Odisha Link
Bridging the Missing Links in Odisha
Browsing Tag

Odia Poetry

ରକ୍ଷକ ନାୟକଙ୍କ କବିତା ପୁସ୍ତକ…

ଭୁବନେଶ୍ବର: ପ୍ରସିଦ୍ଧ କବି ରକ୍ଷକ ନାୟକଙ୍କ ସଦ୍ୟତମ କବିତା ସଂକଳନ 'ଅମିତ୍ର ଅନ୍ଧାର' ଉନ୍ମୋଚିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ରାଜଭବନ ପରିସରରେ ରାଜ୍ୟପାଳ ଗଣେଶୀ ଲାଲ ଏହି କବିତା ସଂକଳନକୁ ଉନ୍ମୋଚନ କରିଥିଲେ। ଏ ଅବସରରେ ଲେଖକ ଶ୍ରୀ ନାୟକ ଓ ପ୍ରକାଶକ ସୁଧୀର ମଉଡ଼ମଣୀ ମଧ୍ୟ ଉପସ୍ଥିତ ଥିଲେ।…

କବିତାର ରାଣୀ

ସୋନାଲି ସ୍ବାଇଁଙ୍କ କବିତା କବିତାର ରାଣୀ ମନ ମୋର ଆନମନା ସତେ ଭାରି ଅବୁଝା କେବେ କେବେ ହୁଏ ଇଛା ସାଜିବାକୁ ତୁମ ଆକାଶର ଜହ୍ନ। ତୁମକୁ ଛୁଇଁବା ସ୍ବପ୍ନ ନହେଇ ପୂରଣ ଦୂରେ ଥାଇ ଦେଖିବି ତୁମକୁ ହସି ହସି ତୁମ ଦେହେ ଢାଳିବାକୁ ପ୍ରେମର ଜୋଛନା। ପୁଣି କେବେ ଭାବେ ପାଲଟିଯାଆନ୍ତି ଅବା…

ଭଦ୍ରକରେ ରାତି

ଭଦ୍ରକରେ ରାତି 🔵 ଶୁଭ୍ରାଂଶୁ ପଣ୍ଡା ••••••••••••••••••••••••••••••• https://www.youtube.com/watch?v=fYDucWsynY8&feature=youtu.be ଭଦ୍ରକରେ ଅଧରାତି ଶବ ଆସେ, ଦୂରୁ ଶୁଭେ ସାଇରନ୍ କରୁଣ କାନ୍ଦଣା ବସ ଷ୍ଟାଣ୍ଡ ଭିଡ଼ ଭାଙ୍ଗେ ରାତି ବଢ଼େ, ଅବେଳରେ କେଉଁଠାରେ ଚାଲିଛି…

ରତ୍ନମାଳା ସ୍ବାଇଁଙ୍କ ୮ଟି ଅଣୁକବିତା

ରତ୍ନମାଳା ସ୍ବାଇଁଙ୍କ ୮ଟି ଅଣୁକବିତା ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରତ୍ନମାଳା ସ୍ବାଇଁଙ୍କ କବିତା ସଂକଳନ ‘ଫଟୋଫ୍ରେମ’ ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 ଈଶ୍ବର ମୋ ହାତରେ ତୁମରି ନିର୍ମାଣ ମୋ ହାତରେ ତୁମରି ବିସର୍ଜନ ହେ ଦେବତା! ଏବେ କୁହ କିଏ ଅଧିକ…

ଅଣ୍ଟିଏ ଭୋକର ଗୀତ

ଜୟଦ୍ରଥ ସୁନାଙ୍କ କବିତା ଅଣ୍ଟିଏ ଭୋକର ଗୀତ ସ୍ବପ୍ନର ପଥରେ ଚାଲି ହୁଏନିରେ ବୁିମାନେ ଆଶାର ଦିଶାରେ ବଞ୍ଚି ହୁଏନିରେ ନୁନାମାନେ ଆସ, ମହୁଲ ବେଟିଯିବା ପତର ତୋଳିଯିବା ଇଏ ଆମର ଅନ୍ଧାର ଅର୍ଗଳିର ଅପନ୍ତରା ଭାଗ୍ୟ ହେଇ ଦେଖ, ଈଶ୍ବର ଖଞ୍ଜିଲେ ତାଙ୍କ ହାତରେ ପୋଥି ଅନ୍ୟ ହାତରେ ଖଣ୍ଡା କାହା…

ସଜ ସକାଳ

ରକ୍ଷକ ନାୟକଙ୍କ କବିତା ସଜ ସକାଳ ଏ କବିତାଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରକ୍ଷକ ନାୟକଙ୍କ ସଦ୍ୟତମ ସଂକଳନ 'ଶେଷହୀନ ସନ୍ତରଣ'ରୁ ଅ‍ାସିଛି ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 ବନ୍ଦ କବାଟ ଉପରେ ଗତ ରାତି ସ୍ବପ୍ନଙ୍କ ଶବ ଝୁଲୁଛି ବାସି…

ଶାରୀ ଓ ପଞ୍ଜୁରୀ

ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତା ଶାରୀ ଓ ପଞ୍ଜୁରୀ ନିଃସଙ୍ଗ ବାଲକୋନୀରେ ଏକା ଏକା ଝୁଲୁଥିବା ପଞ୍ଜୁରୀକୁ ଦେଖ, ଓ ତା' ଭିତରେ ଖୁଦ ଖୁଣ୍ଟି ଖାଉଥିବା ଶାରୀଟିକୁ ଦେଖ... ସେ ପଞ୍ଜୁରୀ ଦିଶୁଛି କି ତୁମକୁ ପୃଥିବୀ ଭଳି? ଆକାଶ ଭଳି, ସବୁଜ ପତ୍ର ଭଳି, ନେନ୍ଥାଏ ଫୁଲ ଭଳି ? ସେ ଶାରୀର ଡାକ…

କଟକ

ଦେବଦାସ ଛୋଟରାୟଙ୍କ କବିତା ମୁଁ ଯେତେବେଳେ ଆଉ ଥରେ ଜନ୍ମ ହେବି କଟକରେ ଧର ଆଉ ଶହେ ବର୍ଷ ପରେ ଯେତେବେଳେ ମତେ ପୁଣି ଅଠର ବର୍ଷ ହେବ ସେତେବେଳେ ପ୍ରେମ କି ପାନଦୋକାନ ବୋଧହୁଏ ନ ଥିବ ଆଉ ଏ ପୃଥିବୀରେ କଟକ ବି ନ ଥିବ ହୁଏତ ଥିବ ଖାଲି ତିନିହଜ଼ାର ଖଣ୍ଡେ ଜାଇକା ବିବର ତା' ଭିତରେ ଥିବ ବିପଣି,…