Odisha Link
Bridging the Missing Links in Odisha
Browsing Tag

SITARAMAN

ସୁରକ୍ଷିତ ରହିଛି ଶ୍ରୀମନ୍ଦିର ଟଙ୍କା,…

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସୁରକ୍ଷିତ ରହିଛି ଜଗନ୍ନାଥ ମନ୍ଦିର ଟଙ୍କା। ୟେଶ ବ୍ୟାଙ୍କରେ ଥିବା ଜଗନ୍ନାଥ ମନ୍ଦିରର ୫୪୫ କୋଟି ଟଙ୍କା ସୁରକ୍ଷିତ ରହିଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର…

ଅର୍ଥମନ୍ତ୍ରୀଙ୍କୁ ଏଭଳି କହିଲେ…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜଣା ନାହିଁ ଅର୍ଥନୀତି। ଏଭଳି କହିଛନ୍ତି ବିଜେପି ସାଂସଦ ତଥା ଅର୍ଥନୀତିରେ ହାଓ୍ବାର୍ଡ ବିଶ୍ବବିଦ୍ୟାଳୟରୁ ପ୍ରଶିକ୍ଷଣ ନେଇଥିବା ସୁବ୍ରମଣ୍ୟମ ସ୍ବାମୀ। ଶୁକ୍ରବାର ଦେଶର ଦ୍ୱିତୀୟ ତ୍ରୟୋମାସିକ ଅଭିବୃଦ୍ଧି ହାର ପ୍ରକାଶ ପାଇଛି। ୪.୫ ପ୍ରତିଶତ ରହିଛି…

କର୍ପୋରେଟ ଟ୍ୟାକ୍ସ କମିଲା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ସୀତାରମଣଙ୍କ ବଡ଼ ଘୋଷଣା। କର୍ପୋରେଟ ଟ୍ୟାକ୍ସ କମିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ମିନିମିୟମ ଅଲଟରନେଟିଭ ଟ୍ୟାକ୍ସ ୧୮.୫%ରୁ ୧୫%କୁ ହ୍ରାସ କରାଯାଇଛି। କମ୍ପାନୀଗୁଡ଼ିକ ସରଚାର୍ଜ ଓ ସେସ ସହ ୨୫.୧୭% ଟିକସ ଦେବ। ନୂଆ ଘରୋଇ କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ପାଇଁ…

ମାନ୍ଦାବସ୍ଥା ସୁଧାରିବାକୁ ସୀତାରମଣଙ୍କ…

ନୂଆଦିଲ୍ଲୀ: ମାନ୍ଦାବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଅର୍ଥନୀତି ନିମ୍ନଗାମୀ ହେଉଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିବା ପରେ ନିଜର ମତ ଦେିଛନ୍ତି ନିର୍ମଳା ସୀତାରମଣ। ଶୁକ୍ରବାର ମୁଡିସ୍‌ ଇନ୍‌ଭେଷ୍ଟର ସର୍ଭିସ୍‌ ଭାରତର ଜିଡିପି ହ୍ରାସ ନେଇ ଆକଳନ କରିବା…

ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନିଜ ପେଡ଼ି ଖୋଲିବେ। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆଜି ଉପସ୍ଥାପିତ ହେବ। ଦୀର୍ଘ ୪୯ ବର୍ଷ ପରେ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟରେ ବଜେଟ୍‌ ଉପସ୍ଥାପନ…

ମନମୋହନଙ୍କୁ ସାକ୍ଷାତ କଲେ ସୀତାରମଣ

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ସଂସଦରେ ବଜେଟ ଉପସ୍ଥାପନ ହେବ। ନୂତନ ଭାବେ ଅର୍ଥମନ୍ତ୍ରୀ ହୋଇଥିବା ନିର୍ମଳା ସୀତାରମଣ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ବଜେଟ୍‌କୁ ଲୋକାଭିମୁଖୀ କରିବା ପାଇଁ ସୀତାରମଣ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏଥିପାଇଁ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା…