Odisha Link
Bridging the Missing Links in Odisha
Browsing Tag

RAYAGADA

ଭୁଶୁଡ଼ିଲା ନିର୍ମାଣଧୀନ କଲଭର୍ଟ; ୪…

ଓଏଲ୍‌ ବ୍ୟୁରୋ: ରାୟଗଡ଼ା କଲ୍ୟାଣସିଂହପୁର ନିକଟରେ ବଡ଼ ଅଘଟଣ। ଏନ ନିର୍ମାଣଧିନ କଲଭର୍ଟ ଛାତ ଭୁଶୁଡ଼ିଯିବାରୁ ସକାଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡ଼ିଛି। ଏପରିକି କିଛି ଲୋକ ଆହତ ହୋଇଥିବା ମଧ୍ୟ ସୂଚନା ରହିଛି। ସୂଚନା ମୁତାବକ, କଲ୍ୟାଣସିଂହପୁର ଉପରସାଜା ନିକଟ ଏକ…

ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ ; ଜବତ…

ଓଏଲ୍‌ ବ୍ୟୁରୋ : ସହରର ବିଭିନ୍ନ ସ୍ଥାନରେ ଲୁଟେରାମାନେ ଲୁଟପାଟ କରିବା ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ରାୟଗଡା ଠାରେ ଗତ ଜାନୁଆରୀ ୧୭ ତାରିଖ ଦିନ ହୋଇଥିବା ଚୋରୀ ଘଟଣା ସାମ୍ନାକୁ ଆସିଛି। ତେବେ ଚୋରି ହେବା ପରେ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରିଥିଲା। ଘଟଣାର ତଦନ୍ତ କରି ପୁଲିସ ଆଜି ୪୦୦…

ରୁଷୀୟ ପର୍ଯ୍ୟଟକ ମୃତ୍ୟୁର ଚାଲିଛି…

ଓଏଲ୍‌ ବ୍ୟୁରୋ : ରାୟଗଡ଼ାରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ। ୨ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ଚାଲିଥିବାବେଳେ ମୃତ ପର୍ଯ୍ୟଟକଙ୍କ ସାଙ୍ଗରେ ବୁଲି ଆସିଥିବା ଅନ୍ୟ ୨ ରୁଷୀୟ ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ରୁଷୀୟ ଦମ୍ପତିଙ୍କ ସହ ଟୁର ଗାଇଡ୍…

ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର…

ଓଏଲ୍‌ ବ୍ୟୁରୋ : ରାୟଗଡାରେ ଘଟିଥିବା ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ହୋଟେଲ ଛାଡିଲେ ଅନ୍ୟ ଦୁଇ ରୁଷୀୟ ନାଗରିକ। ଅନ୍ୟ ଦୁଇ ରୁଷୀୟ ପର୍ଯ୍ୟଟକ ହେଲେ ତୁରୋଭ ମିଖାଇଲ ଓ ତାଙ୍କ ପତ୍ନୀ ପାନସେନକୋ ମାତାଲିଆଙ୍କୁ ପୋଲିସ ଛାଡି ଦେଇଛି। ପୂର୍ବରୁ…

ନିୟମଗିରି ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ଓଏଲ ବ୍ୟୁରୋ : ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ଼ର ପାର୍ସାଲି ଗ୍ରାମରେ ମାଓ ବିରୋଧୀ ପୋଷ୍ଟର। ସେ ଗ୍ରାମର ଅଙ୍ଗନବାଡି କେନ୍ଦ୍ରର କାନ୍ଥ ଓ ଗ୍ରାମପଞ୍ଚାୟତ କୋଠାର କାନ୍ଥରେ ତିନଟି କୁଇ ଓ ଓଡ଼ିଆ ଭାଷାରେ ଲିଖିତ ମାଓବାଦୀ ବିରୋଧୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା।…

ମିଳିଲାନି ଗାଡ଼ି, ଦେଢ଼ କି.ମି ପୁଅର…

ଓଏଲ୍‌ ବ୍ୟୁରୋ: ଚାଲିଗଲା ପୁଅର ଜୀବନ। ବାପା ଆଖି ଆଗରେ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କଲା ପୁଅ। ହେଲେ ଛାତିର କୋହକୁ ଚାପି ପୁଅର ଶବକୁ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ଖୋଜିଥିଲା ବାପା। ହେଲେ ତାହା ମିଳିଲାନାହିଁ। ଶେଷରେ ନିରୁପାୟ ହୋଇ ଡାକ୍ତରଖାନାରୁ ପୁଅର ଶବକୁ ଦେଢ଼ କିଲୋମିଟର କାନ୍ଧରେ…

ଘାଟି ଉଠୁ ଉଠୁ ଓଲଟି ପଡ଼ିଲା ବସ୍, ୭…

ରାୟଗଡ଼ା: ସକାଳୁ ସକାଳୁ ଅଘଟଣ। ଘାଟି ଉଠୁଥିବା ବେଳେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଯାହାରିଫଳରେ ୭ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଏଭଳି ଏକ ଦୁର୍ଘଟଣା ରାୟଗଡ଼ା ଜିଲ୍ଲା ମୁକୁନ୍ଦପୁର ଘାଟିରେ ଘଟିଛି। ମିଳିଥିବା ସୂଚନା ମୁତାବିକ, ବସ୍‌ଟି ଜୟପୁରରୁ ଯାତ୍ରୀଙ୍କୁ ନେଇ ଅନୁଗୁଳ ଅଭିମୁଖେ ଯାଉଥିଲା। ତେବେ…

ରାୟଗଡ଼ାରେ ମୃଦୁ ଭୂକମ୍ପ

ରାୟଗଡା: ରାୟଗଡ଼ାରେ ମୃଦୁ ଭୂକମ୍ପ। ଆଜି ଭୋର ପ୍ରାୟ ୪ଟା ସମୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବାର ସୂଚନା ମିଳିଛି। ଭୂକମ୍ପର ତ୍ରିବତା ରିକ୍ଟର ସ୍କେଲ୍‌ରେ ୩.୨ ଥିବା ନେଇ ଜଣାପଡିଛି। ଭୋର ୪ଟା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ…

ରାୟଗଡ଼ାରେ ସିଲ୍‌ ହେଲା ସିନେମା ହଲ୍

ରାୟଗଡ଼ା: ହୁ ହୁ ପଢିବାରେ ଲାଗିଛି କରୋନା ସଂକ୍ରମଣ ହାର। ଓଡ଼ିଶାରେ କରୋନା ଗ୍ରାଫ ଉପରମୁହାଁ ରହୁଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଏକ ଆଜି ରାୟଗଡ଼ାରେ ଏକ ସିନେମା ହଲକୁ ସିଲ କରାଯାଇଛି । ରାୟଗଡ଼ାରେ ଥିବା ଅଶୋକ ସିନେମା ହଲକୁ ସିଲ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ…

ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ,…

ରାୟଗଡ଼ା: ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ। ଅଳ୍ପକେ ବର୍ତ୍ତିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ଏହି ଦୁର୍ଘଟଣାଟି ଗତ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି। ଏହି ଘଟଣାଟି ରାୟଗଡ଼ା – କୋରାପୁଟ ରାସ୍ତାର ସିରିକଣା ତାରିଣୀ ମନ୍ଦିର ନିକଟରେ ଘଟିଛି। ପ୍ରକାଶ ଯେ, ବସଟି ନବରଙ୍ଗପୁର କୋଷାଗୁମୁଡ଼ାରୁ ବସଟି…