Odisha Link
Bridging the Missing Links in Odisha
Browsing Tag

xi jinping

୯ଥର କମାଣ୍ଡରସ୍ତରୀୟ ବୈଠକ ବିଫଳ

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ବିବାଦର କୌଣସି ସମଧାନ ହୋଇ ନାହିଁ। ଦୁଇ ଦେଶ ମଧ୍ୟରେ ହୋଇଥିବା ୯ଥର କମାଣ୍ଡରସ୍ତରୀୟ ବୈଠକରେ କୈଣସି ସମାଧାନ ହୋଇ ନାହିଁ। ଦୁଇ ଦେଶ ଏଲଏସିରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ନଥିବା ବେଳେ ଏବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପିପୁଲ୍ସ ଲିବରେସନ…

ଦ୍ବିପାକ୍ଷିକ ସମ୍ପର୍କରେ ନୂଆ ଯୁଗ ଆଣିବ:…

ଚେନ୍ନାଇ: ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ହୋଇଥିବା ମାମଲାପୁରମରେ ଅନୁଷ୍ଠିତ ଅନୌପଚାରିକ ବୈଠକ ଶେଷ ହୋଇଛି। ବୈଠକରେ ମୋଦି କହିଥିଲେ ଯେ, ବର୍ତ୍ତମାନ ଭାରତ ଏବଂ ଚୀନ ଦୁଇ ଅର୍ଥନୈତିକ ସୁପର ପାୱାର। ପୂର୍ବ ବୈଠକରେ ଆମେ ଭଲ ସମ୍ପର୍କ ରଖିବାକୁ କଥା ହୋଇଥିଲେ।…

ଆତିଥ୍ୟରେ ମୁଁ ଅଭିଭୂତ: ଜିନ୍‌ପିଙ୍ଗ

ଚେନ୍ନାଇ: ଭାରତକୁ ଆସି ମୁଁ ବହୁତ ଖୁସି। ଏଥିସହିତ ଆପଣଙ୍କ ଆତିଥ୍ୟରେ ମୁଁ ଅଭିଭୂତ। ଏହା ମୁଁ ଏବଂ ମୋର ସାଥୀମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିବ। ଏପରି କହିଛନ୍ତି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମାମଲାପୁରମରେ ଅନୁଷ୍ଠିତ ଅନୌପଚାରିକ ବୈଠକରେ…

ମୋଦିଙ୍କୁ ଭେଟିଲେ ଜିନ୍‌ପିଙ୍ଗ , ବୁଲିଲେ…

ଚେନ୍ନାଇ: ଚେନ୍ନାଇରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋଦିଙ୍କୁ ନେଇ ବେଶ ଚର୍ଚ୍ଚା ହେୁଛି। କାରଣ ଭେଟିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରମ୍ପରିକ ଦକ୍ଷିଣ ଭାରତୀୟ ଧୋତି ପିନ୍ଧିବା ଏବେ ଚର୍ଚ୍ଚାରେ। ଧୋତି ଏବଂ…

ଚେନ୍ନାଇରେ ପହଞ୍ଚିଲେ ଜିନ୍‌ପିଙ୍ଗ୍

ଚେନ୍ନାଇ: ଭାରତରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି। ଚେନ୍ନାଇରେ ପହଁଚିଲେ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍। ଆଜିଠାରୁ ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ବିତୀୟ ଶିଖର ସମ୍ମିଳନୀ ହେବ। ତେବେ ଚୀନ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ…

ଆଜି ଭାରତ ଆସୁଛନ୍ତି ଚାଇନା ରାଷ୍ଟ୍ରପତି

ଚେନ୍ନାଇ: ଆଜି ଭାରତ ଗସ୍ତରେ ଆସୁଛନ୍ତି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ଭାରତର ଚେନ୍ନାଇ ସହରକୁ ଆସିବେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ସେଥିପାଇଁ ଜିନ୍‌ପିଙ୍ଗଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନୌପଚାରିକ ବୈଠକରେ ଯୋଗଦେବା…