Odisha Link
Bridging the Missing Links in Odisha
Browsing Tag

New Traffic Rule

ବାଇକ୍‌ ଚାଳକଙ୍କୁ ୧ ଲକ୍ଷ ୧୩ ହଜାର…

ରାୟଗଡ଼ା: ଜଣେ ବାଇକ୍ ଚାଳକଙ୍କୁ ହଜାରେ କି ଦୁଇ ହଜାର ନୁହଁ ୧ ଲକ୍ଷ ୧୩ ହଜାର ଟଙ୍କାର ଜରିମାନା। ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି। ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ଅଭିଯୋଗରେ ଜଣେ ବାଇକ୍‌ ଚାଳକଙ୍କ…

ବସ୍‌କୁ ୩୦ ହଜାର ଜରିମାନା

ବଲାଙ୍ଗିର: ଯାତ୍ରୀବାହୀ ବସ୍‌କୁ ୩୦ ହଜାର ୫୦୦ ଟଙ୍କା ଫାଇନ। ବସ୍‌ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ୫ ହଜାର ଟଙ୍କା। ଲାଇସେନ୍ସ ନଥାଇ ଗାଡି ଚଳାଇବାକୁ ଅନୁମତି ଦେଇଥିବାରୁ ୫ ହଜାର ଟଙ୍କା ବସ୍‌ କଣ୍ଡକ୍ଟରଙ୍କ ଲାଇସେନ୍ସ ନଥିବାରୁ ୧୦ ହଜାର ଟଙ୍କା। ପରମିଟ୍‌ ନଥିବା ବାବଦକୁ ୧୦ ହଜାର ଟଙ୍କା…

ଟ୍ରାଫିକ ନିୟମ ଖିଲାପକାରୀ ସାବଧାନ, ନଚେତ…

ଭୁବନେଶ୍ୱର: ୨୦୧୯ ମସିହା ସେପ୍ଟେମ୍ବର ମାସରୁ ସାରା ଦେଶରେ ଲାଗୁ ହୋଇଥିଲା ସଂଶୋଧିତ ଟ୍ରାଫିକ ନିୟମ। ହେଲେ ମାତ୍ରାଧିକ ଅର୍ଥ ଦଣ୍ଡ ହେତୁ ସାରା ରାଜ୍ୟର ବିକ୍ଷୋଭ ଦେଖିବାକୁ ମିଳିଥିଲା। କାଗଜପତ୍ର ପ୍ରସ୍ତୁତ ପାଇଁ ୩ ମାସ କୋହଳ କରି ଡିସେମ୍ବରେ ୧ତାରିଖରୁ ନୂଆ ନିୟମ ଲାଗୁ ହେବବୋଲି ନିର୍ଦ୍ଦେଶ ଦେଇଥିଲେ…

ମାର୍ଚ୍ଚ ପହିଲାରୁ ଆଉ ନିସ୍ତାର ନାହିଁ:…

ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଆଉ ନିସ୍ତାର ନାହିଁ। ୬ ମାସର କଂଟ ପୂରିଲା, ଏଣିକି ମାର୍ଚ୍ଚ ୧ ତାରିଖରୁ ରାଜ୍ୟରେ କଡାକଡି ଭାବେ ଚେକିଂ ହେବ ନୂଆ ମୋଟର ଯାନ ଆଇନ। ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ତ୍ରାହି। ମୋଟା ଅଙ୍କର ଜୋରିମାନା ସାଙ୍ଗକୁ ରଦ୍ଦ ହୋଇପାରେ ଗାଡି ଚାଳକଙ୍କ ଡ୍ରାଇଭିଂ…

ଗାଡି ଛାଡି ଘୋଡା ଚଢ

ମାଲକାନଗିରି: ନୂଆ ମଟରଯାନ ନିୟମରୁ ଲାଗୁ ହେବା ପରେ ଗାଡ଼ି ଛାଡ଼ି ଘୋଡ଼ା ଚଢ଼ିବା ଦୃଶ୍ୟ ଦେଖିବାକୁ ମିଳିଛି। ଟ୍ରାଫିକ୍ ନିୟମରୁ ବର୍ତ୍ତିବା ପାଇଁ ଏବେ ଏମିତି ଉପାୟ ଆପଣାଇଛନ୍ତି ମାଲ୍‌କାନଗିରି ସଦର ମହକୁମାର ଯତୀଶ ମିସ୍ତ୍ରୀ। ଯତୀଶଙ୍କର ମୋଟର ସାଇକେଲ୍‌ଟିଏ ଅଛି କିନ୍ତୁ ସେ ଟ୍ରାଫିକ୍ ଚେକିଂରୁ…

୬୦ ରଙ୍ଗ ରୁଟ୍‌ରେ ଲାଗିବ ହୋର୍ଡିଂ

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ଚିହ୍ନଟ କରିଛି ୨୦୦ଟି ‘ରଙ୍ଗ୍‌ରୁଟ୍‌ ପଏଣ୍ଟ’। ଏଥି ମଧ୍ୟରୁ ୬୦ଟି ଅତି ସମ୍ବେଦନଶୀଳ ‘ରଙ୍ଗ୍‌ରୁଟ୍‌ ପଏଣ୍ଟ’ ରହିଥିବା ବେଳେ ଏହି ସବୁ ଜାଗାମାନଙ୍କରେ ହୋର୍ଡିଂ ଜରିଆରେ ସଚେତନ କରାଇବା ପାଇଁ ବ୍ୟବସ୍ଥା…

ମଦ ନା ପୌର ନିର୍ବାଚନ, କ’ଣ ରହିଛି…

ଭୁବନେଶ୍ବର: ସେପ୍ଟମ୍ବର ପହିଲାରୁ ରାଜ୍ୟରେ ଲାଗୁ ହେଲା ନୂଆ ମୋଟର ଯାନ ଆଇନ। ଯାହାରି ଫଳରେ ସାଧାରଣ ଲୋକ ମୋଟା ଅଙ୍କର ତଣ୍ଡ ଗଣିଲେ। ଯାହାକୁ ନେଇ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅନ୍ୟପଟେ ନୂଆ ନିୟମକୁ ନେଇ ସେପ୍ଟମ୍ବର ୭ ତାରିଖରେ ରାଜଧାନୀ ଭୁବନେଶ୍ବରର ରାଜମହଲ…

ପୁଲିସ୍‌ ବାବୁଙ୍କ ପାଇଁ ଅଲଗା ନିୟମ,…

ଭୁବନେଶ୍ବର: ଗୋଟିଏ ପଟେ ନୂଆ ମୋଟର ଆଇନ୍‌ ଚର୍ଚ୍ଚା। ଅନ୍ୟପଟେ ଜୋରିମାନା ଆଦାୟ ନେଇ ଚର୍ଚ୍ଚା ଜୋରଧରିଛି। ହେଲେ ଏ ନିୟମ ସାଧାରଣ ଲୋକଙ୍କ କ୍ଷେତ୍ରରେ ଜୋରଶୋର ଲାଗୁ ହୋଇଥିବା ବେଳେ ଅନ୍ୟପଟେ ଏ ନିୟମକୁ ଫୁ କରୁଛନ୍ତି ପୁଲିସ୍‌ ବାବୁ। ସାଧାରଣ ଲୋକଠୁ ଫାଇନ୍‌ ଆଦାୟ କରୁଥିବା ପୁଲିସ୍‌ ବାବୁ ମାନୁ…