Odisha Link
Bridging the Missing Links in Odisha
Browsing Tag

Rajsthan

ଭଜନଲାଲ ଶର୍ମା କିଏ? ଯିଏ ସମସ୍ତଙ୍କୁ…

ଓଏଲ୍‌ ବ୍ୟୁରୋ: ଶେଷ ହେଲା କଳ୍ପନାଜଳ୍ପନା। ୯ ଦିନର ରାଜନୈତିକ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜସ୍ଥାନକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ବହୁ ଦାବିଦାରଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକ ପରେ ଭଜନଲାଲଙ୍କ ନାମ ଘୋଷଣା କରାଯାଇଥିଲା।…

ଏଣିକି ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର

ଓଏଲ୍‌ ବ୍ୟୁରୋ: ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ। ରାଜସ୍ଥାନ ଅଲଓ୍ବର ଜିଲ୍ଲାର ମାଲାଖେଡାରେ ଅନୁଷ୍ଠିତ ହୋଇଥିବା ରାଲିରେ ଲୋକଙ୍କୁ ସମ୍ବୋଧିନ କରି ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ସେ କହିଛନ୍ତି, ଏକ ବର୍ଗ ସୃଷ୍ଟି କରିଛୁ । ଏହି ବର୍ଗର ଲୋକଙ୍କୁ ୧୦୫୦ ଟଙ୍କାରେ…

ବଦଳିବ ଇତିହାସ! ହଳଦୀଘାଟରୁ ମହାରଣା…

ନୂଆଦିଲ୍ଲୀ: ବଦଳିବ ଇତିହାସ। ବଦଳିବ ପାଠ୍ୟ ପୁସ୍ତକରେ ଥିବା ତଥ୍ୟ। ହଳଦୀ ଘାଟ ଯୁଦ୍ଧକୁ ନେଇ ପଢ଼ାଯାଉଥିବା ବହିରେ ଉଲ୍ଲେଖ ଥିବା କିଛି ତଥ୍ୟ ଖୁବଶୀଘ୍ର ବଦଳିବାକୁ ଯାଉଛି। ଆଜି ପର୍ଯ୍ୟନ୍ତ ହଳଦୀ ଘାଟ ଯୁଦ୍ଧରେ ମହାରଣା ପ୍ରତାପଙ୍କ ସେନା ପଛକୁ ଫେରିଥିଲେ ବୋଲି ଏପର୍ଯ୍ୟନ୍ତ ଇତିହାସ ପାଠ୍ୟ ପୁସ୍ତକରେ…

ଲଜ୍ଜା: ସ୍ବାମୀଙ୍କୁ ବାନ୍ଧି ତାଙ୍କ…

ରାଜସ୍ଥାନ: ରାଜସ୍ଥାନର ବାରନ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ସ୍ବାମୀଙ୍କ ସାମ୍ନାରେ ପତ୍ନୀଙ୍କୁ ୫ ଜଣ କଲେ ଦୁଷ୍କର୍ମ। ପୁଲିସର ସୂଚନା ମୁତାବିକ ଏଭଳି ଘଟଣା ଶନିବାର ଦିନ ଯେତେବେଳେ ୩୦ ବର୍ଷିୟ ପୀଡ଼ିତା ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ। ସେହି ସମୟରେ ୫ ଦୁର୍ବୃତ୍ତ ମହିଳାଙ୍କୁ ଖେତକୁ ନେଇ ବଳତ୍କାର…

କରୋନା ମୁକାବିଲା: ଗୀତ ଗାଇ ପରସ୍ପରକୁ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ କାୟା ମେଲାଉଛି। ଦେଶରେ ମହାରାଷ୍ଟ୍ର, କରେଳ ପରେ ରାଜସ୍ଥାନରେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନର ଭିଲଓ୍ବାଡା ଜିଲ୍ଲା କରୋନା ଭାଇରସରେ ଅଧିକ ଆକ୍ରାନ୍ତ ହୋଇଛି। ଏହାରି ମଧ୍ୟରେ ଏକ ଦୃଶ୍ୟ ସାମ୍ନାକୁ…

କରୋନା: ପ୍ରଥମ ରାଜ୍ୟ ଭାବେ ସାରା…

ଜୟପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି। ଏହା ରାତି ୯ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସାରା ଦେଶବାସୀ ଏଥିରେ ସାମିଲ ହୋଇଛନ୍ତି।  ମୁକାବିଲା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ରାଜସ୍ଥାନ ସାରା ରାଜ୍ୟରେ ଲକ ଡାଉନ ବା…

କୋଟା ଶିଶୁମୃତ୍ୟୁ ଘଟଣା: ଗେହଲଟଙ୍କ ଉପରେ…

କୋଟା: ରାଜସ୍ଥାନର କୋଟାରେ ଶିଶୁମୃତ୍ୟୁ ଘଟିଛି। ଯାହାକି କ୍ଷମତାସୀନ କଂଗ୍ରେସ ସରକାର ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାଇଁ ସମସ୍ୟା ସାଜିଛି। ଏପର୍ଯ୍ୟନ୍ତ କୋଟାର ଜେକେ ଲନ୍‌ ହସ୍ପିଟାଲରେ ୧୦୦ ଜଣରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି। ଅନ୍ୟପଟେ ଶିଶୁମୃତ୍ୟୁକୁ ନେଇ ରାଜ୍ୟର…

ରାଜସ୍ଥାନରୁ ରାଜ୍ୟସଭା ଯିବେ ମନମୋହନ…

ଜୟପୁର: ପୁଣିଥରେ ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସେଥିପାଇଁ ଆଜି ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ ସିଂହ। ଆଜି ଏଥିପାଇଁ ଶ୍ରୀ ସିଂହ ସକାଳ ୧୦ଟା ବେଳେ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ…