Odisha Link
Bridging the Missing Links in Odisha
Browsing Tag

Toll Plaza

ମାସେ କୋହଳ ହେଲା ଫାସ୍‌ଟ୍ୟାଗ୍

ନୂଆଦିଲ୍ଲୀ: ଜାତୀୟ ରାଜପଥର ଟୋଲ‌୍‌ ଗେଟ୍ ଗୁଡ଼ିକରେ ଫାସ୍‌ଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ସମୟ ସୀମାକୁ ପୁଣି କେନ୍ଦ୍ର ସରକାର ବଢ଼ାଇଛନ୍ତି। ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନ୍‌କୁ ଡିସେମ୍ବର ୧ ତାରିଖରୁ…

ଆପଣଙ୍କ ଗାଡିରେ ଏହି ସୁବିଧା ନଥିଲେ…

ଭୁବନେଶ୍ବର: ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଜାତୀୟ ରାଜପଥ ଗୁଡିକରେ ଲାଗୁ ହେବ ନୁଆ ନିୟମ। ଟୋଲ୍‌ ପ୍ଲାଜାଗୁଡିକରେ ରେଡିଓ -ଫ୍ରିକ୍ବେନ୍ସି-ଆଇଡେଣ୍ଟିଫିକେଶନ୍‌ ( ଆରଏଫଆଇଡି) ଆଧାରିତ ଫାସ୍‌ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯିବ। ଘରୋଇ ଗାଡି ହେଇ କିମ୍ବା ବ୍ୟବସାୟିକ ଗାଡି ସମସ୍ତଙ୍କ ପାଇଁ ଏହି…

‘ଚୌକିଦାର ଚୋର୍‌ ହେ’

ମଧ୍ୟପ୍ରଦେଶ: ୨୦୧୯ ସାଧାରଣ ନିର୍ବାଚନରେ ବହୁତ ନାରା ବାଜି ହୋଇଥିଲା। ସେ ମଧ୍ୟରୁ ‘ଚୌକିଦାର ଚୋର ହେ’ ନାରା ବେଶ ଶୁଣିବାକୁ ମିଳିଥିଲା। ଆଉ ଏବେ ଏ ନାରା ସତ ପ୍ରମାଣିତ ହେବାର ଦେଖିବାକୁ ମିଳିଛି।ମଧ୍ୟପ୍ରଦେଶର ରିବାରେ ଦୁଇ ଜଣ ଚୌକିଦାର ଚୋର ସାବ୍ୟସ୍ତ ହୋଇଛନ୍ତି। ଯେଉଁ ଚୌକିଦାର ଟୋଲ ପ୍ଲାଜା…

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ…

ଭୁବନେଶ୍ବର : ଜାତୀୟ ରାଜପଥର ଟୋଲ୍‌ ଫି ପ୍ଲାଜାର ସବୁ ଲେନ୍‌ ଫାସ୍‌ଟ୍ୟାଗ୍‌ ଲେନ୍‌ରେ ପରିଣତ ହେବ । ଆସନ୍ତା ଡିସେମ୍ବର ପହିଲାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ ଶୁଳ୍କ ନିୟମ, ୨୦୦୮ଅନୁଯାୟୀ ଟୋଲ୍‌ ପ୍ଲାଜାରେ…