Odisha Link
Bridging the Missing Links in Odisha
Browsing Tag

Youth Dead

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କଟକ:  କଟକର ପାଇକରାୟପୁର ଅଞ୍ଚଳରେ ଥିବା ତେଲି ସାହିରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ତେଲି ସାହିର ଏକ ଘରେ ସ୍ଥାନୀୟଲୋକେ ଯୁବକଙ୍କ…

ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲାରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ଫର୍ଟିଲାଇଜର ଆଇଡିଏଲ୍‌ ସମରା ବସ୍ତି ପଡିଆରୁ ମିଳିଛି ମୃତଦେହ। ମୃତ ଯୁବକ ସମରାବସ୍ତିର ସୁଶୀଲ ଓରାମ୍। ଶରୀରର ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ…

ପୋଲ ସର୍ଭେ ବେଳେ ନଦୀକୁ ଖସି ଯୁବକ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଙ୍ଗାମ ପୋଲ ସର୍ଭେ କରିବା ବେଳେ ଶନିବାର ନଦୀକୁ ଖସି ଜଣେ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ୩ ଯୁବକ ଜାତୀୟ ରାଜପଥ ଉପରେ ରହିଥିବା ଉକ୍ତ ପୋଲର ସର୍ଭେ କାର୍ଯ୍ୟ କରୁଥିବା ସମୟରେ ହଠାତ ଜଣେ ଯୁବକ ନଦୀକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକେ ନଦୀରେ ନିଖୋଜ ଯୁବକଙ୍କୁ…

ଶ୍ବଶୁର ଘରୁ ମିଳିଲା ଜ୍ବାଇଁଙ୍କ ଝୁଲନ୍ତା…

କନ୍ଧମାଳ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଗଡାବିସା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଶ୍ବଶୁର ଘରୁ ଜ୍ବାଇଁର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଉଦୟନାଥ ସାହୁ। ମିଳିଥିବା ସୂଚନା ଅନୁସାରେ, ଉଦୟଙ୍କ ଘର ଖଜୁରିପଡା ଗାଁରେ। କିଛିଦିନ ହେଲା ଶ୍ବଶୁର ଘରେ ରହୁଥିଲେ ଉଦୟ। ତେବେ ଆଜି…

ବମିଖାଲ ନିକଟରୁ ଉଦ୍ଧାର ହେଲା ଯୁବକଙ୍କ…

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ହତ୍ୟାକାଣ୍ଡ । ଭୁବନେଶ୍ବର ସ୍ଥିତ ବମିଖାଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ମିଳିଛି । ମୃତ ଯୁବକ ହେଉଛନ୍ତି ବଡମ୍ବା ନରସିଂହପୁର ଅଞ୍ଚଳର ସଞ୍ଜୟ ନାୟକ । ତେବେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ସେଠାରେ…