Odisha Link
Bridging the Missing Links in Odisha
Browsing Tag

SALMAN KHAN

ସଲମାନ ଖାନଙ୍କୁ ଇ-ମେଲ ଯୋଗେ ହତ୍ୟା ଧମକ

ଓଏଲ୍‌ ବ୍ୟୁରୋ: ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ସଲମାନ ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ଆସିଥିବା ଜଣା ପଡିଛି। ସଲମାନ ଖାନଙ୍କ ଇ-ମେଲ ଯୋଗେ ହତ୍ୟା ଧମକ ଆସିଛି। ଏହି ହତ୍ୟା ଧମକ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ତରଫରୁ ଇ-ମେଲ ଆସିଛି। ତେବେ ଏନେଇ…

ନୟାଗଡ଼ର ସୋମନାଥଙ୍କୁ CISFର ପ୍ରଶଂସା

ଭୁବନେଶ୍ବର: ବର୍ତ୍ତମାନ ସୋସିଆଲ ମିଡିଆରେ ସବୁଠି ଚର୍ଚ୍ଚାରେ CISF ଯବାନ ସୋମନାଥ ମହାନ୍ତି। ମୁମ୍ବାଇ ବିମାନବନ୍ଦରରେ ସଲମାନଙ୍କୁ ଅଟକାଇ ରାତି ରାତି ହିରୋ ପାଲଟିଥିଲେ ନୟାଗଡ଼ ଯୁବକ ସୋମନାଥ। ହେଲେ ଦିନକ ପରେ ତାଙ୍କ ମୋବାଇଲ ଜବତ କରିଯାଇଥିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।…

ବିମାନବନ୍ଦରରେ ସଲମାନଙ୍କୁ ଅଟକାଇଲେ…

ନୟାଗଡ଼: ବଲିଉଡର ଦବଙ୍ଗ ଖାନ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିିଛି ଯେ, ସଲମାନ ଖାନ ନିଜ ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ବିମାନବନ୍ଦର ଗେଟ୍ ଆଡକୁ ଯାଉଛନ୍ତି। ଯେତେବେଳେ ସେ ବିମାନବନ୍ଦରରେ ପ୍ରବେଶ କରୁଛନ୍ତି ସେତବେଳେ ଜଣେ CISF…

ଭାଇଜାନଙ୍କୁ ପୁଲିସର ସମନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍‌ଙ୍କୁ ସମନ। ସଲମାନ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। କେବଳ ସଲମାନ୍ ଖାନ୍ ନୁହନ୍ତି ତାଙ୍କ ଭଉଣୀ ଅଲିବାରା ଖାନ୍‌ଙ୍କ ବିରୋଧରେ ମଧ୍ୟ ସଙ୍ଗୀନ୍ ଅଭିଯୋଗ ଆସିଛି। ସଲମାନ୍ ଓ ତାଙ୍କ ଭଉଣୀଙ୍କ ନାଁରେ ଜଣେ ସୁନା ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି। ଏନେଇ ଚଣ୍ଡିଗଡ…

ସଙ୍ଗରୋଧରେ ସଲମାନ ଖାନ୍

ମୁମ୍ବାଇ: ସଙ୍ଗରୋଧରେ ବଲିଉଡ ସୁପରଷ୍ଟାର ସଲମାନ ଖାନ। ସଲମାନଙ୍କ ଦୁଇ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ସଲମାନ। ସଲମାନଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍…

ବିଗ୍ ବସ୍ ୧୪: କବିତା ଓ ଇଜାଜଙ୍କ…

ମୁମ୍ବାଇ: ଟେଲି ସିରିଜ ବିଗ୍ ବସ୍ ୧୪ ଖୁବ ଚର୍ଚ୍ଚାରେ ରହିଛି। ଗତ କାଲି ଏପିସୋଡରେ ପ୍ରତିଯୋଗି କବିତା ଓ ଇଜାଜ୍ ଙ୍କ ମଧ୍ୟରେ ମତାନ୍ତର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ପ୍ରଶଂସକ ନୁହଁନ୍ତି ଅନେକ ସେଲିବ୍ରିଟି ମଧ୍ୟ ଏହି ମତାନ୍ତରରେ…

ସଲମାନଙ୍କୁ ହତ୍ୟା ଯୋଜନା

ଫରିଦାବାଦ: ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର। ଜାନୁଆରୀରୁ ଏହି ଷଡ଼ଯନ୍ତ୍ର କରାଯାଇଥଲା ମାତ୍ର ଲକଡାଉନ ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା। ସଲମାନଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ସାର୍ପସୁଟରଙ୍କୁ ଗିରଫ କରିବା ପରେ ଏହି ଘଟଣା ଏବେ ସାମ୍ନାକୁ ଆସିଛି। ସୂଚନା…

କରୋନା ଭୟରେ ଘରେ ରହି କ’ଣ…

ମୁମ୍ବାଇ : ଚୀନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁର ପ୍ରକୋପ ଏବେ ୧୭୦ରୁ ଅଧିକ ଦେଶକୁ ବ୍ୟାପିଥିବା ବେଳେ ଅନେକ ଦେଶରେ ଏହାକୁ ଜାତୀୟ ବିପତ୍ତି ଘୋଷଣା କରାଗଲାଣି । ଅନେକ ଲୋକ ନିଜ କାମ ଘରେ ରହି କରିବାକୁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇ ସାରିଲେଣି । ଅନେକ ସେଲିବ୍ରେଟି ନିଜର ଶୁଟିଂ କାମ ବନ୍ଦ କରି ଘରେ…

ଟାଇଗର ,ସଲମାନଙ୍କ ବ୍ରେସ୍‌ଲେଟ୍‌କୁ…

ମୁମ୍ବାଇ : ବଲିଉଡରେ ସଲମାନ ଖାନଙ୍କୁ କିଏବା ନଜାଣନ୍ତି । ତାଙ୍କର ଷ୍ଟାଇଲ ହେଉକି ଅଭିନୟ ଦର୍ଶକ ଖୁବ ପସନ୍ଦ କରିଥାନ୍ତି । ସଲୁଙ୍କ ବ୍ରେସଲେଟ୍ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ନିକଟରେ ଏକ ସାକ୍ଷାତ୍‌କାରରେ ଟାଇଗର୍‌ ଶ୍ରଫ୍‌ ସଲୁଙ୍କ ବ୍ରେସଲେଟକୁ ବହୁତ ପ୍ରଶଂସା କରିଛନ୍ତି । ସେ କହିଛନ୍ତି…

ସଲମାନ ଖାନଙ୍କ ସହିତ କାମ କରିବେ ଆସୀମ

ମୁମ୍ବାଇ : ଟେଲି ରିଆଲିଟି ଶୋ ବିଗ୍ ବସ୍୧୩ର ପ୍ରତିଯୋଗୀ ଆସୀମ ରିୟାଜ ସମସ୍ତଙ୍କ ହୃଦୟ ଜିତିନେଇଥିଲେ । ଏହି ଶୋ ପରେ ତାଙ୍କର ଲୋକପ୍ରିୟତା ବଢି ବଢି ଚାଲିଛି । ନିକଟରେ ଜ୍ୟାକଲିନ ଫର୍ନାଣ୍ଡିସଙ୍କ ସହିତ ତାଙ୍କର ଏକ ନୂଆ ଗୀତ 'ମେରେ ଆଙ୍ଗନେ ମେ' ରିଲିଜ ହୋଇଛି ଯାହାକୁ ଆସୀମଙ୍କ ଫ୍ୟାନ ମାନେ ବହୁତ…