Odisha Link
Bridging the Missing Links in Odisha
Yearly Archives

2018

ସମ୍ବିତ ପାତ୍ରଙ୍କ ବିରୋଧରେ ଓ୍ଵାରେଣ୍ଟ

ଭୋପାଳ: ରାସ୍ତା ଉପରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ହରଡ଼ ଘଣାରେ ପଡ଼ିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଆଦର୍ଶ ଆଚାର ସଂହିତାର ଉଲ୍ଲଂଘନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛନ୍ତି ଭୋପାଳର ଏକ ନ୍ୟାୟାଳୟ। ଗତ ଅକ୍ଟୋବର ୨୭ ତାରିଖରେ…

୨୦୧୯ ନିର୍ବାଚନକୁ ପ୍ରଭାବିତ କରିପାରେ ଏଇ…

ଭୁବନେଶ୍ବର: ଦେଶ ସାରା ଏବେ ନିର୍ବାଚନୀ ଉଷ୍ମତା ବେଶ୍‌ ବାରି ହୋଇ ପଡ଼ୁଥିବା ବେଳେ ଏଥିରେ ଘିଅ ଢାଳିବାକୁ ସଜବାଜ ହେଉଛି ସିନେମା ହଲ୍। ୨୦୧୯ରେ ଓଡ଼ିଆ ସିନେମା ଠାରୁ ଆରମ୍ଭ କରି ବଲିଉଡ୍‌ ଯାଏଁ ଏମିତି କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି, ଯାହା ଭୋଟରଙ୍କ ଭାବାବେଗକୁ ପ୍ରଭାବିତ କରିବାର…

ଅଖିଳ ଦିବସ ଅନୁଚିନ୍ତା

୧୯୮୦ରେ ରେଭେନ୍ସାରୁ ପାଠପଢ଼ା ସାରି ମୁଁ 'ସମାବେଶ'ରେ କାମ ଆରମ୍ଭ କଲି। ଅଖିଳ ମୋହନ ସେତେବେଳକୁ ତାହାର ମୁଖ୍ୟ ସଂପାଦକ। ସେହି 'ସମାବେଶ' ସମୟରେ ୧୯୮୧ରେ ସେ 'ଓ ଅନ୍ଧଗଳି' ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ। ତାହାର ପରବର୍ଷ, ୧୯୮୨ ନଭେମ୍ବର, କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ)ଦିନ…

ମହାଲିଙ୍ଗ ନାଏକ: ଆଧୁନିକ ଯୁଗର ଭଗିରଥ

ମହାଲିଙ୍ଗ ନାଏକଙ୍କ ବାବଦରେ କିଛି ଲେଖିବା ଆଗରୁ, ଆପଣମାନଙ୍କୁ ମୁଁ ଟିକେ ପୁରାଣର ଭଗିର‌ଥ ଚରିତ୍ର କଥା ମନେ ପକେଇ ଦଉଛି। ସଗର ବଂଶର ଅନ୍ୟତମ ପ୍ରସିଦ୍ଧ ରାଜା ଥିଲେ ଭଗିରଥ। ସଗରଙ୍କର ସେ ଥିଲେ ନାତି। ଅଭିଶପ୍ତ ୬୦ ସହସ୍ର ସଗରପୁତ୍ରଙ୍କୁ ମୋକ୍ଷ ଦେବା ଲାଗି ଘୋର ତପସ୍ୟା କରି ଭଗିରଥ ଶିବଙ୍କୁ

ଓଡ଼ିଶା ଲିଙ୍କ କାହିଁକି?

ଅ‍ାଞ୍ଚଳିକ ଖବରକୁ ଅଧିକ ଗୁରୁତ୍ବ ପ୍ରଥମରୁ କହିରଖେ, କାହା ଠାରୁ ନିଜକୁ ଶ୍ରେଷ୍ଠ ବା ଖୁବ୍‌ ବେଶି ପାରିବାର ବୋଲି ଦେଖାଇ ହେବାର ଉଦ୍ଦେଶ୍ୟ ଆମର ଆଦୌ ନାହିଁ। ଏମିତିରେ ନିଜକୁ ନିଜେ ଶ୍ରେଷ୍ଠ ଆଉ ପାରିବାର ବୋଲି କହି ବୁଲୁଥିବା ଗଣମାଧ୍ୟମର ସଂଖ୍ୟା ଓଡ଼ିଶାରେ କିଛି କମ ନୁହେଁ। ତେବେ ରାଜ୍ୟର ଶତାଧିକ…