Odisha Link
Bridging the Missing Links in Odisha
Browsing Tag

Poet

ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ…

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। ଏ ନେଇ ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କର କବିତା ସଂକଳନ 'ଦୟାନଦୀ' ପାଇଁ ଡ. ପଣ୍ଡାଙ୍କୁ ଏହି ପୁରସ୍କାର ମିଳିବ। ବହିଟିକୁ…

ରଂଜନ ଦାସ ଏକାଡେମୀ ପୁରସ୍କାର ପାଇବା ନେଇ…

ଭୁବନେଶ୍ବର: କବି ତଥା ଓଡ଼ିଶା ସଂସ୍କୃତି ବିଭାଗ ନିର୍ଦେଶକ ରଂଜନ କୁମାର ଦାସ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି ବୋଲି ପ୍ରଚାର ହେଉଛି। ଦୁଇ ବର୍ଷ ଧରି ଶ୍ରୀ ଦାସଙ୍କ ପାଇଁ ଯୋରଦାର ଲବି ଚାଲିଥିଲା। ଏ ନେଇ ଶ୍ରୀ ଦାସଙ୍କ ନିକଟତମ ମହଲରେ ଆଗୁଆ ଉତ୍ସାହ ଦେଖିବାକୁ ମିଳିଥିବାବେଳେ…

ଆଇସିୟୁରେ ଜୟନ୍ତ ମହାପାତ୍ର

କଟକ: ଜଣାଶୁଣା ଭାରତୀୟ ଇଂରାଜୀ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କୋଭିଡ୍‌ରେ ପୀଡ଼ିତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। କଟକ ତିନିକୋଣିଆ ବଗିଚାରେ ରହୁଥିବା ୯୩ ବର୍ଷୀୟ ଜୟନ୍ତ ବାର୍ଦ୍ଧକ୍ୟ କାରଣରୁ ପୂର୍ବରୁ ଅସୁସ୍ଥ ଥିଲେ। ଏବେ କରୋନାରେ ପୀଡ଼ତ…

ସାରଳା ସମ୍ମାନ: ମୁହଁ ଖୋଲିଲେ କବି…

ଭୁବନେଶ୍ବର: ଚଳିତ ବର୍ଷ ସମ୍ମାନଜନକ 'ସାରଳା ସମ୍ମାନ' ବରିଷ୍ଠ କବି ରାଜେଂଦ୍ର କିଶୋର ପଂଡା ପାଇବେ ବୋଲି କଟକସ୍ଥିତ ସାରଳା ସାହିତ୍ୟ ସଂସଦ ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶିତ ହୋଇଥିଲା। ସଂସଦର ୪୦ତମ ବାର୍ଷିକ ଉତ୍ସବରେ ଏପ୍ରିଲ ୨ ତାରିଖରେ ଏ…

କରୋନା ଆକ୍ରାନ୍ତ ହୋଇ ଚାଲିଗଲେ ରାହତ…

ଇନ୍ଦୋର: କରୋନାରେ ଆକ୍ରାନ୍ତ ହେବା ପରେ ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ହିନ୍ଦୀ ସିନେମା ଗୀତ ଲେଖକ ରାହତ ଇନ୍ଦୋରୀଙ୍କର ପରଲୋକ ହୋଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ଗତକାଲି ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ଆଜି ଅପରାହ୍ଣରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି।…

ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଅନଲାଇନ୍…

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା' ତପସ୍ୟା ଫାଉଣ୍ଡେସନ ' ପକ୍ଷରୁ ଏକ ତ୍ରିଭାଷୀ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ଓ ଭାରତ ବାହାରେ ରହୁଥିବା ଗାଳ୍ପିକ ଓ କବିମାନେ ଅଂଶ ଗ୍ରହଣ କରିଥିଲେ। ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ତପନ କୁମାର…

ଚିନ୍ତାର ଲାଲ୍ ସେନା: କାବ୍ୟର ଲାଲ୍ ବାନା

ଅସିତ ମହାନ୍ତି କବି ରବି ସିଂ ଙ୍କ ଆତ୍ମଜୀବନୀ 'ନିଃସଙ୍ଗ ପଦାତିକ'ର ଏହି ତୃତୀୟ ଖଣ୍ଡ ପ୍ରକାଶ ପାଇଥିଲା ୨୦୦୫ ମସିହା, ବସନ୍ତ ପଞ୍ଚମୀ ଦିନ। ତାହାର ଦୀର୍ଘ ୧୫ ବର୍ଷ ପରେ, ଆଉ ଗୋଟିଏ ବସନ୍ତ ପଞ୍ଚମୀର ମାତ୍ର ତିନି ଦିନ ପରେ, ଫେବୃଆରୀ ଦୁଇ ତାରିଖ ଦିନ ତାଙ୍କର ବିୟୋଗ ଘଟିଲା। ସେତେବେଳେ ଏହାର…

ବିଦାୟ ନିଃସଙ୍ଗ ପଦାତିକ ରବି ସିଂ

ଅସିତ ମହାନ୍ତି 'ନିଃସଙ୍ଗ ପଦାତିକ' କବି ରବି ସିଂ ଚାଲିଗଲେ। ତାଙ୍କର ଶେଷ ଜୀବନ ସୂଚାଇ ଦେଲା ଯେ ସେ ସତରେ ନିଃସଙ୍ଗ ଥିଲେ। ମୋ ବିଚାରରେ ତାଙ୍କ କବିତା ଅପେକ୍ଷା ତାଙ୍କ ଆତ୍ମଜୀବନୀରେ ସେ ଥିଲେ ଅଧିକ ପ୍ରଚଣ୍ଡ। ଅନେକଙ୍କୁ ପ୍ରତିଟି ପଦପାତରେ ଦଳି ଦଳି ସେଥିରେ ସେଇ ନିଃସଙ୍ଗ ପଦାତିକ ବାଟ…

ରବି ସିଂ: ବିପ୍ଲବର ବହ୍ନିମାନ ଶିଖା…

କଟକ: ଓଡ଼ିଆ ସାହିତ୍ୟରେ ଛଅ ଦଶନ୍ଧିରୁ ଅଧିକ ସମୟ ଧରି ବିପ୍ଲବର ଯେଉଁ ଶାଣିତ ସ୍ବରଟି ଗହଗହ ଜଳୁଥିଲା ତାହା ଆଜି ନିର୍ବାପିତ ହୋଇଯାଇଛି। ଚିରନିଦ୍ରାରେ ଶୋଇ ଯାଇଛନ୍ତି ବିପ୍ଲବୀ କବି ରବି ସିଂ। ଆଜି ସକାଳେ କଟକର ଖପୁରିଆ ନିକଟସ୍ଥ ଲେବର୍ କଲୋନିରେ ଥିବା ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି…

ଭୁବନେଶ୍ବରେ ବିଶିଷ୍ଟ ବ୍ୟଙ୍ଗକବି…

ଭୁବନେଶ୍ବର: ବିଶିଷ୍ଟ ବ୍ୟଙ୍ଗକବି ବାଇଡଙ୍କ ଦାସ ଡିସେମ୍ବର ମାସ ୩୦ ତାରିଖରେ ଇହଧାମ ତ୍ୟାଗ କରିଛନ୍ତି। ଏଥିପାଇଁ ଜାନୁଆରୀ ୫ ତାରିଖ ଦିନ ତାଙ୍କରି ସ୍ମୃତିରେ ଭୁବନେଶ୍ବର ସ୍ଥିତ ପେସ୍‌ ଏକାଡେମୀ ଠାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବାଇଡଙ୍କ ଦାସଙ୍କୁ ଭଲ ପାଉଥିବା ଅନେକ…