ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି; ଏସସିବିରେ…
ଓଏଲ୍ ବ୍ୟୁରୋ : କଟକ ଏସସିବି ମେଡିକାଲରେ ଦେଖିବାକୁ ମିଳିଛି ଏକ ବିରଳ ଅସ୍ତ୍ରୋପଚାର। ଏସସିବିର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଏହି ଜଟିଳ ଅପରେସନ୍ ହୋଇଥିବା ଜଣା ପଡିଛି। ଜଣେ ୨୫ ବର୍ଷୀୟ ଯୁବକଙ୍କ ହାତରେ ଗୋଡ ଆଙ୍ଗୁଠି ଲଗାଇବାରେ ସଫଳ ହୋଇଛନ୍ତି ଏସସିବିର ଡାକ୍ତର।
ସୂଚନା ଅନୁସାରେ, ଦୁର୍ଘଟଣାରୁ…