Odisha Link
Bridging the Missing Links in Odisha
Browsing Tag

Traffic

ଆଜିଠୁ ବଜେଟ ଅଧିବେଶନ: ଲାଗିଲା…

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନ। ଗତ ବିଧାନସଭା ଅଧିବେଶନରେ ତିନି ତିନୋଟି ଆତ୍ମାହୁତି ଉଦ୍ୟମ ଘଟଣା ଘଟିଥିଲା। ଯାହାକୁ ନେଜରରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ ପ୍ରଥମଥର ପାଇଁ ଟ୍ରାଫିକ୍‌ କଟକଣା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ଆଜିଠୁ ବିଧାନସଭା ଅଧିନେବେଶନର…

ବାରବାଟୀ ଦିନିକିଆ: କେଉଁଠି କରିବେ ଗାଡ଼ି…

କଟକ: ଡିସେମ୍ବର ୨୨ରେ ଅର୍ଥାତ ଆସନ୍ତା ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍। ଏନେଇ କମିଶନରେଟ ପୁଲିସ୍‌ ପକ୍ଷରୁ କରାଯାଇଛି ପାର୍କଂ ବ୍ୟବସ୍ଥା। କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ପଡିଆରେ ପାର୍କିଂ…

ହକି ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଏଫ୍‌ଆଇଏଚ୍ ହକି ଅଲିମ୍ପିକ୍‌ କ୍ୱାଲିଫାୟର ମ୍ୟାଚ୍‌ ଖେଳାଯିବ। ଏଥିରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସହିତ ରୁଷିଆର ପୁରୁଷ ଏବଂ ୟୁଏସ୍‌ଏର ମହିଳା ଦଳ ଭାଗ ନେଉଛନ୍ତି। ଏହି ମ୍ୟାଚ୍ ପାଇଁ ରାଜଧାନୀ ଭୁବନେଶ୍ୱରରେ…

୩ ମାସ ଯାଏଁ ଯାଞ୍ଚ ହେବନି: ମନ୍ତ୍ରୀ

ଭୁବନେଶ୍ୱର: ଟ୍ରାଫିକ ଯାଞ୍ଚକୁ ନେଇ ଡରୁଥିବା ସାଧାରଣ ଲୋକଙ୍କୁ ପୁଣି ଏକ ଆଶ୍ୱସ୍ତିକର ଖବର। ଆସନ୍ତା ୩ ମାସ ଯାଏଁ ପଲ୍ୟୁସନ ଓ ଇଂସୁରାନ୍ସ ଯାଞ୍ଚ ହେବ ନାହିଁ। ବୁଧବାର ପୁଣି ଏହା ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୩…

ରାଜଧାନୀ ରାସ୍ତାରେ ସଚେତନ କରୁଛନ୍ତି…

ଭୁବନେଶ୍ବର: ଟ୍ରାଫିକ ସଚେତନ କରୁଛନ୍ତି ଦିବ୍ୟାଙ୍ଗ ମହିଳା। ହେଲମେଟ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ଦେଖିଲେ ତାଙ୍କ ପାଖକୁ ଯାଉଛନ୍ତି ଦିବ୍ୟାଙ୍ଗ ମହିଳା। ହେଲମେଟ ଠିକରେ ପିନ୍ଧି ନଥିବା ଲୋକର ଲକ୍‌ ସଜାଡି ଦେଉଛନ୍ତି। କେତେବେଳେ ହାତରେ ଚକଲେଟ ନେଇ ଦେଉଛନ୍ତି, ତ କେତେବେଳେ ଥାଙ୍କୟୁ କାର୍ଡ ଟେ ଦେଇ…

ଟ୍ରାଫିକ୍‌ ନିୟମର ନୂଆ ଫର୍ମୁଲା

ଭୁବନେଶ୍ବର: ଟ୍ରାଫିକ୍ ନିୟମ ବୁଝାଇବାର ନୂଆ ଫର୍ମୁଲା। ଚକୋଲେଟ ଓ ଗୋଲାଫ ଫୁଲ ନିଅ, କିନ୍ତୁ ଟ୍ରାଫିକ୍  ନିୟମ ମାନନ୍ତୁ । ଭୁବନେଶ୍ୱର ପରେ କଟକରେ ଲୋକଙ୍କୁ ଟ୍ରାଫିକ ନିୟମ ନେଇ ଏପରି ସଚେତନ କରାଯାଉଛି। ଟ୍ରାଫିକ ଡିସିପି ସାଗରିକା ନାଥ ନିଜେ ଫୁଲ ଓ ଚକୋଲେଟ ଦେଇ ଲୋକଙ୍କୁ ବୁଝାଉଛନ୍ତି। ନୂଆ ମୋଟରଯାନ…

୫୦୦ ଟଙ୍କା ତଣ୍ଡ ଗଣିଲେ ବିଧାୟକ

ଭୁବନେଶ୍ବର: ହଟହଟା ହେଲେ ବିଧାୟକ। ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। କାରଣ ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି। ଭୁବନେଶ୍ୱର ସ୍ଥିତ ଏଜି ଛକକୁ…

ଜୋରିମାନା ଆଦାୟକୁ ନେଇ ତାତିଲେ ଲୋକ,…

ଭୁବନେଶ୍ବର: ଜୋରିମାନା ଆଦାୟକୁ ନେଇ ଭୁବନେଶ୍ବର ରାଜମହଲ ଛକଠାରେ ପୁଲିସ୍‌ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ। ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ଶେଷରେ ହୋଇଛି। ଟ୍ରାଫିକ ନିୟମ ଉଲଙ୍ଘନର ଅତ୍ୟଧିକ ଜରିମାନାକୁ ବିରୋଧ କରିଛନ୍ତି ସାଧାରଣ ଜନତା। ଏପରିକି ସରକାରୀ ଓ ବେସରକାରୀ ଗାଡି ମଧ୍ୟରେ ପାତର ଅନ୍ତର…

ଭୁବନେଶ୍ବର ପରେ କଟକରେ ଆରମ୍ଭ ହେଲା…

ଭୁବନେଶ୍ୱର : ସବୁଠି ଏବେ ଟ୍ରାଫିକ ଚିନ୍ତା। ରାଜଧାନୀ ଭୁବନେଶ୍ୱର ହେଉ ଅବା କଟକ। ଚାରିଆଡେ଼ ଟ୍ରାଫିକ ସମସ୍ୟା। ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ପରେ ଏବେ କଟକ ଟ୍ରାଫିକ ସମସ୍ୟା ମୁଣ୍ଡବ୍ୟଥାର କାରଣ ସାଜିଛି। ଆଉ ଏହାକୁ ନେଇ ପୁଲିସ କମିଶନର ସୁଧାଂଶୁ…