Odisha Link
Bridging the Missing Links in Odisha
Browsing Tag

Viral Video

ଜଙ୍ଗଲରେ ମାଓବାଦୀଙ୍କ ନାଚର ଆସର, ଭାଇରାଲ…

ଓଏଲ୍‌ ବ୍ୟୁରୋ: ଜଙ୍ଗଲରେ ବାଜୁଛି ଗୀତ। ଆଉ ସେ ଗୀତର ତାଳେ ତାଳେ ନାଚଛନ୍ତି ମାଓବାଦୀ।ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ମିଳିଥିବା ସୂଚନା ମୁତାବକ ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାରେ। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି…

ଦୁର୍ଘଟଣା ପରେ ପ୍ରଥମଥର ପାଇଁ ବ୍ୟାଟିଂ…

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ଆସିଛି ବଡ଼ ଖବର। ଧୀରେ ଧୀରେ ସୁସ୍ଥ ହେଉଥିବା ଋଷଭ ପନ୍ତ ପ୍ରଥମଥର ପାଇଁ ପଡ଼ିଆରେ ଅଭ୍ୟାସ କରିବା ସହିତ ବ୍ୟାଟିଂ ମଧ୍ୟ…

ନିରାମୟ କେନ୍ଦ୍ରରେ ଅବ୍ୟବସ୍ଥା,…

ଓଏଲ୍‌ ବ୍ୟୁରୋ : ଚିକିତ୍ସା କ୍ଷେତ୍ରରେ ଦେଖା ଦେଇଛି ଅବ୍ୟବସ୍ଥା। ନିରାମୟ କେନ୍ଦ୍ରରେ ରୋଗୀଙ୍କୁ ଔଷଧ ଦେବାରେ ଅବହେଳା ଦେଖା ଦେଇଛି। ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନରେ ଥିବା ନିରାମୟ କେନ୍ଦ୍ରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦୋକାନ ଭିତରେ ନିଦରେ ଶୋଇ ପଡ଼ିଛନ୍ତି ନିରାମୟ ଔଷଧ…

ଖଣ୍ଡାରେ କେକ୍‌ କାଟି ଜନ୍ମଦିନ ପାଳିଲେ…

ଓଏଲ୍‌ ବ୍ୟୁରୋ: ବିଚ୍‌ ରାସ୍ତାରେ ପାଳନ ହେଉଛି ଜନ୍ମଦିନ। ଛୁରୀରେ ନୁହେଁ ବରଂ ଖଣ୍ଡାରେ କଟାଯାଉଛି ଜନ୍ମଦିନ କେକ୍। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହା କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ସଦୃଶ। ଭାଇରାଲ ଭିଡିଓକୁ ନେଇ ଅଧିକ ଖୋଳତାଡ କରୁଛି ପୁଲିସ୍‌। ଏଭଳି ଘଟଣା…

Viral Video: ବରଣମାଳା ପକାଇବା ପୂର୍ବରୁ…

ପ୍ରତାପଗଡ଼: କରୋନା ଯୋଗୁଁ ଆଉ ବାହା ଘରରେ ବାଜୁନି ବାଜା। ନା ଦେଖିବାକୁ ମିଳୁଛି ବରଯାତ୍ରୀଙ୍କ ନାଚ। ହେଲେ କରୋନା କାଳରେ ଏପରି ଏକ ବିବାହ ହୋଇଛି ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜେଠଓ୍ବାରା ଥାନା ନିକଟସ୍ଥ ଏକ ଗ୍ରାମରେ ବିବାହ ଉତ୍ସବରେ କନ୍ୟାଜଣକ ଲାଇସେନ୍ସ ପ୍ରାପ୍ତ…

ପୁଲିସ ବାବୁଙ୍କ ପରକୀୟା ପ୍ରୀତି: ଭିଡିଓ…

ଭୁବନେଶ୍ବର: ବାହାଘରକୁ ୧୭ ବର୍ଷ ହେଲାଣି। ଘରେ ସ୍ତ୍ରୀ ଓ ପୁଅ ବି ଅଛନ୍ତି। ହେଲେ ପରକୀୟା ପ୍ରୀତିରେ ଉବୁଟୁୁବୁ ପୁଲିସ ବାବୁ। ନିଜ ପରିବାର ଥାଉ ଥାଉ ବିଭାଗର ମହିଳା ଇନ୍ସପେକ୍ଟରଙ୍କ ପ୍ରେମରେ ଭାସୁଛନ୍ତି ମହାଶୟ। ପ୍ରେମରେ ଏତେ ମୁତଆଲା ହୋଇ ଯାଇଛନ୍ତି ଯେ, ସ୍ତ୍ରୀଙ୍କଠୁ ଅଲଗା ହେବାକୁ କୋର୍ଟର…

ଆଇସିୟୁରେ ରୋଗୀ କରୁଛନ୍ତି ଏପରି କାମ,…

ନୂଆଦିଲ୍ଲୀ: କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆଖି ବୁଜୁଥିବା ବେଳେ। ଅକ୍ସିଜେନ୍‌ ଓ ବେଡ୍‌ର ଅଭାବରେ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି। ଏହା ଭିତରେ ଜଣେ ଆଇସିୟୁରେ ଥିବା ରୋଗୀଙ୍କ ଭିଡିଓ ଭାଇରାଲ୍ ହେଉଛି । ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋଗୀ ଜଣଙ୍କ…

ପାଣିକୋଇଲି ଥାନାରେ ପୁଲିସ୍‌ କର୍ମୀଙ୍କ…

ଯାଜପୁର: ସରିଛି ରଙ୍ଗର ପର୍ବର ହୋଲି। ହେଲେ ସରିନାହିଁ ଚର୍ଚ୍ଚା। ସୋସିଆଲ ମିଡିଆରେ ଘୁରି ବୁଲୁଛି ନାଗିନ୍‌ ଡ୍ୟାନ୍ସ ଭିଡିଓ। ଭିଡିଓକୁ ନେଇ ଏତେ ଚର୍ଚ୍ଚା ହେଉଛି କାରଣ ଥାନାରେ ନାଗିନ୍‌ ଡ୍ୟାନ୍ସ କରିଛନ୍ତି ପୁଲିସ୍‌ କର୍ମୀ। ଏମିତି ଏକ ଖବର ଆସିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନାରୁ। ଦଶରଥପୁର…

ମହିଳା ବିଧାୟିକାଙ୍କ ଗାଲ ଭିଡ଼ିଲେ…

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ନିର୍ବାଚନୀ ଋତୁ। ଯାହାଫଳରେ ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇଛି ବେଙ୍ଗଲ। ମମତାଙ୍କ ଗଡ଼ରେ ଭାରତୀୟ ଜନତା ପାର୍ଟି ବିଜୟୀ ହେବା ପାଇଁ କରୁଛି ଜୋରଦାର ପ୍ରଚାର। ଅନ୍ୟପଟେ ମମତା ନିଜ ଗଡ଼କୁ ପୁନର୍ବାର ଦଖଲ କରିବା ପାଇଁ କରୁଛନ୍ତି ସମସ୍ତ ଚେଷ୍ଟା। ପଶ୍ଚିମବଙ୍ଗରେ ରାଜନୈତିକ…

ଇଣ୍ଡିଗୋ କ୍ରୁ ମେମ୍ବରଙ୍କ ଭିଡିଓ…

ଚଣ୍ଡୀଗଡ଼: ଡିସେମ୍ବର ୮ ତାରିଖ ଦିନ ଦେଶର ବିଭିନ୍ନ କୃଷକ ସଂଗଠନ ଦ୍ବାରା ଭାରତ ବନ୍ଦ ଡାକରା ହୋଇଥିଲା। ନୂଆ କୃଷି ଆଇନ୍‌କୁ ବିରୋଧ କରି କୃଷକ ସଂଗଠନ ମାନ ଭାରତ ବନ୍ଦ ଡାକରା ଦେଇଥିଲେ। କୃଷକଙ୍କ ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ କରିଥିଲେ। ଯାହାଫଳରେ ପଞ୍ଜାବ, ହରିୟାଣା ଭଳି…