Odisha Link
Bridging the Missing Links in Odisha
Browsing Tag

Rajyasabha

ଭାରତର ଇତିହାସରେ ପ୍ରଥମ; ସଂସଦରେ ରେକର୍ଡ…

ଓଏଲ୍‌ ବ୍ୟୁରୋ: ସଂସଦର ସୁରକ୍ଷା ପ୍ରସଙ୍ଗ ପାଇଁ ହୁଲୁସ୍ତୁଲ ସଂସଦର ଉଭୟ ଗୃହ। ବାରମ୍ବାର ପ୍ରଶ୍ନ ଉଠାଇବା ବିରୋଧୀ ସାଂସଦଙ୍କ ପାଇଁ ହୋଇଛି ମହଙ୍ଗା।ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ରାଜ୍ୟସଭା ଓ ଲୋକସଭାରୁ ମୋଟ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି।ଭାରତର ଇତିହାସରେ ପ୍ରଥମଥର ପାଇଁ ସଂସଦରୁ ଏତେ…

ଦେଶ ପାଇଁ କଡ଼ା ପଦକ୍ଷେପ ନେବାକୁ ପଛାଇବୁ…

ନୂଆଦିଲ୍ଲୀ: ସୀମା ବିବାଦ ନେଇ ରାଜନାଥ ସିଂହଙ୍କ ବିବୃତି। ଲଦାଖର ସ୍ଥିତି ନେଇ ରାଜ୍ୟସଭାରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି। ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବର୍ତ୍ତମାନ ଯାଏ ସମାଧାନ ହୋଇ ନାହିଁ। ଭାରତୀୟ ସୀମା ରେଖାକୁ ଗ୍ରହଣ କରିବାକୁ ଚୀନ ଏପର୍ଯ୍ୟନ୍ତ ପ୍ରସ୍ତୁତ…

ରାଜ୍ୟସଭା ନିର୍ବାଚନ: ୪ର୍ଥ ପ୍ରାର୍ଥୀ…

ଭୁବନେଶ୍ବର: ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଗତ ୭ ତାରିଖରେ ବିଜେଡି ୪ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ନେଇ ବଢ଼ୁଛି ଉତ୍କଣ୍ଠା। ଆଜି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ…

ରାଜସ୍ଥାନରୁ ରାଜ୍ୟସଭା ଯିବେ ମନମୋହନ…

ଜୟପୁର: ପୁଣିଥରେ ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ସେଥିପାଇଁ ଆଜି ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି ମନମୋହନ ସିଂହ। ଆଜି ଏଥିପାଇଁ ଶ୍ରୀ ସିଂହ ସକାଳ ୧୦ଟା ବେଳେ ଜୟପୁର ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ…

ରାଜ୍ୟସଭାରେ ଶପଥ ନେଲେ ତିନି ଓଡ଼ିଆ

ନୂଆଦିଲ୍ଲୀ: ଓଡ଼ିଶାରୁ ନବ  ନିର୍ବାଚିତ ହୋଇଥିବା ୩ ରାଜ୍ୟସଭା ସାଂସଦ ଆଜି ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି। ବିଜେଡ଼ିର ଦୁଇ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏବଂ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଶପଥ ଗ୍ରହଣ କରିଛନ୍ତି।

ରାଜ୍ୟସଭାକୁ ୩ ନିର୍ବାଚିତ

ଭୁବନେଶ୍ୱର : ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ୩ ନେତା। ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ରଙ୍କ ସହିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ଆଜି ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି । ୩ଟି ଆସନ ପାଇଁ ମାତ୍ର ୩…

ସଂସଦର ଉଭୟ ଗୃହରେ ସମ୍ବୋଧନ କଲେ…

ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ଜନତା ସ୍ପଷ୍ଟ ବହୁମତ ଦେଇଛନ୍ତି। ଗତ ପାଞ୍ଚ ବର୍ଷରେ ନାଗରିକମାନେ ବୁଝି ସାରିଛନ୍ତି ଯେ ସରକାର ସେମାନଙ୍କ ପାଇଁ। ଏଥର ସାଧାରଣ…