Odisha Link
Bridging the Missing Links in Odisha
Browsing Tag

Odia Literature

ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ପ୍ରତିଷ୍ଠିତ ଓଡ଼ିଆ ନାଟ୍ୟକାର ତଥା କଥାଶିଳ୍ପୀ ଓ ସମାଲୋଚକ ରତ୍ନାକର ଚଇନିଙ୍କର ଦେହାନ୍ତ ଘଟିଛି। ଆଜି କଟକ ବାଦାମବାଡ଼ି ସ୍ଥିତ ନିଜ ବାସଭବନରେ ସେ ୭୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ୨୫ ଅଗଷ୍ଟ ୧୯୪୫ରେ ଜନ୍ମିତ ଶ୍ରୀ ଚଇନିଙ୍କର ୧୫ରୁ ଅଧିକ ନାଟକ, ୬ଟି ସମାଲୋଚନା ଗ୍ରନ୍ଥ, ୭ଟି ଗଳ୍ପ…

କୋଡ଼ିଏଟି କରୋନା କାହାଣୀ

କୋଡ଼ିଏଟି କରୋନା କାହାଣୀ ଗୌତମବୁଦ୍ଧ ଦାସ ସାଙ୍ଗ ଲକ୍‌ଡାଉନ୍‌ ପରେ ବହୁ କଷ୍ଟରେ ଟ୍ରକ୍‌ ଡାଲାରେ ବସି ହାଇଦ୍ରାବାଦରୁ ଫେରିଥିବା କାଳିଆ ମୁହଁ ସଞ୍ଜବେଳେ ଗାଁରେ ପଶିବା ବେଳକୁ ରାସ୍ତା ଉପ‌େର ବାଉଁଶ ଲଗା ହୋଇ ବନ୍ଦ କରାଯାଇଥିବା ଦେଖି କାବା ହୋଇଗଲା। ବ୍ୟାରିକେଡ୍‌ ସେପଟେ ମୁହଁରେ ରୁମାଲ୍…

ରବି ସିଂହ ଓଡ଼ିଆ ସାହିତ୍ୟରେ ଅପରାଜେୟ…

ଭୁବନେଶ୍ୱର : ବିପ୍ଳବୀ କବି ରବି ସିଂହଙ୍କ ପରଲୋକ ଓଡ଼ିଆ ସାହିତ୍ୟିକ ପାଣି ପାଗରେ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି । ସେ ଥିଲେ ଓଡ଼ିଆ ସାହିତ୍ୟରେ ଅପରାଜେୟ ଅଗ୍ନିଶିଖା । ସେ ସାଲ୍‌, ତାରିଖ ଓ ମସିହାର ଊଦ୍ଧ୍ୱର୍ରେ ରହି ବିପୁଳ ପାଠକୀୟ ଆଦୃତି ମଧ୍ୟରେ ବଂଚି ରହିଥିବେ ବୋଲି ବକ୍ତାମାନେ ମତ ପ୍ରଦାନ…

ରବି ସିଂ: ବିପ୍ଲବର ବହ୍ନିମାନ ଶିଖା…

କଟକ: ଓଡ଼ିଆ ସାହିତ୍ୟରେ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବିପ୍ଲବର ଯେଉଁ ଶାଣିତ ସ୍ବରଟି ଗହଗହ ଜଳୁଥିଲା ତାହା ଆଜି ନିର୍ବାପିତ ହୋଇଯାଇଛି। ଚିରନିଦ୍ରାରେ ଶୋଇ ଯାଇଛନ୍ତି ବିପ୍ଲବୀ କବି ରବି ସିଂ। ଆଜି ସକାଳେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି…

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ…

ଭୁବନେଶ୍ବର: ଗଳ୍ପ ସଂକଳନ 'ଭାସ୍ବତୀ' ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଖ୍ୟାତ ଓଡ଼ିଆ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର। ଇଂରାଜୀ ସମେତ ୨୪ଟି ଭାରତୀୟ ଭାଷାର ଲେଖକଙ୍କ ପାଇଁ ଆଜି ସାହିତ୍ୟ ଏକାଡେମୀ ନାମ ଘୋଷଣା କରୁଥିବା ବେଳେ ସେଥିରେ ଶ୍ରୀ ମିଶ୍ରଙ୍କ ନାମ ରହିଛି।…

ପରପିଢ଼ି ସାମ୍ନାରେ ମୋ ସମେତ ପୂର୍ବର…

ଆଜି (୯ ଅକ୍ଟୋବର) ଥିଲା ବରିଷ୍ଠ କଥାକାର ଡ. ଗୌରହରି ଦାସଙ୍କ ଜନ୍ମଦିନ। ଏ ଅବସରରେ ୧୯୬୦ ମସିହାରେ ଜନ୍ମିତ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରଖର କଥାସ୍ବର ଡକ୍ଟର ଦାସଙ୍କୁ ଯୁବ କଥାଶିଳ୍ପୀ ଶକ୍ତି ମହାନ୍ତି ପଚାରିଛନ୍ତି ୬ଟି ପ୍ରଶ୍ନ। ପଢ଼ନ୍ତୁ ଓ ମତାମତ ରଖନ୍ତୁ... ଶକ୍ତି ମହାନ୍ତି: ଆପଣଙ୍କୁ ଜନ୍ମଦିନର…

କଥା, କବିତା, ନୃତ୍ୟ ଓ ସଂଗୀତର ଉଷ୍ମ…

ଶରତ କୁମାର ଦାଶଙ୍କ ୮ମ କବିତା ସଂକଳନ ତଥା ସଂଗୀତ ଆଲବମ୍ ‘ଆରୋହଣ’ ଓ ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଉନ୍ମୋଚିତ ଭୁବନେଶ୍ୱର: ପ୍ରସିଦ୍ଧ କବି ଓ କଥାକାର ଶ୍ରୀ ଶରତ କୁମାର ଦାଶଙ୍କ ବିବିଧ ସୃଜନଧାରାକୁ ନେଇ ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା 'ପେନ୍ ଇନ୍ ବୁକ୍ସ' ପକ୍ଷରୁ ‘ଶରତ ସଂଧ୍ୟା’ ନାମରେ ଏକ…

ଗୋଟିଏ ଦହିତ ଦିଗର କାହାଣୀ

କ୍ଷୀରୋଦ ବିହାରୀ ବିଶ୍ୱାଳଙ୍କ ଗପ ଗୋଟିଏ ଦହିତ ଦିଗର କାହାଣୀ ଆଜି ଦୀପାବଳି। ବାହାରେ ଫୁଟୁଥିବା ବାଣର ଶବ୍ଦ ଆଉ ଗନ୍ଧ , ଟିକେ ଟିକେ କବାଟ ଫାଙ୍କରେ ହସ୍ପିଟାଲ ଭିତରକୁବି ଚାଲି ଆସୁଛି। ହସ୍ପିଟାଲ କାନ୍ଥ ଘଣ୍ଟାରେ ରାତି ଏଗାର ବାଜିଲାଣି। ମୋ ହାତ ଘଣ୍ଟାରେ ଦଶ ମିନିଟ ଲେଟ। ଜୀବନରେ ସବୁ କାମରେ ମୁଁ…

ଧୂଆଁ

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ରଙ୍କ ଗଳ୍ପ ଧୂଆଁ ଆଶୁତୋଷ ଶତପଥୀର ଜୀବନରେ ସବୁଠୁ ବଡ଼ ଅଭିଳାଷ ଥିଲା ସେ ଲେଖକ ହେବ। ସେଇ ଅନୁଯାୟୀ ସିଏ ଯତ୍ନ କରିବା ଆରମ୍ଭ କରିଦେଇଥିଲା। ଅଭିଳାଷ ପୂରଣ କରିବାକୁ ତାକୁ ଅନେକ କଷ୍ଟ କରିବାକୁ ପଡୁଥିଲା। ସେଇ କାରଣରୁ ଜୀବିକା ନିର୍ବାହ କରିବାକୁ କେତେ କଣ କରିବାକୁ…

ପଞ୍ଜୁରୀ

ପ୍ରହଲ୍ଲାଦ ଶତପଥୀଙ୍କ କବିତା ପଞ୍ଜୁରୀ ରୋଟି ସଜା ହେଇଛି ଜହ୍ନ ପରିକା ଆକାଶରେ ଚିନି ଦାନା ପରି ତାରା ସବୁ ବିଞ୍ଛା ସରିଛି, ପଞ୍ଜୁରୀ ଭିତରେ ବନ୍ଦ ଶୁଆକୁ କେମିତି ବୁଝେଇବି କିଛି ବି ନାଇଁ ଆମ ହାତ ପାଆଂତାରେ ଡିବିରି ଜଳୁଛି ତ ଜଳୁ ତେଲ ଥିବା ଯାଏଁ ମୁଁ ଜଳିବି ଜାଳିବି ଏକାକୀତ୍ବକୁ…