Odisha Link
Bridging the Missing Links in Odisha
Browsing Tag

UN

ୟୁଏନ ମିଶନ ପାଇଁ ଭାରତର ମହିଳା…

ଓଏଲ୍‌ ବ୍ୟୁରୋ : ବିଶ୍ୱ ଦେଖିବ ଭାରତର ମହିଳା ଶାନ୍ତିରକ୍ଷକ ସୈନ୍ୟ। ମିଳିତ ଜାତିସଂଘ ଶାନ୍ତିରକ୍ଷା ପାଇଁ ସବୁଠାରୁ ଅଧିକ ସୈନ୍ୟ ପଠାଉ ଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ। ବର୍ତ୍ତମାନ ଶାନ୍ତି ରକ୍ଷା ପାଇଁ ଭାରତ ମହିଳା ଶାନ୍ତିରକ୍ଷକଙ୍କ ଗୋଟିଏ ପ୍ଲାଟୁନକୁ ପ୍ରସ୍ତୁତ କରାଯାଇଥିବାବେଳେ ଭାରତ ୨୦୦୭ରୁ…

ବିଶ୍ବନେତାମାନଙ୍କୁ ଏମିତି କହିଲେ କିଶୋରୀ…

ଭୁବନେଶ୍ବର: ସଂପ୍ରତି ମିଳିତ ଜାତିସଂଘର ଶୀର୍ଷ ବୈଠକରେ ଜଳବାୟୁ ପରିବର୍ତ୍ତନ ସଂପର୍କରେ ନିଜର ସରଳ ଓ ସ୍ପଷ୍ଟ ମନ୍ତବ୍ୟ ରଖିଛନ୍ତି ଜଣେ କିଶୋରୀ ଗ୍ରେଟା ଥନବର୍ଗ, ତାଙ୍କର ବୟସ ମାତ୍ର ଷୋହଳ ବର୍ଷ। ସ୍ୱିଡେନ ରେ ଜନ୍ମିତ ଏଇ କିଶୋରୀ ଜଣକ ଜଣେ ପ୍ରଖର ଜଳବାୟୁ କର୍ମୀ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପମାନ…

ଫନି ମୁକାବିଲା: ଓଡ଼ିଶାକୁ ଜାତିସଂଘର…

ଭୁବନେଶ୍ବର: ମହାବାତ୍ୟା ଫନି ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପ୍ରଶଂସା କରିଛନ୍ତି ମିଳିତ ଜାତିସଂଘ କର୍ତୃପକ୍ଷ। ରାଜ୍ୟ ସରକାରଙ୍କର ପୂର୍ବ ପ୍ରସ୍ତୁତି ତଥା ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଫଳରେ ବାତ୍ୟାଜନିତ ଜୀବନହାନି କମିଥିବା ବେଳେ ଏହାକୁ ସାବାସୀ ଦେଇଛନ୍ତି ଜାତିସଂଘ। ମେ ୩ ତାରିଖରେ ଫନି…