ଫେବ୍ରୁଆରୀ ୧୪ରେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ବିତରଣ ଉତ୍ସବ

ଫେବ୍ରୁଆରୀ ୧୪ରେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ବିତରଣ ଉତ୍ସବ

On

୧୨ ଜଣ ପାଇବେ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୮ ପ୍ରଥମ ଥର ପାଇଁ ହିନ୍ଦୀ ଓ ଇଂରାଜୀ ଭାଷାର ଲେଖକ ସାମିଲ ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାର ୨୦୧୮ ସଂସ୍କରଣ ଲାଗି ଚୂଡ଼ାନ୍ତ ତାଲିକା ଘୋଷଣା ହୋଇଛି। ୧୦ ଜଣ…

କଳାହାଣ୍ଡିରେ ୨୩ଶହ ବର୍ଷ ତଳର ନଗର ସଭ୍ୟତା

କଳାହାଣ୍ଡିରେ ୨୩ଶହ ବର୍ଷ ତଳର ନଗର ସଭ୍ୟତା

On

ଭବାନୀପାଟଣା: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍ଅ‍ାଇ) ସଂସ୍ଥାନ ଭୁବନେଶ୍ବର କ୍ଷେତ୍ରର ଖନନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଠାରେ ମୌର୍ଯ୍ୟ ସାମ୍ରାଜ୍ୟ ସମସାମୟିକ ଖ୍ରୀଷ୍ଟପୂର୍ବ ୩୨୨-୧୮୫ ସମୟର ଏକ ନଗର ସଭ୍ୟତା ଅ‍ାବିଷ୍କାର କରାଯାଇଛି। ଖନନ ସମୟରେ ରାଜକୀୟ ଠାଣିର ରୂପା ମୁଦ୍ରା, ଟାଇଲ୍ ଅ‍ାଚ୍ଛାଦିତ ଚଟାଣ, ପ୍ରବାଳ ଓ ଗୋଟିକା ପଥରର ଅଳଙ୍କାର ପ୍ରମୁଖ ମିଳିଛି।…

‘ପୀଠା’ ଯୋଜନାକୁ ପିଠାଖିଅ‍ା ଯୋଜନା କରିଦେଲେ ଅରୁଣ ସାହୁ

‘ପୀଠା’ ଯୋଜନାକୁ ପିଠାଖିଅ‍ା ଯୋଜନା କରିଦେଲେ ଅରୁଣ ସାହୁ

On

ନୟାଗଡ଼: ବିଭିନ୍ନ ସରକାରୀ ଯୋଜନାରେ ସ୍ବଚ୍ଛତା ଅ‍ାଣିବା ଓ ଉତ୍ତରଦାୟିତ୍ବ ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପୀଠା (PEETHA) ଯୋଜନା ଅ‍ାରମ୍ଭ କରିଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଏହା ପ୍ରହସନରେ ପରିଣତ ହାେଇଛି। ଲୋକଙ୍କୁ ଯୋଜନା ଠାରୁ ଦୂରେଇ ପୀଠା ଶିବିରଗୁଡ଼ିକୁ ପିଠାଖିଅ‍ା ଶିବିରରେ ପରିଣତ କରିଛନ୍ତି ନୟାଗଡ଼ ବିଧାୟକ ଅରୁଣ ସାହୁ। ସୋସିଅ‍ାଲ ମିଡିଅ‍ାରେ ତାଙ୍କର…

ବିଜେଡି ସମାବେଶରେ ବସିବାକୁ ଠା’ ପାଇଲେନି ରଣପୁର ବିଧାୟକ

ବିଜେଡି ସମାବେଶରେ ବସିବାକୁ ଠା’ ପାଇଲେନି ରଣପୁର ବିଧାୟକ

On

ନୟାଗଡ଼: ଗତ ସପ୍ତାହରେ ଦିଲ୍ଲୀରେ ବିଜୁ ଜନତା ଦଳ ଚାଷୀ ସମାବେଶ ଅ‍ାଳରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏଥିରେ ଯୋଗଦେଇ ହଟହଟା ହାେଇଛନ୍ତି ପୂର୍ବତନ ସାଂସଦ ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର। ଚଳିତ ମାସ ୮ ତାରିଖରେ ଦିଳ୍ଳୀର ତାଲକାତୋରା ଷ୍ଟାଡିୟମରେ ହାେଇଥିବା ଚାଷୀ ସମାବେଶରେ ଯଦିଓ ଅସଲ ଚାଷୀଙ୍କ ଭାଗିଦାରୀ ନଥିଲା, ବିଜେଡିର ପ୍ରାୟ…

କୃଷି ଓଡ଼ିଶା: ଉଦ୍ୟାନକୃଷି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଚାଷୀ ପୁରସ୍କୃତ

କୃଷି ଓଡ଼ିଶା: ଉଦ୍ୟାନକୃଷି କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଚାଷୀ ପୁରସ୍କୃତ

On

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳସେଚନକୁ ପ୍ରାଥମିକତା ଦିଆଯାଉଛି। 5 ବର୍ଷ ମଧ୍ୟରେ 10 ଲକ୍ଷ ହେକଫର ଜମିରେ ଜଳସେଚନର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ 8 ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ଧାର୍ଯ୍ୟ ଲକ୍ଷ୍ୟକୁ ଅପ୍ରେଲ ସୁଦ୍ଧା ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଗୃହ…

ରାଜ୍ୟ ବିଜେପି ସଂକଳ୍ପପତ୍ର ସମିତି ଘୋଷଣା

ରାଜ୍ୟ ବିଜେପି ସଂକଳ୍ପପତ୍ର ସମିତି ଘୋଷଣା

On

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଂକଳ୍ପପତ୍ର ସମିତି ଘୋଷଣା କରାଯାଇଛି । ଏହି ସମିତିର ଅଧ୍ୟକ୍ଷ ରୂପେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ସୁଦର୍ଶନ ନାୟକ ଆବାହକ…

ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ, ସଚିବାଳୟ ଘେରିଲା ବିଜେପି

ଧାନ ମଣ୍ଡିରେ ଅନିୟମିତତା ଅଭିଯୋଗ, ସଚିବାଳୟ ଘେରିଲା ବିଜେପି

On

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ବ୍ରିଟିଶ ଶାସନ । ସରକାର ଚାଷୀଙ୍କ ପାଇଁ କିଛି ନକରି ଓଲଟା ସରକାରୀ ଭାବେ ପୋଲିସ ଗୁଣ୍ଡାକୁ ଲଗାଇ ଚାଷୀଙ୍କ ମୁହଁ ବନ୍ଦ କରିବାକୁ ହୀନ ପ୍ରୟାସ କରିଛି । ଚାଷୀ ତାର ସମସ୍ୟାକୁ ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯିବା ସମୟରେ ଅଗଣତାନ୍ତ୍ରିକ ଭାବେ ବିରୋଧ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ସଭାପତି…

କାହା ଘର ଖାଁ ଖାଁ, କାହା ଘରେ ହାଉଯାଉ କୁଣିଅ‍ା

କାହା ଘର ଖାଁ ଖାଁ, କାହା ଘରେ ହାଉଯାଉ କୁଣିଅ‍ା

On

ଶୁଭ୍ରାଂଶୁ ପଣ୍ଡା: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଅ‍ାସୁଛି, ଓଡ଼ିଶା ରାଜନୀତି ସେତିକି ଚଳଚଂଚଳ ହେଉଛି। ଭୋଟରଙ୍କ ହାତେଇବା ପାଇଁ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ କିଛି ନେତା ସୁବିଧା ଉଣ୍ଡି ଦଳ ଡେଇଁବାରେ ମାତିଛନ୍ତି। ଏସବୁ ଭିତରେ ଯେଉଁ କଥାଟି ଏ ଯାଏଁ ସ୍ପଷ୍ଟ ହାେଇନାହିଁ, ତାହା ହେଲା…

ସମ୍ରାଟ୍ କ୍ୟାସେଟ୍ ମାଲିକରୁ ବାବା ଅନନ୍ତ କେଶରୀ

ସମ୍ରାଟ୍ କ୍ୟାସେଟ୍ ମାଲିକରୁ ବାବା ଅନନ୍ତ କେଶରୀ

On

ଭୁବନେଶ୍ବର: ସେ ନିଜେ ଗୀତ ଲେଖୁଥିଲେ, ସଂଗୀତ ନିର୍ଦ୍ଦେଶନା ବି ଦେଉଥିଲେ, ଅକ୍ଷୟ ମହାନ୍ତିଙ୍କ ଠାରୁ ଅ‍ାରମ୍ଭ କରି ବାହାରୁ ମହମ୍ମଦ ଅଜିଜ୍, ବାବୁଲ ସୁପ୍ରିୟୋ ପ୍ରମୁଖ ବହୁ ନାମୀ କଣ୍ଠଶିଳ୍ପୀଙ୍କ ଦ୍ବାରା ଓଡ଼ିଅ‍ା ଗୀତ ପ୍ରସ୍ତୁତ କରୁଥିଲେ। ଏକଦା ଓଡ଼ିଶାର ଘରେ ଘରେ ପରିଚିତ ଥିଲା ତାଙ୍କ ଗୀତ ଓ କ୍ୟାସେଟ୍ କମ୍ପାନୀ। ତେବେ ଅଭିନେତ୍ରୀ ଶ୍ବେତା…

ନିର୍ବାଚନ ପୂର୍ବରୁ କଂଗ୍ରେସ୍-ଓଜେଡ଼ି ମେଣ୍ଟ!

ନିର୍ବାଚନ ପୂର୍ବରୁ କଂଗ୍ରେସ୍-ଓଜେଡ଼ି ମେଣ୍ଟ!

On

ଭୁବନେଶ୍ବର: ବିଜେଡ଼ି ପ୍ରତି ବିଜେପି କ୍ରମଶଃ ନରମ ମନଭାବ ପୋଷଣ କରୁଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଏବେ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ରଣନୀତିରେ ପରିବର୍ତ୍ତନର ଖବର ମିଳୁଛି। ତାଙ୍କର ନୂଆ ଦଳ ଓଡ଼ିଶା ଜନତା ଦଳ (ଓଜେଡି) ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ୍‌ ସହ ମେଣ୍ଟ କରିବାର ସମ୍ଭାବନା ରହିଛି। ମେଣ୍ଟ…