Odisha Link
Bridging the Missing Links in Odisha
Browsing Tag

Pratap Sarangi

ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା: ଆହତଙ୍କୁ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଶେଷ ହେଲା ଉଦ୍ଧାର କାର୍ଯ୍ୟ। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏନେଇ ରେଳ ବିଭାଗର ଅମିତାଭ ଶର୍ମା ସୂଚନା ଦେଇଛନ୍ତି। ମର୍ମନ୍ତୁଦ ଦୁର୍ଘଟଣା ପରେ ଆହତଙ୍କୁ ଭେଟିଲେ ଦୁଇ କେନ୍ଦ୍ରମନ୍ତ୍ରୀ।…

ଆଇସିୟୁରେ ବାଲେଶ୍ବର ସାଂସଦ ପ୍ରତାପ…

ଓଏ‌ଲ‌ ବ୍ୟୁରୋ: ଆଇସିୟୁରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ବାଲେଶ୍ବରରେ ଥିବା ଏଫ୍‌ଏମ୍ ମେଡିକାଲ କଲେଜରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ୩ ଦିନ ହେବ ଥଣ୍ଡା, ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ପ୍ରତାପ। ଆଜି ଦୁର୍ବଳ ଅନୁଭବ କରିବାରୁ ମେଡିକାଲର ଆଇସିୟୁରେ ସାଂସଦଙ୍କୁ ଭର୍ତ୍ତି…

ପ୍ରତାପଙ୍କ କୁଡ଼ିଆରେ ଖାଇଲେ ୨…

ବାଲେଶ୍ବର: ଚାଳ ଛପର କୁଡ଼ିଆରେ ମଧ୍ୟାହ୍ନ ଭୋଜନ ଖାଇଲେ ଦୁଇ କେନ୍ଦ୍ରମନ୍ତ୍ରୀ ଓ ସାଂସଦ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଚାଳ ଘରେ ଆଜି ମଧ୍ୟାହ୍ନ ଭୋଜନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଆଜି ନନାଙ୍କ ଘରେ ଅତିଥି ହୋଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ। ଆଉ ଅତିଥି ସତ୍କାର କରିବା ପାଇଁ ସାଂସଦଙ୍କ ଭଉଣୀ,…

ଦୁର୍ଘଟଣାରେ ପ୍ରତାପ ଷଡ଼ଙ୍ଗୀଙ୍କ ନାକ…

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ଆଜି ଦୁର୍ଘଟଣାର ଶିକାର ହୋଇଛନ୍ତି। ସରକାରୀ ଗାଡ଼ିରେ ଯିବା ସମୟରେ ଗୋଟିଏ ଟ୍ରାକ୍ଟର ସହ ଧକ୍କା ହେବାରୁ ଗାଡ଼ିର ବାମ ପାଖ ଭାଙ୍ଗିଯିବା ସହ ମନ୍ତ୍ରୀଙ୍କନାକ ଫାଟିଯାଇଛି। ଆଜି ଅପରାହ୍ଣରେ ଜଣେ ମୃତକଙ୍କ ପରିବାର ବର୍ଗଙ୍କୁ ଦେଖା…

ପିଣ୍ଡାରେ ପ୍ରତାପଙ୍କ ଉପବାସ

ବାଲେଶ୍ବର: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାର ପ୍ରତିବାଦ କରି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପବାସ କରିଛନ୍ତି। ସେ ନିଜ ଘରର ଦାଣ୍ଡ ପିଣ୍ଡାରେ ଧାରଣାରେ ବସିଛନ୍ତି। ନିଜର କିଛି ଦଳୀୟ ସହଯୋଗୀଙ୍କ ସହ ଧାରଣାରେ ବସିଛନ୍ତି ସାଂସଦ ଶ୍ରୀ ଷଡ଼ଙ୍ଗୀ। ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ଉପରେ…

ମନ୍ତ୍ରୀଙ୍କ ଗାଡ଼ିକୁ ଅତିକ୍ରମ କରି…

ଭୁବନେଶ୍ବର: ବାହାର ରାଜ୍ୟରୁ ଓଡ଼ିଶା ବୁଲିବାକୁ ଆସିଥିଲେ ଦୁଇ ପରିବାର। ସାଥିରେ ମହିଳା ଓ ଶିଶୁ ବି ଥିଲେ। ଦୁଇଟି କାର୍‌ରେ ବାଲେଶ୍ବର ଜିଲ୍ଲା ଦେଇ ୬୦ ନମ୍ବର ଜାତୀୟ ରାଜପଥରେ ଯିବା ବେଳେ ଦୁଇ ପରିବାରକୁ ୫ ଘଣ୍ଟା ପାଇଁ ବିନା କାରଣରେ ଥାନାରେ ଅଟକିବାକୁ ପଡ଼ିଛି। ନିଜର କୌଣସି ଭୁଲ ନ ଥାଇ ମଧ୍ୟ ଭୁଲ…

ସାଂସଦ ନିଖୋଜ! ବାଲେଶ୍ବରରେ ଲାଗିଲା…

ବାଲେଶ୍ବର: "ସାଂସଦ ନିଖୋଜ ହୋଇ ଯାଇଛନ୍ତି, ତାଙ୍କୁ ଖୋଜିବାରେ ସହଯୋଗ କରନ୍ତୁ।" ଏଭଳି ଲେଖାଥିବା ପୋଷ୍ଟର ଏବେ ବାଲେଶ୍ବର ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ବିଷୟରେ ସହର ସାରା ଏମିତି ପୋଷ୍ଟର ସବୁ ଲାଗିଛି। ସାଂସଦ ଶ୍ରୀ…

ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ ରୁମ…

ଭୁବନେଶ୍ୱର: ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ। ଏନେଇ ମୋଟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଉକ୍ତ ଟୁଲ ରୁମ ଟ୍ରେନିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ଅନୁଦାନ…

କୁନି ଝିଅର ଚିକିତ୍ସା ପାଇଁ ସହାୟତାର ହାତ…

ଭୁବନେଶ୍ୱର: ଅଜଣା ରୋଗରେ ଶୀକାର ହୋଇଥିବା ଜଣେ କୁନି ଝିଅକୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏହି ଛୋଟ ଝିଅଟି ରାଜଧାନୀ ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଆଦର୍ଶ ବସ୍ତିରେ ରୁହନ୍ତି। ତାଙ୍କ ନାଁ ତୁଳସୀ। ବର୍ଷେ ହେବ ସେ ଅଜଣା ରୋଗରେ ପୀଡ଼ିତ ହୋଇ ସ୍ଥାଣୁ ପାଲଟି ଯାଇଛନ୍ତି।…

ମନ୍ତ୍ରୀ ହେବା ପରେ ବି ନନାଙ୍କୁ ମିଳିନି…

ନୂଆଦିଲ୍ଲୀ: ମନ୍ତ୍ରୀ ପଦ ପାଇବାର ମାସେ ପରେ ବି କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସରକାରୀ ଘରଟିଏ ମିଳିପାରିନାହିଁ।  ଯାହାଫଳରେ ଓଡିଶା ଭବନରେ ନନା ରହୁଛନ୍ତି । ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ ଏକମାତ୍ର ସାଂସଦ ଭାବେ ପ୍ରତାପଙ୍କୁ ସରକାରୀ ଆବାସ ସହ…