Odisha Link
Bridging the Missing Links in Odisha
Browsing Tag

Poetry

ରଂଜନ କୁମାର ଦାସଙ୍କ କବିତା ସଂକଳନ…

ଭୁବନେଶ୍ବର: ଜଣାଶୁଣା କବି ଓ ବରିଷ୍ଠ ପ୍ରଶାସକ ରଂଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଂକଳନ "ସମୟର ସାତରଙ୍ଗ" ଆଜି ଉନ୍ମୋଚିତ ହୋଇଯାଇଛି। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ଏ ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ…

ତପସ୍ୟା ଫାଉଣ୍ଡେସନ ତରଫରୁ ଅନଲାଇନ୍…

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା' ତପସ୍ୟା ଫାଉଣ୍ଡେସନ ' ପକ୍ଷରୁ ଆଜି ଏକ ସର୍ବଭାରତୀୟ ଦ୍ବିଭାଷୀ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ତପନ କୁମାର ପଣ୍ଡା ମୁମ୍ବାଇରୁ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଏଥିରେ…

କାରିଗର

ରତ୍ନମାଳା ସ୍ବାଇଁଙ୍କ କବିତା କାରିଗର ଏ କବିତାଟି ପେନ୍ ଇନ୍ ବୁକ୍ସ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ରତ୍ନମାଳା ସ୍ବାଇଁଙ୍କ ସଂକଳନ ‘ଫଟୋଫ୍ରେମ’ରୁ ଅ‍ାସିଛି ବହିଟି ଅ‍ାମାଜନରୁ ମଗାଇବା ପାଇଁ ଏଇଠି କ୍ଲିକ୍ କରନ୍ତୁ 〉 କେବଳ କାରିଗରଟିଏ ବୋଲି ପରିଚୟ ପତ୍ର ଛାତିରେ ଝୁଲିଲା ସାରା ସଂସାର…

ଚେଷ୍ଟା କରି କେହି କବି ହୋଇପାରିବ ନାହିଁ:…

କବି ରାଜେଂଦ୍ର କିଶୋର ପଂଡାଙ୍କ ସହ ଏ ସାକ୍ଷାତକାର ହୋଇଥିଲା ୨୦୦୭ ମସିହା ସେପ୍ଟେମ୍ବର ମାସର କୌଣସି ଏକ ସଂଧ୍ୟାରେ, କବିଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ। ସାକ୍ଷାତକାର ନେଇଥିଲେ କଥାକାର ଓ କବି ଶୁଭ୍ରାଂଶୁ ପଣ୍ଡା। ସାକ୍ଷାତକାର ତ ନୁହେଁ ବରଂ ଜଣେ ପ୍ରବୀଣ କବିଙ୍କ ପାଖରେ ଜଣେ ତରୁଣ ଲେଖକର ଜିଜ୍ଞାସା।…