Odisha Link
Bridging the Missing Links in Odisha
Browsing Tag

Odia Poem

ବାପା କହୁଛି ଗାଆଁରୁ…

ବାପା କହୁଛି ଗାଆଁରୁ... ଡ. କୁଳାଙ୍ଗାର (୧) ରାସ୍ତାରେ ଆଉ ଶହଶହ ଗାଡ଼ି ହେଉନାଇଁ ଫଡ଼ଫଡ଼; ଅନେକ ମୁହଁରେ ତୁଣ୍ଡି ବନ୍ଧା ଏବେ ନ ହୁଅନ୍ତି ଭଡ଼ଭଡ଼! କରୋନାର ଗଡ଼ବଡ଼, ଶବ୍ଦ ପ୍ରଦୂଷଣ କମିଛି, ଶୁଭୁଛି- ପକ୍ଷୀଙ୍କ କାକଳୀ, ପିମ୍ପୁଡ଼ିଙ୍କ ଖଡ଼ଖଡ଼!! (୨) ଟିଭିରେ ଭେଷଡ଼ ନାଚ ଦେଖେଇକି ନଷ୍ଟ କରୁଥିଲେ…

ଲକ୍‌ଡାଉନ୍ ପରେ ପରେ

ଲକ୍ ଡାଉନ ପରେ ପରେ ଆଶୁତୋଷ ଆଚାର୍ଯ୍ୟ ଲକ୍‌ଡାଉନ୍ ପରେ ହୁଏତ ଚଳଚଞ୍ଚଳ ହେଇପାରେ ସହର ଆଉଥରେ ଦିଶିପାରେ ଧୂଆଁ ଧୂଆଁ ଆକାଶ ଆବର୍ଜନା ଭର୍ତ୍ତି ଛକ, ଧୂଳି ଭର୍ତ୍ତି ରାସ୍ତା, ଲାଲ ନଈ, ଗରଜୁଥିବା ଯନ୍ତ୍ର, ଫିକା ପତ୍ର ଅବା ଵନ୍ଦ ହେଇଯାଇପାରେ, ରାଜନୈତିକ ଅନ୍ନଛତ୍ର ।। ଲକ୍‌ଡାଉନ୍ ପରେ…

ଛାଇ

ଜ୍ୟୋତ୍ସ୍ନା ମହାପାତ୍ରଙ୍କ କବିତା ଛାଇ ଚେଇଁ ଶୋଇବା ବେଳେ ଛାଇ ସବୁ ଘୂରିବୁଲୁଥାନ୍ତି ମୋ ଚାରିପଟେ; ମୋ ନାଁ ଧରି ଡାକନ୍ତି। ଏ ସବୁ ନକଲି ନୁହେଁ ତ? ମୁଁ ଏକ ଅଦ୍ଭୁତ ଉପସ୍ଥିତି ଅନୁଭବ କରେ ଠିକ୍ ଯେମିତି ଭୂତଟେ ବୁଲୁଚି ଶବାର ହେବାକୁ ଖୋଜୁଛି ଗୋଟେ ଦେହ। ମୋତେ ପରିହାସ କରି ଚାଲି…