ ହେଲା ଓଡ଼ିଶା ଟେବୁଲ ଟେନିସ ଏକାଡେମୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଏକାଡେମୀକୁ ଉଦଘାଟନ କରିଛନ୍ତି। ଏଥିସହିତ ୨୯ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍‌ର ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଏହି ଅତ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମରେ ୧୬ଟି ଟିଟି ଟେବୁଲ,…

କଳାହାଣ୍ଡି: ପ୍ରତିଷ୍ଠା ଦିବସରେ…

ଓଏଲ୍‌ ବ୍ୟୁରୋ: ଆଜି କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସ। ଏହି ଅବସରରେ ଜିଲ୍ଲାର ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ଭେଟି ଦେବେ ନବୀନ।ପ୍ରତିଷ୍ଠା ଦିବସରେ ଜିଲ୍ଲାବାସୀ ଦେଖିବେ ବିକାଶର ନୂଆ ସୂର୍ଯ୍ୟୋଦୟ।…

ଆନ୍ଧ୍ର-ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା…

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ…

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍। ଅବସର ନେବାର ୨୪ ଘଣ୍ଟା ନପୁରୁଣୁ ଶ୍ରୀ ପାଣ୍ଡିଆନଙ୍କୁ ଗୁରୁଦାୟିତ୍ବ ଦେଲେ ଓଡ଼ିଶା ସରକାର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ…

ବିଗତ ୧୨ ବର୍ଷରେ ମାତ୍ର ୩ ଥର ପାଳିଛନ୍ତି…

ଓଏଲ୍‌ ବ୍ୟୁରୋ: ନବ ଓଡ଼ିଶାର ବିକାଶର ବିନ୍ଧାଣି ସେ। ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା ବିରୋଧୀଙ୍କୁ କରିଛି ଘାଇଲା। ନବ ଓଡ଼ିଶାର ଏହି ‘ନବୀନ’ ରୂପକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଆଜି। ୭୭ ବର୍ଷ ପୂର୍ତ୍ତି ହୋଇ ୭୮ ବର୍ଷରେ ପାଦ ଥାପିଲେ ବିଜୁ ଜନତା ଦଳ…

ଆଜି ‘ଲକ୍ଷ୍ମୀ’ ବସ୍‌…

ଓଏଲ୍‌ ବ୍ୟୁରୋ: ଏଣିକି ପଞ୍ଚାୟତରୁ ବ୍ଲକ୍, ସଦରମହକୁମା ଓ ରାଜଧାନୀକୁ ଯିିବା ହେବ ସହଜ। କାରଣ ଆଜିଠୁ ଗ୍ରାମାଞ୍ଚଳରେ ଗଡ଼ିବ 'ଲକ୍ଷ୍ମୀ'।ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମ ଦିନରେ ଗଡିବ ୩୬ଟି ବସ। ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିବେ…

ମୋ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ…

ଓଏଲ୍‌ ବ୍ୟୁରୋ: ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗୃହ ଆରମ୍ଭରୁ ଜିଲ୍ଲାରୁ ଜିଲ୍ଲା ବୁଲି ସିଏମଓ ଲୋକଙ୍କ ଠାରୁ ଅଭିଯୋଗପତ୍ର ଆଣିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଯେଉଁ ପ୍ରସଙ୍ଗରେ ଆଜି ଗୃହରେ ବିବୃତି…

ଓଡ଼ିଶା ବିଧାନସଭା: ଆଜିଠୁ ମୌସୁମୀ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଦିନ ୧୧ଟାରୁ ଆରମ୍ଭ ହେବ ଗୃହକାର୍ଯ୍ୟ। ଚଳିତ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି।ଆଜି ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ସହ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବ। ପ୍ରଥମ ଦିନରେ ଆଜି ୨୦୨୩-୨୪…

ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ। ଏଥିପାଇଁ ଆଜି ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ଆଜି ନିଜର ବିଧାନସଭା ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ଏନେଇ ବିଜେଡି ସୁପ୍ରିମୋ ନବୀନ…

ଚାଲିଗଲେ ନବୀନଙ୍କ ଭଉଣୀ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା। ଶନିବାର ଦିଲ୍ଲୀ ସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୯୪୩ରେ ଜନ୍ମିତ ଗୀତା ନିଜର ୪୦ ବର୍ଷର ସାହିତ୍ୟ ଜୀବନରେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଥିଲେ। ତାଙ୍କର ଶିକ୍ଷା…