Odisha Link
Bridging the Missing Links in Odisha
Browsing Tag

Toilet

ପର୍ଯ୍ୟଟନ ସ୍ଥଳୀ ଏବଂ ତୀର୍ଥସ୍ଥାନରେ ହେଉ…

ନୂଆଦିଲ୍ଲୀ: ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ପାଖୱାଡ଼ା ପାଇଁ ସୋମବାର ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଯୋଗଦେଇ ବିଭାଗୀୟ ମନ୍ତ୍ରଣାଳୟର ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ପୁରସ୍କୃତ କରିବା ସହ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ସମସ୍ତ ତୀର୍ଥସ୍ଥାନ ଠାରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ…

ପାଇଖାନାରେ ବିତୁଛି ଜୀବନ

ଧାମନଗର: ପାଇଖାନାରେ ବିତୁଛି ଜୀବନ। ଏଭଳି ଏକ ଅସହାୟା ବୃଦ୍ଧାଙ୍କ ଅବସ୍ଥା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କରଦା ପଞ୍ଚାୟତ ବେଦପୁର ଗାଁ ରେ। ୬୮ ବୃଦ୍ଧା ସରସ୍ଵତୀ ସାହୁଙ୍କ ପାଇଁ ସ୍ଵଚ୍ଛ ଭରତ ଅଭିଯାନର ପାଇଖାନା ଏବେ ସାଜିଛି ଘର। ପ୍ରଥମେ ଭଙ୍ଗା ଘରେ ରହୁଥିଲେ ମାତ୍ର ୨୦୧୧ ମସିହା…

ଏଣିକି ବାହାରେ ମଳତ୍ୟାଗ କଲେ ତଣ୍ଡ ଗଣିବେ…

ଭୁବନେଶ୍ବର: ଆପଣ ରାଜଧାନୀରେ ରହୁଛନ୍ତି କି? ଆପଣ ଖୋଲାରେ ଶୌଚ କରୁଛନ୍ତି କି? ଯଦି ହଁ ତେବେ ସାବଧାନ। କାରଣ ଏଣିକି ରାଜଧାନୀରେ ବାହାରେ ମଳତ୍ୟାଗ କଲେ କିମ୍ବା ପରିସ୍ରା କଲେ ଦେବାକୁ ପଡିବ ଜରିମାନା। ଏମିତି ନିୟମ କଡ଼ାକଡ଼ି ହୋଇଛି। ଖୋଲାରେ ମଳତ୍ୟାଗ କଲେ ୨ଶହ ଟଙ୍କା ଓ ପରିସ୍ରା କଲେ ୧୫୦ ଟଙ୍କା ଫାଇନ୍…

ଶୌଚାଳୟ ସହ ସେଲଫି, ମିଳିବ ୫୧ ହଜାର…

ଭୋପାଲ: ସ୍ବଚ୍ଛ ଭାରତ ଅଭିଯାନ। ଏକ ଜନ ଆନ୍ଦୋଳନ ଭାବରେ ଉଭା ହୋଇଛି। ହେଲେ ଏବେବି ବହୁତ ଲୋକ ନିଜ ଘରେ ପାଇଖାନା ନିର୍ମାଣ କରି ନାହାନ୍ତି। ଅପରପକ୍ଷେ ଲୋକେ ନିଜ ଘରେ ପାଇଖାନା ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରକାରର ଯୋଜନା ଆରମ୍ଭ କରାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟ…

ଟଏଲେଟରେ ପିଲା, ସ୍କୁଲରେ ତାଲା!

ବାଲେଶ୍ୱର: ସ୍କୁଲରେ ଥିବା ଟଏଲଟରେ ପିଲା ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲରେ ତାଲା ପକାଇ ପଳାଇବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଥମ ଶ୍ରେଣୀ ଛାତ୍ରକୁ ସ୍କୁଲରେ ତାଲା ପକାଇ ସ୍କୁଲ କର୍ତ୍ତୃପକ୍ଷ ଛୁ ମାରିଥିଲେ। ପ୍ରାୟ ୧ ଘଣ୍ଟା ବନ୍ଦ ହୋଇ ରହିବା ପରେ କୁନି ଛାତ୍ର ଜଣକ ମୁକୁଳିଥିଲେ।…

ରାଜ୍ୟର ୬୦ ପ୍ରତିଶତ ଅଦାଲତରେ ନାହିଁ…

ନୂଆଦିଲ୍ଲୀ: ସାରା ଦେଶରେ ସ୍ବଚ୍ଛ ଭାରତ ଅଭିଯାନ ଦ୍ବାରା ଶୌଚାଳୟ ନିର୍ମିତ ହେଉଛି। ଅପରପକ୍ଷେ ଦେଶର ଥିବା ୧୬ ହଜାର ଅଦାଲତ ମଧ୍ୟରୁ ୧୫ ପ୍ରତିଶତ ଅଦାଲତରେ ମହିଳାଙ୍କ ପାଇଁ ଶୌଚାଳୟ ନାହିଁ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ ଗତ…