Odisha Link
Bridging the Missing Links in Odisha
Browsing Tag

Nurse Niharika

ଖୋଲିଲା ନିହାରିକା ମୃତ୍ୟୁ ରହସ୍ୟ

ଜଗତସିଂହପୁର: ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲା ଖୋଲିଛି। ଆଜି ଏକ ପ୍ରସମିଟ କରି ଜଗତସିଂହପୁର ଏସପି ଆର.ପ୍ରକାଶ କହିଛନ୍ତି ।ପ୍ରେସମିଟରେ ହତ୍ୟା ରହସ୍ୟ ଉନ୍ମୋଚନ କରୁଛନ୍ତି ଏସ୍‌ପି।ପ୍ରେସମିଟରେ ହତ୍ୟା ରହସ୍ୟ ଉନ୍ମୋଚନ କରୁଛନ୍ତି ଏସ୍‌ପି। ନିହାରିକା ନିଖୋଜ ଥିବା ମଧୁପାଟଣା ଥାନାରେ ଏତଲା…

ନର୍ସ ହତ୍ୟା: ଧରାଦେଲା ବୟଫ୍ରେଣ୍ଡ!

ଜଗତସିଂହପୁର: ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗ୍ରାମର ନର୍ସ ନୀହାରିକାଙ୍କ ମୃତ ଦେହ ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ମିଳିବା ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି। ମୃତଦେହ ମିଳିବା ପର ଠାରୁ ଫେରାର ଥିବା ନୀହାରିକାଙ୍କ ବୟଫ୍ରେଣ୍ଡ ରାଜା ଆଞ୍ଚଲ ପୁଲିସ ନିକଟରେ…