Odisha Link
Bridging the Missing Links in Odisha
Browsing Tag

Sundargarh

ଜୈବିକ ପଦ୍ଧତିରେ ଆଦିବାସୀ କରୁଛନ୍ତି ଫୁଲ…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ସେଥିମଧ୍ୟରେ ଫୁଲ କୋବି ହେଉଛି ଏକ ପ୍ରମୁଖ ଚାଷ। ଆଦିବାସୀ ଚାଷୀମାନେ ଏହାକୁ ଜୈବିକ ପଦ୍ଧତିରେ କରୁଥିବାରୁ ବଜାରରେ ଏହି ଫୁଲ କୋବିର ଭଲ…

ପ୍ରଶାସନର ନୂଆ କାର୍ଯ୍ୟକ୍ରମ ‘ଶିଶୁ…

ସୁନ୍ଦରଗଡ଼: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ।…

ପିଶାଚ ସ୍ବାମୀ

ସୁନ୍ଦରଗଡ଼: ସାତ ଜନ୍ମର ସାଥୀକୁ ନୃଶଂସ ଭାବେ ହତ୍ୟା କଲା ପିଶାଚ ସ୍ବାମୀ। ସ୍ତ୍ରୀକୁ କରାଢ଼ୀରେ ହାଣିଲା ସ୍ବାମୀ। ପାରିବାରରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା। ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଥାନା ଅନ୍ତର୍ଗତ ସୁବଳୟା ପଞ୍ଚାୟତ ନବରଙ୍ଗପୁର ଗ୍ରାମରେ। ସୂଚନାନୁଯାୟୀ, ସୁନ୍ଦରଗଡ଼…

ସୁନ୍ଦରଗଡ଼: ଡରାଉଛି କରୋନା, ୩ ଦିନରେ ୧୪…

ରାଉରକେଲା: ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ କରୋନା ଦ୍ବିତୀୟ ଲହଡ଼ି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗତ ତିନି ଦିନରେ ଜିଲ୍ଲାରେ ୧୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେବଳ ରାଉରକେଲାର ବେଦବ୍ୟାସରେ ୧୧ଟି ଶବ ଦାହ କରାଯାଇଛି। କୁତ୍ରା ବ୍ଲକ୍‌ର ଖାଟକୁରବାହାଲ ଓ ଜିଲ୍ଲାର…

ବିନା ଟେଣ୍ଡରରେ କାମ କରୁଛନ୍ତି କେରଳ…

ସୁନ୍ଦରଗଡ଼: କେରଳରୁ ଆସିଥିବା ଜନୈକ ଠିକାଦାରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ଉକ୍ତ ଠିକାଦାରଙ୍କ ନାମରେ ଥିବା ଏକ ଗାଡ଼ି ଚଢ଼ି ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ। ସୁନ୍ଦରଗଡ଼ ଜିଲ୍ଲାପାାଳ ନିଖିଳ ପବନ କଲ୍ୟାଣ ଯେଉଁ ଗାଡ଼ିଟି ଚଢ଼ୁଛନ୍ତି ତାହାର ପଞ୍ଜିକରଣ…

ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା…

ସୁନ୍ଦରଗଡ: ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଭାଗବାନସାହି ମୁଣ୍ଡା ବସ୍ତିରେ। ସୂଚନା ମୁତାବକ, ଗତକାଲି ରାତ୍ରି ଭୋଜନ ସମୟରେ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡ ଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି…

୧୫ ଘଣ୍ଟା ହେଲା ପଡ଼ି ରହିଛି ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଟାଙ୍ଗରଗାଁ କଠର ପଡା ନିକଟରେ ୧୫ ଘଣ୍ଟା ହେଲା ରାସ୍ତାରେ ପଡିରହିଛି ୨ ମୃତଦେହ। ଗତକାଲି ବୋଲେରୋ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ପଡ଼ି ରହିଛି ମୃତଦେହ। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ…

ସୁନ୍ଦରଗଡ଼ରେ ସ୍ୱଚ୍ଛତା ଓ ପରିମଳ…

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ମହାନଗର ନିଗମର ୪ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ୨୨ଟି ମିଶନ…

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ସୁନ୍ଦରଗଡରେ ଭିଜିଲାନ୍ସ ଜାଲରେ ୱେସକୋ ଯନ୍ତ୍ରୀ। ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ। ଲାଞ୍ଚ ନେଉଥିବା ବେଳେ ୱେସକୋର ସବଡେଗା ସେକସନର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତ ଦେଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଟାଙ୍ଗର…

ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ରାସ୍ତା…

ହେମଗିରି: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ବାଙ୍କିବାହାଲ ଠାରୁ ଟପରିଆକୁ ରାସ୍ତା ନିର୍ମାଣ ନେଇ ଦାବି। ରାସ୍ତା ନିର୍ମାଣ ନେଇ ଆଜି ବିଧାୟିକା କୁସୁମ ଟେଟେ, ରେଙ୍ଗାଲି ବିଧାୟିକା, ବିରମିତ୍ରପୁର ବିଧାୟିକା, ଦେବଗଡ ବିଧାୟିକା ଓ ଲିସିଙ୍ଗା ବିଧାୟିକାଙ୍କ ନେତୃତ୍ବରେ ବିଧାନସଭା ଘେରାଉ କରାଯାଇଥିଲା।…