Odisha Link
Bridging the Missing Links in Odisha
Browsing Tag

Sabyasachi Mishra

ଆଜି ବାହାହେବେ ଓଲିଉଡ଼ର ସୁପରହିଟ୍‌ ଯୋଡ଼ି…

ଭୁବନେଶ୍ବର: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ଼ର ଚର୍ଚ୍ଚିତ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତା। ବିବାହ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ।ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି…

ଭକ୍ତଙ୍କ ଭରସା ଓ ଆସ୍ଥାକୁ ମା’ଙ୍କ ପାଖରେ…

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତା ସବ୍ୟସାଚୀ ମିଶ୍ର। ସମାଜସେବା ଦିଗରେ ସବ୍ୟସାଚୀ ସର୍ବଦା କାର୍ଯ୍ୟରତ। ଭକ୍ତଙ୍କ ଭରସା ଓ ଆସ୍ଥାକୁ ମା’ଙ୍କ ପାଖରେ ପହଞ୍ଚାଇଲେ ସବ୍ୟସାଚୀ। ମାନସିକ ପୂରଣ ଲାଗି ମା’ ତାରିଣୀଙ୍କ ପାଖରେ ଭକ୍ତମାନେ ପ୍ରତିଦିନ ନଡ଼ିଆ ଯାଚିଥାନ୍ତି। କେହି କେହି ମା’ଙ୍କ ପାଖକୁ ନଡ଼ିଆକୁ…

ଅଭିନେତା ସବ୍ୟସାଚୀଙ୍କୁ ମିଳିବ ମହାତ୍ମା…

ଭୁବନେଶ୍ବର: ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ମିଳିବ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ ତରଫରୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦ ପାଇଁ ସବ୍ୟସାଚୀଙ୍କୁ ମନୋନୀତ କରାଯାଇଛି। ମହାମାରୀ କରୋନା ସମୟରେ ଲୋକଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି…

ବିଜୟ ମହାନ୍ତିଙ୍କୁ ନେଇ ଗୁଜବ,…

ଭୁବନେଶ୍ବର: ଓଡ଼ିଆ ସିନେମା ଜଗତର ଅନ୍ୟତମ ଶିଖର ପୁରୁଷ ବିଜୟ ମହାନ୍ତି ଦୀର୍ଘଦିନ ଧରି ଅସୁସ‌୍ଥ ଥିବା ବେଳେ ପ୍ରଥମେ ହାଇଦ୍ରାବାଦ ଓ ଏବେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଆଜି କିଛି ନକରାତ୍ମକ ଗୁଜବ ବିଜୟଙ୍କ…

ସବ୍ୟସାଚୀ ମିଶ୍ରଙ୍କୁ ଧମକ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ। ସୋସିଆଲ ମିଡିଆରେ ତାଙ୍କୁ ଧମକ ଦିଆଯାଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ ନେଇ ଏକ ଟ୍ୱିଟକୁ ନେଇ ତାଙ୍କୁ ଧମକ ଦିଆଯାଇଛି। ପୁନର୍ଗଠନକୁ ସମର୍ଥନ କରି ସବ୍ୟସାଚୀ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ତେବେ ଉକ୍ତ ପୋଷ୍ଟ ପାଇଁ ତାଙ୍କୁ ମୋବାଇଲ ମେସେଜରେ ଧମକ…