ଟିକେଟ୍ ପାଇବା ପରେ ଶ୍ରୀଜିଉଙ୍କ ଦର୍ଶନ…
ଓଏଲ୍ ବ୍ୟୁରୋ: ଭାରତୀୟ ଜନତା ପାର୍ଟିରୁ ଟିକେଟ୍ ପାଇବା ପରେ ଆଜି ସକାଳେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଦୁଇ ଲୋକସଭା ସାଂସଦ ପ୍ରାର୍ଥୀ। ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀଜିଉଙ୍କ ଦର୍ଶନ…