Odisha Link
Bridging the Missing Links in Odisha
Browsing Tag

TRIPLE TALAQ BILL

ଆଇନରେ ପରିଣତ ହେଲା ତିନି ତଲାକ୍ ବିଲ୍‌,…

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ତିତି ତଲାକ୍‌ ବିଲ୍। ବୁଧବାର ବିଳମ୍ବିତ ରାତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁସଲିମ ମହିଳାଙ୍କୁ ଏକକାଳୀନ ତଲାକ ଦିଆଯିବାକୁ ଅପରାଧ ଦର୍ଶାଇଥିବା ଐତିହାସିକ ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏହି ବିଲରେ ଦସ୍ତଖତ କରିବା ସହିତ ମୁସଲିମ ମହିଳା (ବିବାହ…

ରାଜ୍ୟସଭାରେ ତିନି ତଲାକ ବିଲ ପାରିତ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ୍‌ ବିଲ୍‌ ବା ବିବାଦୀୟ ମହିଳା ସୁରକ୍ଷା (ବିବାହ ଅଧିକାର ଆଇନ) ଆଜି ରାଜ୍ୟସଭାରେ ପାରିତ ହୋଇଯାଇଛି। ଦୀର୍ଘ ଡିବେଟ୍‌ ପରେ ଏହି ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା। ଏହା ପୂର୍ବରୁ ଏହି ବିଲ୍‌କୁ ଏକ ସିଲେକ୍ଟ କମିଟିକୁ ପଠାଇବା ପାଇଁ…

ତିନି ତଲାକ ବିଲ: ବିଜେଡ଼ିର ସମର୍ଥନ,…

ନୂଆଦିଲ୍ଲୀ: ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ଆଗତ କଲେ ତିନି ତଲାକ ବିଲ। ରବିଶଙ୍କର ପ୍ରସାଦ ସରକାରଙ୍କ ପକ୍ଷ ରଖିଛନ୍ତି। ଆଇନ ମନ୍ତ୍ରୀଙ୍କ ବିଲ ଉପସ୍ଥାପନା ପରେ ଗୃହରେ ବିତର୍କ ଚାଲିଛି। ପୂର୍ବାହ୍ନରେ ବିଜେଡି ତିନି ତଲାକ୍ ବିଲକୁ ସମର୍ଥନ କରିବ ବୋଲି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ…

ତିନି ତଲାକ ବିଲ୍‌କୁ ନେଇ କଣ କହିଲେ…

ଭୁବନେଶ୍ବର: ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ ବିଲ୍। ବହୁ ଚର୍ଚ୍ଚିତ ତିନ୍ ତଲାକ ବିଲକୁ ରାଜ୍ୟସଭାରେ ସମର୍ଥନ କରିବ ବିଜେଡି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ତେବେ ଲୋକସଭାରେ ଏହି ବିଲକୁ ମଂଜୁରୀ ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ…

ଲୋକସଭାରେ ଆଜି ଆଗତ ହୋଇପାରେ ତିନି ତଲାକ୍…

ନୂଆଦିଲ୍ଲୀ: ଆଜି ଲୋକସଭାରେ ହୋଇପାରେ ‘ତିନି ତଲାକ’ ବିଲ ଉପରେ ଆଲୋଚନା। ଏହା ସହିତ ବିଲ ପାସ ହେବାର ସମ୍ଭାବନା ରହିଛି। ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ନିଜର ସାଂସଦଙ୍କୁ ହୁଇପ ଜାରି କରିଛି। ଏଥିପାଇଁ ବିଜେପି ଗୃହରେ ସାଂସଦ ମାନଙ୍କ ଉପସ୍ଥିତି…

୧୭ତମ ଲୋକସଭା: ତିନ୍‌ ତଲାକ ବିଲକୁ ବିରୋଧ…

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଲୋକସଭାରେ ତିନ୍ ତଲାକ ବିଲକୁ ଆଗତ କରିଛନ୍ତି| ଏହି ବିଲ୍‌ ଦ୍ବାରା ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ ଏବଂ ମହିଳାଙ୍କୁ ନ୍ୟାୟ ଓ ସଶକ୍ତିକରଣ କରିବା ପାଇଁ ଏହି ପ୍ରୟାସ କରାଯାଉଛି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି| ଏହା ସହ…

ରାଜ୍ୟସଭାରେ ଟ୍ରିପିଲ ତଲାକ ବିଲକୁ…

ପାଟନା: ବୁଧବାର କେନ୍ଦ୍ର କ୍ୟାବିନେଟ୍ ଟ୍ରିପିଲ ତଲାକ ବିଲକୁ ମଞ୍ଜୁରୀ ଦେଇଥିଲା। କିନ୍ତୁ ଏବେ ବିଜେପିର କଟା ଘାରେ ପୁଣି ଚୂନ ମାରିଛି ସହଯୋଗୀ ଜେଡିୟୁ। ଏନଡିଏରେ ଅସନ୍ତୁଷ୍ଟ ଥିବା ପ୍ରସଙ୍ଗକୁ ଜେଡିୟୁ ଯେତେ ଲୁଚେଇଲେ ମଧ୍ୟ ଲୁଚୁ ନାହିଁ। ଏନଡିଏର ସହଯୋଗୀ ଥିଲେ ମଧ୍ୟ ଆଗାମୀ ଦିନରେ ଟ୍ରିପିଲ ତଲାକ…

ତିନ୍‌ ତଲାକ ବିଲ୍‌ ପ୍ରସଙ୍ଗ: କେନ୍ଦ୍ର…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନ୍‌ ତଲାକ ବିଲ ଏଥରର ସଂସଦ ଅଧିବେଶନରେ ଆସିପାରେ। କାରଣ ସରକାର ଏହି ବିଲକୁ ଆଜି(ବୁଧବାର)ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶ ଆଗକୁ ବଢୁଛି। ତେଣୁ ଏହି ବିଲ ବହୁ ଗୁରୁତ୍ୱ ବହନ କରୁଛି। ଏହାସହ ସେ କହିଛନ୍ତି ଯେ, ଏଥର ରାଜ୍ୟସଭାରେ…